ସ୍ୱାମୀଙ୍କ ସହ ବିଦେସରେ କିପରି ବିଦେଶରେ ମସ୍ତି କରୁଛନ୍ତି ନିହାରିକା ଦେଖନ୍ତୁ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ହନିମୁନ ରେ ଜାଇଛନ୍ତି ଓଡିଆ ଅଭିନେତ୍ରୀ ନିହାରିକା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ଦିନ ମାନଙ୍କରେ ନିହାରିକା ଙ୍କର ବାହାଘର ହୋଇଥିଲା । ବାହାଘର ଟି ବହୁତ ଧୁମ୍ ଧାମ୍ ରେ ହୋଇଥିବା ବେଳେ ଯେଉଁଥିରେ ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଗୋଟିଏ ରିଆଲିଟି ସୋ ମାଧ୍ୟମ ରେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଏଣ୍ଟ୍ରୀ କରିଥିଲେ ନିହାରିକା ।

ଏହା ପର ଠାରୁ ସେ ବହୁତ ସାରା ସିନେମା , ବହୁତ ସାରା ୱେବସିରିଜ୍ , ବହୁତ ସାରା ଆଲବମ୍ ରେ ବି କାମ କରିଛନ୍ତି ଅଭିନେତ୍ରୀ ନିହାରିକା । ତାହାଲେ ଗତ ଦିନ ମାନଙ୍କରେ ତାଙ୍କର ବିବାହ ହୋଇଜାଇଛି ବିବାହ ଟି ବହୁତ ଧୁମ୍ ଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ ସମସ୍ତେ ବାହାଘର ରେ ବହୁତ ସାରା ମଜା ମସ୍ତି କରିଥିଲେ ।

Niharika

ତେବେ ବନ୍ଧୁଗଣ ନିହାରିକା ଏବେ ସ୍ୱାମୀ ଙ୍କ ସହିତ ବିଦେଶ ରେ ହନିମୁନ କରୁଥିବାର ନଜର ଆସିଛନ୍ତି । ବିଦେଶ ରେ ସେ ବହୁତ ସାରା ମଜା ମସ୍ତି କରୁଥିବାର ଦେଖା ଦେଇଛନ୍ତି । ନିହାରିକା ଗୋଟେ ଗରିବ ପରିବାର ରୁ ଆସିଛନ୍ତି । ଆଉ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଆସିବା ପୂର୍ବରୁ ତାଙ୍କର ଭାଗ୍ୟ ପରିବର୍ତନ ହୋଇଜାଇଛି । ତାହାଲେ ବାପା ମାଆ ଙ୍କର ସେ ହେଉଛନ୍ତି ଗୋଟିଏ ଝିଅ । ଆଉ ନିଜର ଟେଲେଣ୍ଟ ଦ୍ୱାରା ସେ ନିଜର ପରିବାର ପୋଷି ଥିବାର ନଜର ଆସିଥିଲେ । ଆଉ ରିଆଲିଟି ସୋ ଯିତିବା ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଆସିଥିଲେ ।

ଛୋଟ ବେଳରୁ ତାଙ୍କର ଅଭିନୟ ପ୍ରତି ବହୁତ ରୁଚି ରହିଥିଲା । ସେ ସବୁ ବେଳେ ଅଭିନୟ କରିବା ପାଇଁ ଭଲ ପାଆନ୍ତି । ସ୍କୁଲ ଏବଂ କଲେଜ୍ ରେ ଅଭିନୟ କରି ସେ ବହୁତ ସାରା ପ୍ରାଇଜ୍ ମଧ୍ୟ ଜିତିଥିଲେ । ତାହାଲେ ସୁନ୍ଦର ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ଏହି ଜୋବର୍ଦୋସ୍ତ ଅଭିନେତ୍ରୀ ନିହାରିକା କେମିତି ଲାଗନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *