ତପସ୍ୱନୀ ସିଭିଲ ସର୍ଭି୍ସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଘରର ଲାଇନ କାଟିଲେ ଶାଶୂଘର ଲୋକେ

Tapaswani

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ପୂର୍ବରୁ ଚାରିଆଡେ ଚର୍ଚ୍ଚା ଚାଲିଥିଲା ଡାକ୍ତର ସୁମିତ ଏବଂ ତପଶ୍ୱନୀ ଙ୍କ ପରିବାର ବିବାଦ ମାମଲା । ପରେ ଗଞାମ ଜିଲ୍ଲା ଦରାଗଞ୍ କୋର୍ଟ ତପଶ୍ୱନୀ ଙ୍କୁ ତାଙ୍କ ଶାଶୁ ଘରେ ରହିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ହେଲେ ସୁମିତ ତାଙ୍କ ଘରେ ତପଶ୍ୱନୀ ଙ୍କୁ ରଖି ନଥିଲେ । ଘର ଉପରେ ଅନ୍ୟ ଏକ ଘରେ ରଖିଥିଲେ ତପଶ୍ୱନୀ ଙ୍କୁ ।

ତେବେ ସେପଟେ ତପଶ୍ୱନୀ ସିଭିଲ ସର୍ଭିସ ପରିକ୍ଷା ପାଇଁ ପ୍ରସ୍ତୁତି ଚଳେଇ ଥିବା ବେଳେ ପ୍ରଥମ ପରିକ୍ଷା ରେ ଉତିର୍ଣ୍ଣ ମଧ୍ୟ ହୋଇଛନ୍ତି । ଆଉ ଏବେ ଫାଇନାଲ ପରିକ୍ଷା ଆଗକୁ ମଧ୍ୟ ଆସୁଛି । ଗତ ତିନି ଦିନ ହେଲା ଶାଶୁ ଘର ଲୋକ ଲାଇନ କାଟି ଦେଇଛନ୍ତି । ଫଳରେ ତପଶ୍ୱନୀ ପାଠ ପଢି ପାରୁ ନଥିବା ବେଳେ ରହିବା ବି ତାଙ୍କ ପାଇଁ କଷ୍ଟକର ହୋଇଛି ।

tapasini

ତପଶ୍ୱନୀ ଆହୁରି ମଧ୍ୟ କହିଛନ୍ତି ଏହି ବିଷୟ ରେ ଶାଶୁ ଘର ଲୋକଙ୍କୁ ପଚରା ଉଚୁରା କରିବା ପରେ ତପଶ୍ୱନୀ ଙ୍କ ପରିବାର ଲୋକଙ୍କୁ ଅ-ଶ୍ଲୀ-ଳ ଭାଷା ରେ ଗାଳି ଗୁଳଜ କରିବା ସହିତ ଆମେ ଲାଇନ ଦେବୁ ନାହିଁ ବୋଲି ମନା କରି ଦେଇଥିବା ତପଶ୍ୱନୀ କହିଛନ୍ତି ।

ଏହି ବାବଦ ରେ ତପଶ୍ୱନୀ ଥାନାକୁ ଜଣେଇ ଥିଲେ । ଖବର ପାଇ ପୋଲିସ ଆସିଥିଲେ ସୁଧା କିଛି ନକହି ସେଠାରୁ ଚାଲି ଜାଇଥିଲେ । ଆଉ ଏବେ ତପଶ୍ୱନୀ ନ୍ୟାୟ ପାଇବା ସହିତ ତାଙ୍କର ରୁମ ଲାଇନ ଦେବା ପାଇଁ SP ଙ୍କ ଦ୍ୱାରସ୍ଥ ହୋଇଥିବା ଜଣା ପଡଛି । ତେବେ ଏହି ମାମଲା ର କୈଣସି ଉପଚାର ନ ପାରିବା ଯାଏ ସେ SP ଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *