କାଲି ପିନ୍ଧିଥିଲେ କ୍ରିମ୍ କ୍ରିମ୍, ଆଜି ରେଡ୍ ଆଉ ହ୍ୱାଇଟ ପିନ୍ଧି ଜଗାଦର୍ଶନ କଲେ ଦିବ୍ୟଶଙ୍କର ଓ ପ୍ରିୟଙ୍କା

Priyanka

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସକାଳେ ନିର୍ବନ୍ଧ ଅପରାହ୍ନରେ ବାହାଘର ଆଉ ଆଜି ସକାଳୁ ସକାଳୁ ଜଗତ ର ନାଥ ଜଗନ୍ନାଥ ଙ୍କ ପାଖରେ ପହଁଚିଛନ୍ତି ଇଂଞୀନିୟର ପ୍ରିୟଙ୍କା ଏବଂ କ୍ୟାପଟେନ ଦିବ୍ୟଶଙ୍କର । ହଁ ବନ୍ଧୁଗଣ ଦାମ୍ପାତ୍ୟ ଜିବନ ରେ ଦ୍ୱିତୀୟ ଇନିଙ୍ଗ୍ସ ଆରମ୍ଭ କରିଥିବା ଜୁନା ଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ସକାଳୁ ସକାଳୁ ପୁରୀ ଶ୍ରୀ ମନ୍ଦିର ରେ ପହଁଚିଛନ୍ତି । ଆଉ ଜଗାକୁ ଦର୍ଶନ କରିଛନ୍ତି ।

ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଲାମୁଣ୍ଡା ଅନ୍ତର୍ଗତ ଗ୍ରାମ ର ଭବାନୀ ଅଗସ୍ତି ଙ୍କ ଏକ ମାତ୍ର ଝିଅ ପ୍ରୟଙ୍କା ହାତ ଧରିଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ପ୍ରୟଙ୍କା ଜଣେ ସୋଫ୍ଟୱିଆର ଇଂଞୀନିୟର ସେ ଭୁବନେଶ୍ୱର ର ଏକ ଘୋରଇ କମ୍ପାନୀ ରେ କାମ କରୁଛନ୍ତି । ଏହା ପୂର୍ବରୁ ସେ ବିବାହ କରି ସାରିଥିଲେ । ଆଉ ସେ କୈଣସି କାରଣ ରୁ ଛାଡ ପତ୍ର ଦେବା ପରେ କାଲି କେପଟେନ ଦିବ୍ୟଶଙ୍କର ଙ୍କ ହାତ ଧରିଥିଲେ ।

ଆଉ ଆଜି ସକାଳୁ ସକାଳୁ ହସ ଖୁସୀରେ ଜଗା ଦର୍ଶନ କରିବା ପାଇଁ ପୁରୀ ରେ ପହଁଚିଛନ୍ତି । ଜୁନା ଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ତାଙ୍କ ପତ୍ନୀ ପ୍ରିୟଙ୍କା ଅଗସ୍ତି । ବନ୍ଧୁଗଣ ଏଠାରେ କହି ରଖିବାକୁ ଚାହିଁବୁ କି ଏହି ବିବାହ ଉଭୟ ଙ୍କ ପାଇଁ ଦ୍ୱିତୀୟ ବିବାହ ପିପିଲି ସ୍ଥିତ ସିଉଳା ନିକଟସ୍ଥ ଏକ ରଜୋର୍ଟ ରେ ଗତ ରବିବାର ଦିନ ତାଙ୍କର ବିବାହ ଅନୁଷ୍ଟିତ ହୋଇଥିଲା । ଆଉ ଆଜି ସକାଳୁ ସକାଳୁ ଆତ୍ମିୟ ସୋଜନ ଙ୍କ ସହିତ ପହଁଚିଛନ୍ତି ପୁରୀରେ ।

ka

ଆଉ ଜଗା ଠାରୁ ଆଶ୍ରୀବାଦ ନେଇ ଦ୍ୱିତୀୟ ଇଂନିଂଙ୍ଗ୍ସ ଆରମ୍ଭ କରିବେ । ଆଉ ଉଭୟ ଙ୍କ ଦାମ୍ପତ୍ୟ ଜିବନ ରେ ପୂର୍ବରୁ ଉଠିଥିବା ଝଡ ଭଳି ଯେମିତି ଏବେ ଆଉ ନଉଠେ ଆଉ ତିକ୍ତତା ନଆସେ । ସେହିଥି ପାଇଁ ନୂଆ ଜିବନ ଆରମ୍ଭ ପୂର୍ବରୁ ଜଗତ ର ନାଥ ଜଗନ୍ନାଥ ଙ୍କ ଭେଟି ଆଶ୍ରୀବାଦ ନେଇଛନ୍ତି ଉଭୟ । ତେବେ ଏହି ବିବାହ କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *