ତୋ ବରଯାତ୍ରୀ ମୋ ଭାଇକୁ ମାରିଲେ ,ମୁଁ ତୋତେ ବାହା ହେବିନି ..ବେଦୀରୁ ଉଠିଲା କନ୍ୟା ..ଶିଶୁପାଳ ହେଲା ବର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାଇକୁ ମାରିବାର ପ୍ରତିଶୋଧ ନେଲା କନ୍ୟା ବେଦୀ ରୁ ଉଠି ପଡିଲା ବାହା ହେବାକୁ ରୋକ ଠୋକ୍ ମନା କରିଦେଲା । ଆଉ ମୁହଁ ବୁଲେଇ ଚାଲିଗଲା ଏହା ପରେ ପୋଲିସ ଆଣି ଦୁଇ ଅଭିଯୁକ୍ତ ଙ୍କୁ ଧରେଇ ଦେଲା କନ୍ୟା ଏବେ ଏହି ଦୁଇ ଜଣଙ୍କୁ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଛି ପୋଲିସ ଏବେ ଦୁଇ ଅଭିଯୁକ୍ତ ଜେଲ ଜାଇଛନ୍ତି ।

ଏମାନେ ହେଲେ ଜୋଗେନ୍ଦ୍ର ଝୁରା ଏବଂ ଅଭିନାଶ ଝୁରା । ତେବେ ବୁରୀପାଲ ଗାଁ ରୁ ଆସିଥିବା ବରଯାତ୍ରୀ ର ଆକ୍ରମଣ ରେ କନ୍ୟାର ଭାଇ ଗୁୁରୁତ୍ୱର ହେବା ପରର ଘଟଣା । ତଦନ୍ତ ରେ ତତ୍ତପରତା ଦେଖେଇଛି ପୋଲିସ । ଘଟଣା ର ଦୁଇ ଅଭିଯୁକ୍ତ ରାୟପୁର କୁକିରବେଡା ର ଯୋଗେନ୍ଦ୍ର ଛୁରା ଏବଂ ଅଭିନାଶ ଛୁରା ଙ୍କୁ ଗିରୋଫ କରିଛି ପୋଲିସ ।

bara

ଦେଖନ୍ତୁ ଏହି ଚିତ୍ର କୁ କାନ୍ଥରେ ରହିଛି ବିବାହ ଚିତା । ଅତିଥି ନିମନ୍ତ୍ରଣ ସହିତ ଅପେକ୍ଷା ବୋଲି ସ୍ପଷ୍ଟ ଲେଖା ହୋଇଛି । ଅତିଥି ବି ପହଁଚି ଥିଲେ ଡିଜେ ବାଜା ର ତାଳେ ତାଳେ ରୋଷଣୀ ରେ ମଜଗୁଲ ହୋଇଥିଲେ ସଭିଏଁ । ଆଉ ଏତିକି ବେଳେ ନାଚିବାକୁ ନେଇ ହୋଇଥିଲା ଗୋଣ୍ଡଗୋଳ ବରଯାତ୍ରୀ ପାର୍ଟିର ଜଣେ ଯୁବକ କନ୍ୟାର ବଡ ଭାଇ କୁ ଆକ୍ରମଣ କରିଥିଲା ।

ବର ପକ୍ଷର ଆକ୍ରମଣ ରେ ଗୁରୁତ୍ୱର ହୋଇ କନ୍ୟାର ଭାଇ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ଏହି ଘଟଣା କୁ ନେଇ ସ୍ଥାନିୟ ଲୋକ ଙ୍କ ସହିତ ଚର୍ଚ୍ଚା ହେବା ସହିତ ବିବାହ କୁ ସେଇଠି ବନ୍ଦ କରି ଦେଇଥିଲେ କନ୍ୟା ଘର ଲୋକେ ।

ଆଉ ବିବାହ ବେଦୀ ରୁ ଫେରି ଜାଇଥିଲା କନ୍ୟା ଜାହା ଫଳ ରେ ବରକୁ ଶିଶୁ ପାଳ ହୋଇ ଫେରିବାକୁ ପଡିଥିଲା । ଏହି ଘଟଣା ରେ ଦୁଇ ଜଣଙ୍କୁ ଅଟକ ରଖିଥିଲା ପୋଲିସ ଆଉ ଏହି ଦୁଇ ଜଣଙ୍କୁ ଜେଲ ପଠେଇଛି ପୋଲିସ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *