ବିଚିତ୍ର ପ୍ରେମ ସମ୍ପର୍କ!! | ସ୍ୱାମୀକୁ ଛାଡି ନଣନ୍ଦକୁ ବାହା ହୋଇଗଲା ୨ ପିଲାର ମା !!

Nananda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଚିତ୍ର ପ୍ରେମ ସମ୍ପର୍କ ସ୍ୱାମୀକୁ ଛାଡି ନଣନ୍ଦକୁ ବାହା ହୋଇଗଲା 2 ପିଲାର ମା । ହଁ ବନ୍ଧୁଗଣ କଥାଟି ନିହାତି ଭାବେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ । ହେଲେ ଏବେ ଭାଉଜ ନଣନ୍ଦ ଙ୍କ ସଂମ୍ପର୍କ ସୋସିଆଲ ମିଡିଆ ରେ ବହୁତ ଚର୍ଚ୍ଚା ର ବିଷୟ ହୋଇଛି । ଭାଉଜ ନଣନ୍ଦ ଙ୍କ ସଂମ୍ପର୍କ ବର୍ତମାନ ସମୟ ରେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅନ୍ୟ ପଟେ ମହିଳା ଙ୍କ ସ୍ୱାମୀ ଏବଂ ଦୁଇ ପିଲା ମଧ୍ୟ ରହିଛନ୍ତି । ବନ୍ଧୁଗଣ ଏହି ମାମଲା ଟି ହେଉଛି ବିହାର ର ବିହାର ର ସମସ୍ତ ପୁର ଜିଲ୍ଲାର ରୋସରା ପୋଲି ଷ୍ଟେସନ ଅଧିନ ରେ ଥିବା ଧାରା ଗ୍ରାମ ର ବୋଲି ଜଣା ପଡିଛି । ସେଠାକାର ସୁକ୍ଲା ଦେବୀ ନାମକ ଜଣେ 23 ବର୍ଷିୟ ଯୁବତୀ ହିନ୍ଦୁ ରିତି ନିତି ଅନୁସାରେ 2013 ମସିହା ରେ ପ୍ରୋମଦ ଦାସ ଙ୍କୁ ବିବାହ କରିଥିଲେ ।

nanada

ବିବାହ ପରେ ପ୍ରୋମଦ ଏବଂ ଶୁକ୍କା ଙ୍କ ଜିବନ ବହୁତ ସୁରୁଖୁର ରେ ଚାଲିଥିଲା । ଏବଂ ଉଭୟ ଙ୍କର ଦୁଇଟି ସନ୍ତାନ ମଧ୍ୟ ହୋଇଥିଲେ । ଏହାରି ମଧ୍ୟରେ ଶୁକ୍କା ଦେବୀ ତାଙ୍କର 18 ବର୍ଷୁିୟ ନଣନ୍ଦ ଶନି ଦେବୀ ଙ୍କ ସହିତ ପ୍ରେମରେ ପଡିଜାଇ ଥିଲେ । ଆଉ ତା ପରେ ସ୍ୱାମୀ ନଥିବା ସମୟ ରେ ଶୁକ୍କା ଦେବୀ ତାଙ୍କ ନଣନ୍ଦ ଙ୍କୁ ବିବାହ କରି ସ୍ୱାମୀ ସ୍ତ୍ରୀ ଙ୍କ ପରି ଜିବନ ଜାପନ କରିଥିଲେ ।

ଏବଂ ପରେ ଏହି ବିଷୟ ରେ ତାଙ୍କ ସ୍ୱାମୀ ପ୍ରମୋଦ ବି ସୂଚନା ପାଇ ଜାଇଥିଲେ । ଏହା ପରେ ଶୁକ୍ଲା ଦେବୀ ଙ୍କୁ ପଚରା ଜାଇ ଥିଲା ଯେ ଜଣେ ଝିଅଙ୍କୁ ବିବାହ କରିବା ପରେ ପୁଣି ଥରେ ତାଙ୍କ ନଣନ୍ଦ ଙ୍କୁ କଣ ପାଇଁ ବିବାହ କରିଲ ।

ଏହାର ଉତ୍ତର ରେ ସେ କହିଛନ୍ତି ବିବାହ କଲେ କଣ ହେଲା ଯେଉଁଠି ପ୍ରେମ ଅଛି ମୁଁ ସେଇଠି ରହିବି । ବିବାହ କରି ଆମେ ଏବେ ବହୁତ ଖୁସୀ । ଏହି ବିବାହ ଉଭୟ ଙ୍କ ସହମତି ରେ ହୋଇଥିବାରୁ ସ୍ୱାମୀ ଜଣଙ୍କ କିଛି କରି ପାରିନଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *