ଓଡ଼ିଶା ଆକାଶରେ ବିରଳ ଦୃଶ୍ୟ ,ଜହ୍ନ ତଳେ ତାରା ଦେଖିଲା ପୁରା ଓଡ଼ିଶା

sky a

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ଆକାଶ ରେ ଜହ୍ନ ତଳେ ତାରା ଆକାଶ ରେ ଦେଖିବାକୁ ମିଳିଲା ବିରଳ ଦୃଶ୍ୟ । ଏମିତି ଦୃଶ୍ୟ ଜାହା ଆଗରୁ କେବେ ଦେଖିବାକୁ ମିଳି ନଥିଲା । ଲୋକ ଏମିତି ଦୃଶ୍ୟ ଦେଖି ସଂମ୍ପର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଜାଇଛନ୍ତି । କାରଣ ଜହ୍ନ ତଳେ ରହିଛି ତାରା ଜାହା ଦେଖିବାକୁ ସଂମ୍ପର୍ଣ୍ଣ ବିରଳ ବୋଲି ମନେ ହେଉଛି । ଓଡିଶା ର ଅନେକ ସ୍ଥାନ ରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ସୈର ମଣ୍ଡଳ ରେ ଏମିତି କିଛି ଘଟଣା ଦେଖିବାକୁ ମିଳିଥାଏ । ଜାହା ପୃଥିବି ପୃଷ୍ଟରେ ଛିଡା ହେଲେ ଆମ ମାନଙ୍କ ମୁଣ୍ଡ ଉପରେ ମାନେ ଆକାଶ ରେ ଦେଖା ଯାଏ । ଆମେ ଏମିତି ଅନେକ ଥର ଏମିତି ଦୃଶ୍ୟ ଦେଖି ଥିବା ଯାହା ଆମକୁ ଚକିତ କରିଦେଇଥିବ । ଯେମିତି ଏହି ଦୃଶ୍ୟ କରି ଦେଇଛି । ଶୁକ୍ରବାର ସଂନ୍ଧ୍ୟାରେ ଏକ ଅଜବ ପ୍ରକାରର ଦୃଶ୍ୟ ଓଡିଶା ଆକାଶ ରେ ଦେଖା ଜାଇଛି ।

sky a

ଆକାଶର କିଟମିଟ ଅନ୍ଧାର ରେ ଜହ୍ନ ଏବଂ ତାରା ଙ୍କର ଏକ ମହା ମିଳନ ଦେଖିବାକୁ ମିଳିଛି । ଅର୍ଦ୍ଧ ଚନ୍ଦ୍ର ତଳେ ଏକ ତାରା ଦୃଶ୍ୟ ମାନ ହେଉଛି । ଯାହା ଲୋକ ମାନଙ୍କୁ ବହୁତ ଆଶ୍ଚର୍ଯ୍ୟ କରି ଦେଇଛି । ଏହାକୁ ଲୋକ ମାନେ କେହି କେହି ମହା ଜାଗତିକ ଦୃଶ୍ୟ ବୋଲି କହିଛନ୍ତି । ଆଉ କିଛି ଲୋକ ମାନେ ଏହାକୁ ଶୁକ୍ର ଗ୍ରହ ବୋଲି କହୁଥିବା ବେଳେ କେହି କେହି ଏହାକୁ ତାରା ବୋଲି ମତ ଦେଉଛନ୍ତି ।

ହେଲେ ପ୍ରକୃତ ରେ ଏହା କଣ ସେହି କିଛି ବି ସ୍ପଷ୍ଟ ହୋଇ ପାରି ନାହିଁ । ହେଲେ ସାରା ସୋସିଆଲ ମିଡିଆ ରେ ଏହାର ଫୋଟ ବର୍ତମାନ ସମୟ ରେ ଭାଇରଲ ହେଉଥିବା ବେଳେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *