ନବ ଦାସଙ୍କ ହ-ତ୍ୟା ପଛରେ କିଏ ସେହି ବ୍ୟକ୍ତି ? ଯାହା କଥାରେ ଗୋପାଳ ହେଉଥିଲା ଉଠବସ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ନବ ଦାସ ଙ୍କୁ ହ-ତ୍ୟା କରିଛି ଗୋପାଳ ହେଲେ ଏହି ହ-ତ୍ୟା ପଛରେ କିଏ ସେହି ନେତା କିଏ ସେହି ବ୍ୟକ୍ତି , କିଏ ସେହି ବ୍ୟବସାୟୀ ଯିଏ ନବ ଦାସ ଙ୍କୁ ଗୁଳି କରି ମାରିବା ପାଇଁ ଗୋପାଳ ମନରେ ବିତ୍ୟସା ଏବଂ ଘୃଣା ର ନିଆଁ ଲଗେଇଥିଲା । ଏବଂ ସେହି ନିଆଁ ରେ ପ୍ରତିଟି ମୂହୁର୍ତ୍ୱ ରେ ଘିଅ ଢାଳୁଥିବା ନେତା ଜଣଙ୍କ କିଏ ? ଗୋପାଳ କୁ କିଏ ସେହି ନେତା ଯିଏ ନବ ଙ୍କୁ ମାରିବା ପାଇଁ ଉସୁକାଉ ଥିଲା ।

ଏହାକୁ ନେଇ ଏବେ କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । କ୍ରାଇମ ବ୍ରାଞ୍ଚ ହାତରେ ଏମିତି କିଛି ସୁରାଗ ଲାଗିଛି । ଯେଉଁଥି ପାଇଁ ସେ ଏବେ ନେତା ମାନଙ୍କୁ ବି ନିଜର ତଦନ୍ତ ପରିସର ଭୁକ୍ତ କୁ ନେଇଛନ୍ତି । ଏହା ପରେ ଏବେ ସାଧାରଣ ରେ ଚର୍ଚ୍ଚା ହେଉଛି କିଏ ସେହି ନେତା ଯିଏ ନବ ଦାସ ଙ୍କ ହ-ତ୍ୟା କରିବା ପାଇଁ ଗୋପାଳ କୁ ଉସୁକାଉ ଥିଲା ଆଉ ଗୋପାଳ ହାତରେ ଧରେଇ ଥିଲା ବନ୍ଧୁକ ନବ ଦାସ ଜଣେ ଜଣେ ପାୱର ଫୁଲ ନେତା ଥିଲେ ।

Naba Das

ସେ ଥିଲା ପର୍ଯ୍ୟନ୍ତ ଝଡସୁଗୁଡାରେ ଆଉ କେହି ରାଜ କରି ପାରି ନଥାନ୍ତେ । ସେହିଥି ପାଇଁ ଏମିତି ସଢଯନ୍ତ୍ର ହୋଇ ପାରେ ବୋଲି ଚର୍ଚ୍ଚା ଏବେ ଜୋର ଧରିଛି । ତେବେ କେବଳ ନେତା ନୁହଁନ୍ତି ଜନତା ଏବଂ ବ୍ୟବସାୟୀ ମଧ୍ୟ କ୍ରାଇମ ବ୍ରାଞ୍ଚର ତଦନ୍ତ ଘେର ରେ ରହିଛନ୍ତି । ଜାହାକୁ ନେଇ କ୍ରାଇମ ବ୍ରାଞ୍ଚ ସବୁ କିଛି କୁ ଗୋଟି ଗୋଟି କରି ଜାଞ୍ଚ କରୁଛି । ତେବେ ଝାଡସୁଗୁଡା ହେଉଛି ଏକ ମାଇନ୍ସ ଅଞ୍ଚଳ ଯେଉଁଠାରେ ବଡ ବଡିଆ ଙ୍କର ସବୁବେଳେ ଆଖି ରହିଥାଏ ।

ବ୍ୟବସାୟ ର ଏକ ଗୋଲ୍ଡେନ ପୟେଣ୍ଟ ହେଉଛି ଝାଡସୁଗୁଡା । କୋଟି କୋଟି ଟଙ୍କାର ମାଇନ୍ସ ସେହିଠାରୁ ଉତ୍ପାଦନ ହୋଇଥାଏ । କୋଟି କୋଟି ଟଙ୍କାର ର ବିଜନେସ ସେହି ମାଇନ୍ସ ଦେଇଥାଏ । ନେତା ଙ୍କ ଠାରୁ ବଡ ବଡିଆ ମାଇନ୍ସ ବ୍ୟପାର ରେ ଲିପ୍ତ ରହିଥାନ୍ତି । ଯେଉଁଥି ପାଇଁ ମାଇନ୍ସ କୁ ହାତେଇ ବା ପାଇଁ ସବୁ ସମୟ ରେ ଚେଷ୍ଟା କରନ୍ତି ନେତା ମନ୍ତ୍ରୀ ମାନେ ଆଉ ସେହି ଝାଡସୁଗୁଡା ରେ ଦବଦବା ଥିଲା ନବ ଦାସ ଙ୍କର ।

gopal 1

ଜାହାକୁ ହଟେଇବା ପାଇଁ ଏପରି ଯୋଜନା ହୋଇଥାଇ ପାରେ ବୋଲି ଏବେ କ୍ରାଇମ ବ୍ରଞ୍ଚ ତଦନ୍ତ କରୁଛି । ଏବଂ ନବ ଦାସ ଙ୍କୁ କେଉଁ ମାନେ ରସ୍ତାରୁ ହଟେଇଛନ୍ତି ଏହାକୁ ନେଇ ଏମିତି କିଛି ଲୋକଙ୍କ ଉପରେ ସନ୍ଧେହ କରିଛି କ୍ରାଇମ ବ୍ରାଞ୍ଚ ଜାହା ଆପଣ ସୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *