ଭାଇରାଲ୍ ହେଉଛି ଏହି ଗାଁ ଝିଅର ବ୍ୟାଟିଂ !! | ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ସଚିନ ତେନ୍ଦୁଲକର !!

Batting

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗାଁ ଝିଅର ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ସଚିନ ତେନ୍ଦୁଲକର ଭାଇରାଲ୍ ହେଉଛି ଭିଡ଼ିଓ । ତେବେ ବର୍ତମାନ ସମୟ ରେ ଆମ ଦେଶରେ ଝିଅ ମାନେ ବି ବ୍ୟାଟ ଧରିଲେଣି । ନିକଟ ରେ ଟିମ୍ ଇଣ୍ଡିଆ ମଧ୍ୟ ଟି ଟ୍ୱେଣ୍ଟି ବିଶ୍ୱକପ୍ ଜିତିଛି । ତେବେ ଚଳିତ ବର୍ଷ ଠାରୁ ମହିଳା IPL ବି ଆରମ୍ଭ ହେବାକୁ ଯାଉଛି ।

ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆ ରେ ଜଣେ ଝିଅଙ୍କର ବ୍ୟାଟିଂ କରିବାର ଭିଡ଼ିଓ ସୋସିଆଲ ମିଡିଆ ରେ ବହୁତ ଭାଇରଲ ହେଉଛି । ଝିଅ ଜଣଙ୍କ ବ୍ୟାଟ ଧରି ଚମତ୍କାର ସର୍ଟ ସବୁ ଖେଳୁଛନ୍ତି । ଭାଉରଲ ହେଉଥିବା ଭିଡ଼ିଓ ଆସିଛି ରାଜସ୍ତାନ ରୁ । ଏହିଥିରେ ଏହି 14 ବର୍ଷିୟ ବାଳିକା ଜଣଙ୍କ କେତେ ବେଳେ ସୂର୍ଯ୍ୟ କୁମାର ଜାଦବ ଙ୍କ ପରି 360 ଡୀଗ୍ରୀ ରେ ମାରୁଛନ୍ତି ତ ଆଉ କେତେ ବେଳେ ସଚିନ ତେନ୍ଦୁଲକର ଙ୍କ ପରି କଭର ଡ୍ରାଇଭ ମାରୁଛନ୍ତି ।

Batting

ଏହି ଭିଡ଼ିଓ କୁ ଦେଖିବା ପରେ ସଚିନ ତେନ୍ଦୁଲକର ଙ୍କ ଠାରୁ ଆରମ୍ଭ କରି ସୂର୍ଯ୍ୟ କୁମାର ଯାଦବ ଙ୍କ ପର୍ଯ୍ୟନ୍ତ ସେମାନଙ୍କ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଜାହା ପରେ ସଚିନ ତେନ୍ଦୁଲକର ମଧ୍ୟ ଏହି ଝିଅର ଭିଡ଼ିଓ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି ।

ତେବେ ସୂଚନା ଅନୁସାରେ ଏହି ଝଅ ଜଣଙ୍କ ହେଲେ ପଶ୍ଚିମ ରାଜସ୍ତାନ ର ଶିବା ଉପଖଣ୍ଡ ଅଞ୍ଚଳ ର ଏହି ଗାଁ ରେ ଗୋଟେ ସରକାରୀ ବିଦ୍ୟାଳୟ ରେ ସେ ଅଷ୍ଟମ ଶ୍ରେଣୀ ରେ ପାଠ ପଢନ୍ତି । ତାଙ୍କର ପିତା ଜଣେ ସାଧାରଣ କୃଷକ । ଗାଁ ରେ ସେ କିଛି ସାଙ୍ଗ ମାନଙ୍କ ସହିତ କ୍ରିକେଟ ଖେଳୁଥିବା ବେଳେ ତାଙ୍କର କେହି ଜଣେ ଭିଡ଼ିଓ କରି ସୋସିଆଲ ମିଡିଆ ରେ ପୋଷ୍ଟ କରିଥିଲେ । ଜାହା ପରେ ସେ ବର୍ତମାନ ସମୟ ରେ ବହୁତ ଚର୍ଚ୍ଚାରେ ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *