ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ପାଖରେ 500 ଟଙ୍କିଆ ଖରାପ ନୋଟ ରହିଛି କି ? ଯଦି ରହିଛି ତେବେ ସେହି ଗୁଡିକ ଆଉ ଚଳିବ ନାହିଁ । ଯଲ୍ଦି ତାକୁ ବଦଳେଇ ଦିଅନ୍ତୁ । RBI ଆଣିଲା ତାହାର ନୂଆ ନିୟମ । ତେବେ ଭାରତ ରେ ପ୍ରଚଳିତ ହେଉଥିବା ଟଙ୍କାର ସମସ୍ତ ନିୟମ RBI ହିଁ ବାହାର କରିଥାଏ । କେତେ ଟଙ୍କା ଛପା ହେବ କେଉଁ ଟଙ୍କା ଉପରେ ରୋକ ଲଗାଯିବ । ସେହି ସବୁ ନିୟମ ଏହି RBI ହିଁ କରିଥାଏ ।
ତେବେ RBI ଏବେ 500 ଟଙ୍କିଆ ନୋଟ ଉପରେ ଏକ ବଡ ନିସ୍ପତି ନେଇଛି । ଯାହାକୁ ସମସ୍ତେ ଜାଣିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ପାଖରେ 500 ଟଙ୍କିଆ ନୋଟ ରହିଛି କିମ୍ବା ଘରେ ବିଡା ବିଡା 500 ଟଙ୍କିଆ ନୋଟ କୁ ଲୁଚେଇ ରଖିଛନ୍ତି । ତେବେ ଏହି ସବୁ ଖବର ଆପଣଙ୍କ ପାଇଁ କାରଣ ଆପଣଙ୍କ ପାଖରେ ଥିବା ଖରାପ ନୋଟ ଆଉ ବଜାର ରେ ଚଳିବ ନାହିଁ । ଯାହା ପାଇଁ ଆପଣ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହୋଇ ପାରନ୍ତି ।
ରିଜର୍ଭ ବ୍ୟାଙ୍କ୍ ର ନିୟମ ମୁତାବକ ପୁରୁଣା , ଚିରାଫଟା ନୋଟ ବା ଲେଖା ହୋଇଥିବା ନୋଟ ଥିବ ତେବେ ଆପଣ ମାନେ ଚିନ୍ତାରେ ରହିଛନ୍ତି । ତେବେ ଆପଣ ମାନେ ମୋଟେ ବି ଭୟ କରନ୍ତୁ ନାହିଁ ଏହି ସବୁ ନୋଟ ନଷ୍ଟ ହେବ ନାହିଁ ଆପଣ ମାନେ ଯେକୈଣସି ବ୍ୟାଙ୍କ୍ ର ବ୍ରାଞ୍ଚ ମ୍ୟନେଜର ଙ୍କ ସହିତ ଯୋଗାଯୋଗ କରି ଆପଣ ମାନେ ଏହାକୁ ପରିବର୍ତନ କରି ପାରିବେ ଯଦି କୈଣସି ବ୍ୟାଙ୍କ୍ ଏହାକୁ ବଦଳେଇବା ପାଇଁ ମନା କରୁଛନ୍ତି । ଆପଣ ମାନେ ସେହି ବ୍ୟାଙ୍କ୍ ନାମରେ ଅଭିଯୋଗ ବି କରି ପାରିବେ ।
ଏବଂ ଆପଣ ମାନେ ନିଶ୍ଚିତ ଭାବେ ଯେକୈଣସି ଭାବେ ଖରାପ ହୋଇଥିବା ନୋଟ କୁ ନେଇ ବ୍ୟାଙ୍କ୍ ରୁ ଆପଣ ମାନେ ନୂଆ ନୋଟ କୁ ଆଣି ପାରିବେ ବୋଲି RBI ନିୟମ ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।