ଓଡ଼ିଆ ଅଭିନେତାଙ୍କ ମୃ-ତ୍ୟରେ ଖେଳିଯାଇଛି ଶୋକର ଲହରୀ l

actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଆସିଲା ବଡ ଦୁଃଖଦ ଖବର । ପୁଣି ଆରପାରି କୁ ଚାଲିଗଲେ ଆଉ ଜଣେ ଅଭିନେତ୍ରୀ । ଜଣଙ୍କ ପରେ ଜଣେ ଓଲିଉଡ ଅଭିନେତା ହଜି ଜାଉଛନ୍ତି । ଲାଗୁଛି ସତେ ଯେମିତି ଓଡିଆ ଫିଲ୍ମ ଏବଂ ଟେଲିଭିଜନ ଜଗତ କୁ ଶନି ଦଶା ପଡିଛି । ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଅଭିନେତା ପିଣ୍ଟୁ ନନ୍ଦ । ଗତ 2 ତାରିଖ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ତେବେ ଏହା ମଧ୍ୟରେ ଏବେ ଓଲିଉଡ ରୁ ଆସିଛି ବଡ ଦୁଃଖଦ ଖବର । ପୁଣି ଆରପାରି କୁ ଚାଲିଗଲେ ଓଡିଆ ଅଭିନେତା ସୂଚନା ଅନୁସାରେ ଓଡିଆ ଫିଲ୍ମ ଜଗତ ରେ ଲିଟୁ ଭାଇ ଭାବେ ପରିଚିତ ଅଭିନେତା ସୁମଦତ୍ତ ଦାସ ଙ୍କର ପରଲୋକ ଘଟିଛି । ହୃଦଘାତ କାରଣ ରୁ ସୋମଦତ୍ତ ଙ୍କ ମୃ-ତ୍ୟୁ ଘଟିଥିବା ଜଣା ପଡିଛି । ତାଙ୍କର ବିୟୋଗ ରେ ଓଲିଉଡ ରେ ଶୋକର ଛାୟା ଖେଳିଜାଇଛି । ସମସ୍ତେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

କେହି ଏହି କଥାକୁ ସହଜ ରେ ବିଶ୍ୱାସ କରି ପାରୁ ନାହାଁନ୍ତି । ପାଖରେ ଥିବା ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସାହି ଭାଇ ଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାରର ନିର୍ବିକାର ହୋଇ ପଡିଛନ୍ତି । ତେବେ ଏହି କଥାକୁ କେହିବି ବର୍ତମାନ ସମୟ ରେ ସହଜ ରେ ବିଶ୍ୱାସ କରି ପାରୁ ନାହାଁନ୍ତି । ଯେଉଁ କଳାକାର ଦିନେ ନିଜର କଳା ମହଲ ରେ ଲୋକଙ୍କୁ ମନୋରଞୀନ କରାଜାଉ ଥିଲା ଆଜି ସେହି ଏଠି ସବୁ ଦିନ ପାଇଁ ଶୋଇ ପଡିଛି ।

litu 1

ଦର୍ଶକ ମାନେ ଲିଟୁ ଙ୍କୁ ଓଡିଆ ଧାରାବାହିକ ଆଲବମ୍ ଏବଂ କିଛି ଚଳଚିତ୍ରରେ ଅଭିନୟ କରିଥିବାର ଦେଖିବା ପାଇଁ ପାଇଥିଲେ । ଦାମିନି , ସିନ୍ଦୁର ବିନ୍ଦୁ , ଦୁହିତା , ଦାସୀ ପରି 15 ରୁ ଅଧିକ ମେଗା ଧାରାବାହିକ ରେ ଅଭିନୟ ସହିତ ଅବଜ ସଞୀୁ ର ଗଜବ ଲଭ ରେ ତାଙ୍କୁ ଦେଖିବାକୁ ମିଳିଥିଲା । ତେବେ କେବଳ 50 ବର୍ଷ ବୟସ ରେ ସୋମଦତ୍ତ ଏହି ଦୁନିଆଁ କୁ ଛାଡି ଚାଲି ଜାଇଛନ୍ତି ।

ତେବେ ଏହି ଖବର ଟୁଇଟ କରି ଶ୍ରୀତମ ଦାସ ସୂଚନା ଦେଇଛନ୍ତି । ତାଙ୍କର ଅଚାନକ ମୃ-ତ୍ୟୁ ରେ ସାରା ଓଲିଉଡ ଜଗତ ସ୍ତବ୍ଧ ହୋଇଜାଇଛି । ତେବେ ରାଜଧାନୀ ଭୁବନେଶ୍ୱର ର ସହିଦ ନଗର ସ୍ଥିତ ତାଙ୍କର ବାସଭବନ ରେ ତାଙ୍କର ଏମିତି ହୃଦଘାତ ହୋଇଛି । ତେବେ ଏହାକୁ ନେଇ ଓଲିଉଡ ଜଗତ ରେ ଶୋକର ଛାୟା ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *