ମେଷ ରାଶି : ଆୟ ରେ ଆପଣଙ୍କର ବୃଦ୍ଧି ହୋଇପାରେ । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଆପଣଙ୍କୁ ମନ ପସନ୍ଦର ପରିଣାମ ଦେଖିବାକୁ ମିଳିପାରେ । ଅଚାନକ ଧନ ଲାଭ ହୋଇପାରେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ । ଆପଣଙ୍କ ଜୀବନରେ ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ । ଯାହା ଦ୍ଵାରା ଆପଣ ଫାଇଦା ରେ ରହିବେ । ଆପଣଙ୍କୁ କୌଣସି କ୍ଷେତ୍ର ରୁ ବଡ ଅଫର ମିଳିପାରେ ।
ବୃଷ ରାଶି : ଆଜି ଅଚାନକ ଧନ ଲାଭ ହେବାରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ଜନସେବା ରେ କାର୍ଯ୍ୟରତ ଥିବା ବ୍ୟକ୍ତି ଙ୍କ ପାଇଁ କମ ଭାର ବଢିପାରେ । ଦୀର୍ଘ ଦିନରୁ ଚାଲି ରହିଥିବା ସମସ୍ଯା ଆପଣଙ୍କର ଦୂର ହେବ । ମହିଳା ଅଧିକାରୀ ଙ୍କ ସହଯୋଗ ପ୍ରାପ୍ତ ହେବ । ସାମାଜିକ କାର୍ଯ୍ୟ ରେ ଆପଣଙ୍କର ରୁଚି ବୃଦ୍ଧି ହେବ । ଧନ, ସମାନ, ଯଶ ରେ ବୃଦ୍ଧି ହେବାର ପ୍ରବଳ ଯୋଗ ରହିଛି । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
ମିଥୁନ ରାଶି : ଆଜି ଦିନ ସାରା ଆପଣ ବ୍ୟସ୍ତ ରେ ରହିବେ । କୌଣସି କାମ ପୁରା କରିବା ପାଇଁ ଆପଣ ମେହନତ କରିବେ । ନୂଆ ଲୋକଙ୍କ ସହ ଭେଟ ହେବା ଦ୍ଵାରା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିପାରେ । ବେପାର ସହ ଜଡିତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ । ଆପଣ ଯେଉଁ କାମ ପୂର୍ବ ରୁ ଯୋଜନା କରି ରଖିଛନ୍ତି ତାହା କାମ କରିବାର ସମୟ ଆସି ଯାଇଛି । ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ ।
କର୍କଟ ରାଶି : ଆଜି ଆପଣଙ୍କ ଦୈନିକ ଜୀବନରେ ନୂଆ ସଫଲାତ ମିଳିବାର ଯୋଗ ରହିଛି । ଶିକ୍ଷା କ୍ଷେତ୍ର ରେ ବିଦ୍ୟାର୍ଥୀ ମାନେ ସଫଳ ହେବେ । ନୂଆ କାମ ଆରମ୍ଭ କରିବାର ବାସର ପାଇବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହୋଇପାରେ । ନୂଆ ପ୍ରେମ ସମ୍ଭଧ ଆରମ୍ଭ ହୋଇପାରେ । ଖେଳାଳୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଆପଣଙ୍କର ସମାଜ ରେ ମାନ ସମାନ ବୃଦ୍ଧି ହେବ ।
ସିଂହ ରାଶି : ଆଜି ଆପଣ ନିଜ ପାରିବାରିକ ସମ୍ପର୍କକୁ ମଝବୁତ କରିବା ପାଇଁ ଚେଷ୍ଟା କରନ୍ତୁ । ନିଜ ଭାବନାକୁ ସକାରାତ୍ମକ ରାଖୀ ଭାବି ଚିନ୍ତି ନିର୍ଣ୍ଣୟ ନିଅନ୍ତୁ । ଆପଣଙ୍କ ଖରାପ ପରିସ୍ଥିତି ସୁଧୁରି ପରେ, ସେଥିପାଇଁ ପ୍ରୟାସ କରନ୍ତୁ । ଆଜି ଆପଣଙ୍କ ଲଭ ଲାଇଫରେ କିଛି ବିବାଦ ହୋଇପାରେ, ସେଥିପାଇଁ ସତର୍କ ରୁହନ୍ତୁ । ଆଜିର ଦିନରେ ଆପଣଙ୍କୁ ମାଧ୍ୟମ ଫଳ ମିଳିବ ।
କନ୍ୟା ରାଶି : ଆଜି ଆପଣଙ୍କର ନୂଆ ମିତ୍ର ହେବେ । ଆଜି ଆପଣ ଊର୍ଜାରେ ଭରପୁର ରହିବେ । ଯଦି ଆପଣ ନିଜ କାର୍ଯ୍ୟକୁ ଭଲ ଭାବରେ ପୂରଣ କରିବେ, ତେବେ ଆପଣଙ୍କୁ ଏହାର ଭଲ ଫଳ ମିଳିବ । ହେଲେ ଆଜି କୌଣସି ସ୍ଥାନରେ ନିବେଶ କରିବା ପାଇଁ ଚିନ୍ତା କରନ୍ତୁ ନାହିଁ । କାରଣ ଏହା ଭବିଷ୍ୟତରେ ଆପଣଙ୍କ ପାଇଁ ବହୁତ ବଡ ସମସ୍ଯା ହୋଇପାରେ । ଆପଣଙ୍କ ବୈବାହିକ ଜୀବନ ବହୁତ ଭଲ ରହିବ । ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ଅଛି ।
ତୁଳା ରାଶି : ଆଜି ଆପଣ ନିଜ କାର୍ଯ୍ୟ ସହ ସମ୍ବନ୍ଧିତ କୌଣସି ଯାତ୍ରାରେ ଯାଇ ପାରନ୍ତି । ଆଜି ଅଧିକ କାର୍ଯ୍ୟ ହେତୁ ଆପଣ ନିଜ ଜୀବନ ସାଥିକୁ ସମୟ ଦେଇପାରିବେ ନାହିଁ । ଆଜି ଆପଣ ନିଜ ମିତ୍ର ମାନଙ୍କ ସହ ମଧ୍ୟ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କ ପ୍ରିୟ ଆଜି ରୋମାଣ୍ଟିକ ମୁଡରେ ଥିବେ । ଆପଣଙ୍କ ଯାତ୍ରା ସଫଳ ହେବ । ଆଜିର ଦିନଟି ଆପଣଙ୍କ ପାଇଁ ଆରାମ ଦାୟକ ହୋଇପାରେ । ଆପଣ ନିଜ କାରିୟର ପାଇଁ ଆଜି କିଛି ନୂଆ ଯୋଜନା କରିପାରିବେ ।
ବିଛା ରାଶି : ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବ । ଆଜିର ଦିନ ଆପଣଙ୍କ ପାଇଁ ମଉଜ ମସ୍ତିରେ ଭରିଯିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସମ୍ବନ୍ଧରେ ମଧୁରତା ଆସିପାରେ । ଆଜି ଆପଣଙ୍କ ଶତ୍ରୁ ଆପଣଙ୍କୁ ହାନି ଦେଇପାରେ, ସେଥିପାଇଁ ସତର୍କ ରୁହନ୍ତୁ । କୌଣସି ବାହାର ବ୍ୟକ୍ତିକୁ ଅତ୍ୟଧିକ ବିଶ୍ଵାସ କରିବେ ନାହିଁ । ଆଜି ଆପଣଙ୍କୁ ହଠାତ ଧନ ଲାଭ ହେବାର ସମ୍ଭାବନା ରହିଛି ।
ଧନୁ ରାଶି : ଏହି ରାଶିର ଲୋକ ମାନେ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ପାଇବେ । ଚାକିରି କ୍ଷେତ୍ର ରେ ଯେଉଁ ମାନେ ଅପେକ୍ଷା ରେ ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିବାର ଯୋଗ ରହିଛି । ଅଚାନକ ଧନ ଲାଭ ହେବ । ସନ୍ତାନ ମାନଙ୍କର ଉନ୍ନତି ରେ ଆପଣ ଖୁସି ପ୍ରକାଶ କରିବେ । ଆପଣଙ୍କର ଅଟକି ରହିଥିବା କାମ ଆରମ୍ଭ ହେବ । ଭାଇ ଭଉଣୀ ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ମିତ୍ର ମାନଙ୍କ ସହ ଆପଣଙ୍କର ସମୟ ଭଲରେ କଟିବ ।
ମକର ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । ମାତା ପିତା ଙ୍କ ସହଯୋଗ ଦ୍ଵାରା ଆପଣ ଜୀବନର ପ୍ରତେକ ଟି କ୍ଷେତ୍ର ରେ ସଫଳ ହେବେ । ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ସମ୍ପର୍କ ଭଲ ରହିବ । ସାଙ୍ଗ ସାଥି ଙ୍କ ଗହଣରେ ଆପଣଙ୍କ ସମୟ ଭଲରେ ବିତିବ । ଅଫିସରେ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କ ସହଯୋଗ ଆପଣ ପାଇବେ । ଯାହା ଦ୍ଵାରା ଆପଣ ଆଗକୁ କିଛି ନୂଆ କାମ କରିବା ପାଇଁ ପ୍ଳାନ କରିବେ ।
କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କର ଆଜି ଦିନ ଟି ଶୁଭ ରହିବ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ବେପାର କ୍ଷେତ୍ର ରେ ଥିବା ବ୍ୟକ୍ତି ଲାଭବାନ ହେବା ସହ ଅଧିକ ଧନ ଅର୍ଜନ କରିବେ । ଆଜି ଆପଣଙ୍କର ଆୟ ରେ ବୃଦ୍ଧି ହୋଇପାରେ । ଅଯଥା ଖର୍ଚ୍ଚ ରୁ ମୁକ୍ତି ପାଇବେ । ଶାରୀରିକ ଓ ମାନସିକ ଚିନ୍ତା ରୁ ନିଜକୁ ଦୂରେଇ ରଖନ୍ତୁ । ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ଆପଣଙ୍କର ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ସମ୍ପର୍କ ନିବିଡ ରହିବ ।
ମୀନ ରାଶି : ପାରିବାରିକ ଜୀବନରେ ଆଜି ଉତ୍ଥାନ-ପତନ ହୋଇପାରେ | ତୁମର କଠିନ ପରିଶ୍ରମ ଅନୁଯାୟୀ ତୁମେ ଫଳ ପାଇବାରେ ସକ୍ଷମ ହେବ ନାହିଁ, ଯେଉଁଥିପାଇଁ ତୁମେ ବହୁତ ବିରକ୍ତ ହେବ | ଯଦି ଆପଣ ଭାଗିଦାରୀରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଭଲ ଭାବରେ ଚିନ୍ତା କରନ୍ତୁ | ବିବାହିତ ଜୀବନ ସୁଖୀ ହେବ | ପ୍ରେମ ଜୀବନରେ ଉତ୍ଥାନ-ପତନର ପରିସ୍ଥିତି ଅଛି, ତୁମର ପ୍ରିୟଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କର | ହଠାତ୍ କିଛି ସୁଖଦ ଖବର ଶୁଣିବାକୁ ମିଳେ, ଯାହା ଆପଣଙ୍କ ମନକୁ ଖୁସି କରିବ |