ଆହୁରି ୩ ରୁ ୪ ଡ଼ିଗ୍ରୀ ତାତି ବଢ଼ିବା ସହ ପ୍ରବଳ ଗୁଳୁଗୁଳି ଅନଭୂତ ହେବ, ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ

temperature

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରବଳ ତାତିରେ ତାଳୁ ଗରମ ହୋଇଜାଉଛି । ହଁ ବନ୍ଧୁଗଣ ମୁହଁ ହାତ ପୁଡି ଯାଉଛି ଘର ବାହାରିବାକୁ ଡର ଲାଗୁଛି । ଭୁବେନଶ୍ୱର ସମେତ ରଜ୍ୟର ଅନ୍ୟାନ ସହରରେ ବର୍ତ୍ତମାନ ସର୍ବଚ୍ଚ ତପମାତ୍ରା 2 ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ବୌଦ୍ଧ ରାଜ୍ୟ ରେ ସର୍ବଚ୍ଚ ତପମାତ୍ରା ପୁଣି ଥରେ 38 ଡ଼ିଗ୍ରୀ ରେକଡ କରା ଯାଇଥିବା ବେଳେ , ସନପୁର ରେ 37.6 , ବଲାଙ୍ଗିରୀ ରେ 37.2 , ମାଲକାନଗିରୀ ରେ 37 ଡ଼ିଗ୍ରୀ ରହିଛି ।

ଆଉ ଏହା ସହ ଅଧିକାଶଂ ସହର ରେ 35 ଡ଼ିଗ୍ରୀ ଉପରେ ରହିଛି ତାପମାତ୍ରା । ଆସନ୍ତା ଦୁଇ ଦିନ ମଧ୍ୟରେ ଦିନର ତାପମାତ୍ରା ରେ ସେଭଳି ପରିବର୍ତ୍ତନ ହୋଇନି । ମାତ୍ର ଏହା ପରେ ସର୍ବଚ୍ଚ ତପମାତ୍ରା 3 ଡ଼ିଗ୍ରୀ ପର୍ଯ୍ୟନ୍ତ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ଅନୁମାନ କଲାଣି । ହଁ ବନ୍ଧୁଗଣ ଆହୁରି ୩ ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ବଢିବ ତାତି ଆଉ ତା ପରେ ପ୍ରବଳ ଗୁଳଗୁଳି ଲୋକେ ଘରୁ ବାହାରିବା ପାଇଁ ବି ଡର ଲାଗିବ କାରଣ ଘରୁ ବାହାରକୁ ବାହାରିଲେ ତାଳି ଫାଟିଗଲା ପରି ଲାଗିବ , ଦେହ ହାତ ପୁଡି ଯିବ ଅସହ୍ୟ ଗୁଳୁଗୁଳି ରେ ଅସ୍ତ ବ୍ୟସ୍ତ ହୋଇଯିବ ଜନଜୀବନ ।

Increase in temperature

ସେପଟେ ଘରଇ ପାଣିପାଗ ସନ୍ତା ଆକଳନ ଅନୁଯାଇ ମାର୍ଚ୍ଚ ମାସରେ ସବୁଠୁ ଅଧିକା ଗୁଳୁଗୁଳି ଅନୁଭବ ହେବ । ଆକଳନ ଅନୁଯାଇ ମାର୍ଚ୍ଚ ମାସର ଦେଶର ସର୍ବ କିଛି ଅଞ୍ଚଳ କୁ ଛାଡି ଅନ୍ୟାନ ଅଞ୍ଚଳରେ ଅପେକ୍ଷା କୃତ ଅଧିକ ତାପମାତ୍ରା ଅନୁଭୁତ ହେବ । ଏପ୍ରିଲ , ମେ, ଜୁନ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଲାଗି ରହିବ ପାଣିପାଗ ପକ୍ଷରୁ ମାର୍ଚ୍ଚ ମାସରେ ଜାରି ହୋଇଛି ।

ସୂଚନା ଅନୁଯାଇ ଉପକୂଳ ବର୍ତ୍ତି କେତେକ ଅଞ୍ଚଳକୁ ଛାଡିଦେଲେ ସାରା ରାଜ୍ୟରେ ହାରାହାରି ତାପମାତ୍ରା 38 ରୁ 40 ଡ଼ିଗ୍ରୀ କିମ୍ବା ତା ଠୁ ଅଧିକ ରହିବ ବୋଲି ପୂର୍ବାନୁମାନ କରା ଯାଉଛି । ଆଉ ଏହା ସହ ଏପ୍ରିଲ ଆଉ ମେ ମାସରେ ରାଜ୍ୟର ହାରାହାରି ତାପମାତ୍ରା କୁଆଡ 40 ରୁ 45 ଡ଼ିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କଲାଣି ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *