Sim କାର୍ଡ କୁ ନେଇ ଆସିଲା ନୂଆ ନିୟମ | ଏବେ ହିଁ ଦେଖନ୍ତୁ…

Sim

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସମସ୍ତ ଙ୍କ ପାଖରେ ଗୋଟେ ଫୋନ ନିଶ୍ଚିତ ଭାବେ ରହିଛି । ଆଉ ଫୋନ ବ୍ୟବହାର ନିମନ୍ତେ ସିମ୍ କାର୍ଡ ବି ଦରକାର ଅଟେ । ତେବେ ଏହି ସିମ୍ କାର୍ଡ କୁ ନେଇ ଆସିଛି ନୂଆ ନିୟମ ଆପଣ ମାନେ ଏବେ ଗୋଟେ ଡୋକ୍ୟୁମେଣ୍ଟ ରେ କେତୋଟି ସିମ୍ କାର୍ଡ ବ୍ୟବହାର ବା ବାହାର କରି ପାରିବେ । ଏବଂ ଆପଣ ମାନଙ୍କ ନିଜ ଡୋକ୍ୟୁମେଣ୍ଟ ରେ ଆପଣ ମାନଙ୍କର କୋତୋଟି ସିମ୍ ଚାଲୁ ରହିଛି ସେହି ବିଷୟ ରେ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ ।

ତେବେ ବନ୍ଧୁଗଣ ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ସଂମ୍ପର୍ଣ୍ଣ ଚେକ୍ ବି କରିହେବ ବାସ୍ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଯେଉଁଥି ପାଇଁ ଆପଣ ମାନଙ୍କୁ ସରକାର ଙ୍କ ତରଫ ରୁ ଏକ ୱେବ୍ ସାଇଟ୍ ପ୍ରଦାନ କରାଜାଇଥିବା ବେଳେ ସେହିଥିରେ ଆପଣ ମାନେ ଜାଣିପାରିବେ ଆପଣଙ୍କ ଡକ୍ୟୁମେଣ୍ଟ ରେ କେତେଟି ସିମ୍ କାର୍ଡ ରହିଛି ।

Sim

ଏହା ପାଇଁ ଆପଣ ମାନଙ୍କୁ ପ୍ରଥମେ ଆପଣ ମାନଙ୍କୁ https://tafcop.dgtelecom.gov.in ରେ ଯିବାକୁ ପଡିବ ଏବଂ ପରେ ସେଠାରେ ଏକ ମୋବାଇଲ ନମ୍ବର ମାଗୁଛି ସେଠାରେ ମୋବାଇଲ ନମ୍ବର ଦେଇ OTP ରିକ୍ୟୁଏଷ୍ଟ କରିବେ । ଏବଂ ପରେ ଆପଣ ମାନେ OTP ସେଠାରେ ଦେବା ପରେ ଆପଣ ମାନଙ୍କ ସାମ୍ନା କୁ ଆପଣ ମାନଙ୍କ ଡକ୍ୟୁମେଣ୍ଟ ରେ କେତେଟି ସିମ୍ କାର୍ଡ ରହିଛି ଆପଣ ମାନଙ୍କ ସାମ୍ନା କୁ ଆସିଯିବ ।

ସେଠାରେ ଆପଣ ମାନେ ନିଜର ଯେଉଁ ନମ୍ବର ରହିଛି ସେଠାରେ ସେହିଥିକୁ ଛାଡି ଅନ୍ୟ ନମ୍ବର ରହିଥିଲେ ସେଠାରେ ଆପଣ ମାନେ ସରକାର ଙ୍କୁ ସୂଚନା ଦେଇପାରିବେ । ତେବେ ଆପଣ ମାନଙ୍କ ଆଧାର ସେହି ନମ୍ବର ରୁ ବାହାରି ଯିବ । ତେବେ ନିଶ୍ଚିତ ଜାଣିପାରିଥିବେ କିଛି ଜାଣିବା କଥା । ଯେଉଁଥିରେ ଆପଣ ମାନଙ୍କ ଆଧାର ରେ କେତୋଟି ସିମ୍ ଏକ୍ଟିଭ୍ ରହିଛି ଏବଂ ଆପଣ ମାନେ ଏହାକୁ କେମିତି ବନ୍ଦ କରି ପରିବେ ସେହି ବିଷୟ ରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *