ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତମାନ ସମୟ ରେ ସଂଙ୍କଟା ପର୍ଣ୍ଣ ରହିଛି । ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଏବେ ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ସେ ଏବେ ଭୁବନେଶ୍ୱର ରୁ ଦିଲ୍ଲୀ ଜାଇଛନ୍ତି । ତେବେ ପିଣ୍ଟୁ ନନ୍ଦ ଙ୍କୁ ନେଇ କଣ କହିଲେ ସିଦ୍ଧାନ୍ତ ମହାପାତ୍ର ଆସନ୍ତୁ ଜାଣିବା ।
ତେବେ କ୍ରୋନିକ୍ ହେପାଟାଇଟିସ୍ ରେ ପୀଡିତ ହୋଇ ପିଣ୍ଟୁ ଙ୍କର ଲିଭର ନଷ୍ଟ ହୋଇଛି । ତାଙ୍କର ଉଚ୍ଛ ମାନର ଚିକିତ୍ସା ପାଇଁ ସେ ଦିଲ୍ଲୀ ଜାଇଛନ୍ତି । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଲିଭର ବଦଳେଇବା ବା ଟ୍ରାନ୍ସପ୍ଲାଣ୍ଟ ଛଡା ଆଉ କିଛି ବାଟ ନାହିଁ । ପିଣ୍ଟୁ ନନ୍ଦ ଙ୍କ ଏହି ରୋଗ ଗମ୍ଭୀର ହୋଇ ଗଲାଣି ସେହିଥି ପାଇଁ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ । ତାଙ୍କର ପରିବାର ର କେହି ଦେଇ ପାରନ୍ତି ନହେଲେ ଯେଉଁଠାରେ ମୃ-ତ ବ୍ୟକ୍ତି ହେବାକୁ ଥିବାର ଲିଭର ଦାନ କରି ପାରେ ।
ଏହି ଅପରେସନ ମଧ୍ୟ ଦୁଇ ପ୍ରକାରର ହୋଇଥାଏ । ଏହି ଟ୍ରାନ୍ସପ୍ଲାଣ୍ଟ ବହୁତ ଭୟ ବହୁଳ ଅଟେ ଏହି ଅପରେସନ ପାଇଁ 12 ରୁ 13 ଘଣ୍ଟା ଲାଗେ । ଏହି ଅପରେସନ ପାଇଁ ଅନେକ ପ୍ରକାରର ସୁବିଧା ଥିବା ଦରକାର । ତାଙ୍କର ରିପୋର୍ଟ ବହୁତ ଖରାପ ରହିଛି ହେଲେ ସେ ବହୁତ ଭଲ ରହିଛନ୍ତି । ତେବେ ପ୍ରଥମେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ କେହି ଜଣେ ଲିଭର ଦେଇ ସାରିବା ପରେ ଆଉ ସବୁ କିଛି ଟେଷ୍ଟ କରାଯିବ । ପରେ ତାଙ୍କର ଅପରେସନ କରାଯିବ ।
ତେବେ ସିଦ୍ଧାନ୍ତ ଙ୍କ କହିବା ଅନୁସାରେ ବର୍ତମାନ ସମୟ ରେ ପଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁରୁତ୍ୱର ରହିଛି ଏବଂ ଏବେକା ସମୟ ରେ ଯେତେ ପରିମାଣ ରେ ଟଙ୍କା ଦରକାର ନାହିଁ ସେତେ ପରିମାଣ ରେ ଦରକାର ହେଉଛି ଲିଭର । ତେବେ ସମୟ ସରି ସରି ଜାଉଛି ଲିଭର ଯେଉଁ ବ୍ୟକ୍ତି ଡୋନେଟ କରିବାକୁ ଯାଉଛନ୍ତି । ସେମାନଙ୍କର ଲିଭର ଦେବା ପୂର୍ବରୁ କିଛି ଷ୍ଟେପ୍ ରହିଛି ।
ଯେମିତି କି ବ୍ଲଡ ଗୃପ୍ ସମାନ ଥିବା ଦରକାର ଲିଭର ମ୍ୟାଚ କରୁଥିବା ଭଳି ଅନେକ କିଛି ରହିଛି । ବର୍ତମାନ ସମୟ ରେ ଓଡିଆ ଅଭିନେତା ସିନ୍ଧାନ୍ତ ମହାପାତ୍ର ଗଣ ମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି । ତଥାପି ସିନ୍ଧାନ୍ତ କହିଛନ୍ତି ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା । ଆଉ ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ ର ହାତ ବଢେଇବା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।