ସ୍କୁଲ ଛାତ୍ରଛାତ୍ରୀ ପାଇଁ ବଡ଼ ଘୋଷଣା ଆସିଲା |

students

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢୁଥିବା ଛାତ୍ରଛାତ୍ରୀ ଙ୍କ ଲାଗି ଗଣଶିକ୍ଷା ମନ୍ତ୍ରୀ ସମିର ରଂଞୀନ ଦାସ ଆଉ କିଛି ବଡ ଘୋଷଣା କରିଛନ୍ତି । ଯାହାକି 74 ହଜାର 618 ଛାତ୍ରଛାତ୍ରୀ ଙ୍କୁ ଦିଆଯିବ ମେଧାବୃତି । ସାଇକେଲ ପାଇଁ 3500 ଟଙ୍କା ଆଉ ଇୟୁନିଫର୍ମ ପାଇଁ ଏକ ହଜାର ମିଳିବ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଚ ଜାଣିନେବା କଣ ରହିଛି ଛାତ୍ରଛାତ୍ର ଙ୍କ ପାଇଁ ଘୋଷଣା ।

ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । 2023/24 ଶିକ୍ଷା ବର୍ଷରେ ଶିକ୍ଷା ବିଭାଗ ପାଇଁ 22 ହଜାର କୋଟି ଟଙ୍କା ମଞ୍ଜୁରୀ ହୋଇଛି । ତେବେ ଗତ ବର୍ଷ ଅପେକ୍ଷା ଏହି ବେୟ ଅଟକଳ 5 ପ୍ରତିଶତ ଅଧିକ ରହିଛି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ରେ ମୋଟ 51,535 ଟି ପଦବୀ ସୃଷ୍ଟି ହୋଇଛି । ତେବେ ଗଣଶିକ୍ଷା ମନ୍ତ୍ରୀ ସମିର ରଂଞୀନ ଦାସ ଏହି ବାବଦରେ ଏକ ପ୍ରେସ୍ ମିଟ୍ ରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।

Sameer

ତେବେ ବଡ ଘୋଷଣା ମୁତାବକ ଛାତ୍ରଛାତ୍ରୀ ଙ୍କୁ ସାଇକେଲ ପାଇଁ 3500 ଟଙ୍କା ଆଉ ଇୟୁନିଫର୍ମ ପାଇଁ ଏକ ହଜାର ମିଳିବ ତେବେ ଶିଶୁ ଲେଖା ପାଇଁ ଆର୍ଥିକ ବ୍ୟବସ୍ଥା କରାଜାଉ ଥିବା ବେଳେ ପିଲା ମାନଙ୍କୁ ନୋଟ ବୁକ୍ ସହିତ ଡାୟେରୀ ପ୍ରଦାନ କରାଯିବ । ତେବେ ନବ ନିଯୁକ୍ତ ଶିକ୍ଷକ ଙ୍କୁ ତାଲିମ ପ୍ରଦାନ କରାଯିବ । ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ 2021/22 ଶିକ୍ଷା ବର୍ଷ ପାଇଁ ବିଭିନ୍ନ ମେଦାବୃତ୍ତି ଏବଂ ଫକୀର ମୋହନ ଭାଷା ବୃତ୍ତି ପାଇଁ ଉଚ୍ଛ ଶିକ୍ଷା ବିଭାଗ ପକ୍ଷ ରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏହା ସହିତ ମନ୍ତ୍ରୀ କହିଛନ୍ତି ଯେ ଓଡିଶା ଆଦର୍ଶ ବିଦ୍ୟାଳୟ ରେ 237 ଟି ଛାତ୍ରବାସ ପ୍ରତିଷ୍ଟା କରାଯିବ ସେହିଥି ପାଇଁ ଅର୍ଥ ମଞୁରୀ ହୋଇଛି । ତେବେ ରାଜ୍ୟରେ 5 ଟି ଜିଲ୍ଲାରେ 221 ବହୁ ଭାଷି ଶିକ୍ଷକ ଙ୍କ ଦରମା 5 ହଜାର 379 ଟଙ୍କା କୁ ବୃଦ୍ଧି କରାଜାଇଛି । ତେବେ ଯାହାକି ବଡ ଅପଡେଟ ମୁତାବକ 71,618 ଛାତ୍ରଛାତ୍ରୀ ଙ୍କୁ ଦିଆଯିବ ମେଧାବୃତ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *