ଟ୍ରକ ଵାଲା ସହ ପଳେଇ ଗଲା କଲେଜ ଝିଅ ଦେଖନ୍ତୁ ଆଶ୍ଚର୍ଯ୍ୟ ହେଇଯିବ ଭିଡ଼ିଓ ଦେଖନ୍ତୁ ଜାଣିପାରିବେ |

tark

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଦିନ ରେ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ହୋଇଗଲାଣି । ଯେଉଁଥିରେ ପ୍ରତ୍ୟୋକ ଦିନ କିଛି ନା କିଛି ଭାଇରଲ ହେଉଥିବାର ଆମେ ମାନେ ଦେଖିବା ପାଇଁ ପାଇଥାନ୍ତି । ଏବଂ ଏପରି ବେଳେ ଆମେ ମାନେ ପ୍ରତ୍ୟେକ ଦିନ ଭାଇରଲ ଭି଼ଡ଼ିଓ ଦେଖି ବହୁତ କିଛି ସିଖିବା ପାଇଁ ପାଇଥାଉ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ଏକ ଭିଡ଼ିଓ ବିଷୟ ରେ ଏଠାରେ ସୂତନା ଦେବା ପାଇଁ ଯାଉଛୁ ଜାହା ଆପଣ ମାନେ ଦେଖିବା ପରେ ନିଶ୍ଚିତ ଅନ୍ୟ ସହିତ ସେୟାର କରିବେ ।

ତେବେ ଏଠାରେ ଦେଖିବାକୁ ମିଳିଛି ଟ୍ରକ ବାଲା ସହିତ ପଳେଇ ଗଲା କଲେଜ ଝିଅ ତେବେ ବନ୍ଧୁଗଣ ଆପଣ ମାନେ ଭାବୁଥିବେ ଟ୍ରକ ବାଲା ସହିତ କେମିତି ପଳେଇ ଗଲା ଝିଅ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ ଆମେ ଦେଖିବାକୁ ଚାହିଁବୁ ଯେଉଁଠାରେ ଜଣେ ଟ୍ରକ ବାଲା ଏହି ଝିଅକୁ ନେବା ସମୟ ରେ ଆଉ ଜଣେ ଟ୍ରକ୍ ବାଲା ବନେଇ ଥିଲା । ତେବେ ଆପଣ ମାନେ ଦେଖୁଥିବେ ଏହି ଟ୍ରକ୍ ବାଲା ଟି ଗୋଟ ଝିଅଙ୍କୁ ଭଲ ପାଇଥିଲେ । ତାଙ୍କୁ ଡାକି ନେଲେ ଆଉ ତାଙ୍କୁ ନେଇ କେମିତି ପଳାଉଛନ୍ତି ।

tark

ଆପଣ ମାନେ ଏଠାରେ ଦେଖିବାକୁ ପାଉଥିବେ । ତେବେ ଆପଣ ମାନେ ଜାଣିଥିବେ ଆଜିର ସମୟ ରେ ସମାଜ ରେ ବହୁତ ପ୍ରକାରର ଭଲ ପାଇବା ଦେଖୁଛନ୍ତି । ହେଲେ ଏହି ଭଲ ପାଇବା ଟି କୁ ଜଣେ ଚ୍ରକ୍ ବାଲା ଦେଖିଥିବା ବେଳେ ସେ ଧିରେ ଧିରେ ବନଉଥିବାର ଦେଖିଛନ୍ତି । ତେବେ ଟ୍ରକ୍ ଡ୍ରାଇଭର ମଧ୍ୟ ଧିରେ ଧିରେ ଝିଅକୁ ଧରି ଚମ୍ପଟଡ ହୋଇଗଲେ । ଏହି ଘଟଣା ର ଭିଡ଼ିଓ ଟ୍ରକ୍ ଡ୍ରାଇଭର ଜାହାକି ବନେଇଛନ୍ତି ।

ଝିଅ ଜଣଙ୍କ ପ୍ଲସ୍ ଟୁ ରେ ପାଠ ପଢନ୍ତି ଏବଂ ଓଡିଶା ର ଏହି ଘଟଣା ଟି 3 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଏହି ଭିଡ଼ିଓ ଟି ଏବେ ଭାଇରଲ ହେବାରେ ଲାଗିଛି । ଯେଉଁଠାରେ ଜଣେ ଟ୍ରକ୍ ଡ୍ରାଇଭର ଜଣେ କଲେଜ ଛାତ୍ରୀ ଙ୍କୁ ପଳେଇବାର ଘଟଣା ସାମ୍ନାକୁ ଆସିଛି । ତେବେ ବନ୍ଧୁଗଣ ଆପଣ ମାନେ ବି ଦେଖି ପାରୁଥିବେ ସେ କେମିତି ଭାବେ ସେହି ଝିଅକୁ ନେଇ ପଳାଇ ଯାଉଛି । ତେବେ ଆପଣ ମାନଙ୍କ ମତରେ ଏହି ପରି ଘଟଣା ଉପରେ ଆପଣ ମାନଙ୍କ ମତାମତ କଣ ରଖିବେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *