ଦିଲ୍ଲୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ପିଣ୍ଟୁଙ୍କୁ ହାଇଦ୍ରାବାଦ୍ କିମ୍ବା ଚେନ୍ନାଇ ସ୍ଥାନାନ୍ତର

pintu

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ଥିଲା ଏହି ଭୁବନେଶ୍ୱର ରେ ତାଙ୍କର ଚିକିତ୍ସା ଚାଲୁଥିଲା । ଆଉ ଯେତେ ବେଳେ ଭୁବନେଶ୍ୱର ଫେଲ ମାରିଲା ସେତେ ବେଳେ ତାଙ୍କୁ ଦିଲ୍ଲୀ ରେଫର କରାଗଲା । ଆଉ ଦିଲ୍ଲୀ ରେ ଗୋଟେ ବେସରକାରୀ ହସ୍ପିଟାଲ ରେ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ଚାଲୁଛି । ଆଉ ଏବେ ଖବର ଆସୁଛି ଯେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ ଅବସ୍ଥା ଗୁରୁତ୍ୱର ପାରୁ ନାହିଁ ଦିଲ୍ଲୀ ଏବେ କୁଆଡେ ପିଣ୍ଟୁ ନନ୍ଦ ଙ୍କୁ ହାଇଦ୍ରାବଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ।

ହଁ ବନ୍ଧୁଗଣ ବର୍ତମାନ ସମୟ ରେ ଦିଲ୍ଲୀ ର ଗୋଟେ ବେସରକାରୀ ହସ୍ପିଟାଲ ରେ ଏବେ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ଚାଲିଛି । ଆଉ ଠିକ୍ ଏତିକି ବେଳେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ ଅବସ୍ଥା ଗୁରୁତ୍ୱର ହୋଇଛି । ଆଉ ଉନ୍ନତ ଚିକିତ୍ସା ପାଇଁ ବର୍ତମାନ ହାଇଦ୍ରାବଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ । ତେବେ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଅବସ୍ଥା ଏବେବି ଗୁରୁତ୍ୱର ରହିଛି ।

Pintu Nanda 1

କହି ରଖିବାକୁ ଚାହିଁବୁ ଦିଲ୍ଲୀ ର ଗୋଟେ ବେସରକାରୀ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦ ଙ୍କୁ ହାଇଦ୍ରାବଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ । ଲିଭର ସିରୋସିସ୍ ରୋଗ ରେ ପୀଡିତ ହୋଇଥିବା ପିଣ୍ଟୁ ନନ୍ଦ ଙ୍କର ଲିଭର ଟ୍ରାନ୍ସ ପ୍ଲାଣ୍ଟ କରାଯିବ । ହେଲେ ଏବେ ଯାଏ କୈଣସି ଡୋନର ମିଳି ନାହାଁନ୍ତି । ତା ଛଡା ଏବେ ଯାଏ ପିଣ୍ଟୁ ନନ୍ଦ ଙ୍କୁ ଲିଭର ମିଳି ପାରି ନାହିଁ । ଏହା ସହିତ ଅପରେସନ ପାଇଁ ଜାହା ଟଙ୍କା ଦରକାର ତାହାବି ପିଣ୍ଟୁ ନନ୍ଦ ଙ୍କ ପାଖରେ ନାହିଁ ।

ଏବେ ଯେତେ ବେଳେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ ଅବସ୍ଥା ଗୁରତ୍ୱ ରହିଛି ଠିକ୍ ସେତିକି ବେଳେ ହାଇଦ୍ରାବଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି । ଏଠାରେ କହି ରଖିବା ପାଇଁ ଚାହିଁବୁ ପିଣ୍ଟୁ ନନ୍ଦ କେତେ ବେଳେ ଖଳନାୟକ ତ କେତେ ବେଳେ ହାସ୍ୟ ଅଭିନେତା ଭାବେ ନିଜର ନିକ୍ଷୁଣ ଅଭିନୟ କୁ ନେଇ ଦର୍ଶକ ମାନଙ୍କ ପାଖରେ ସ୍ୱତନ୍ତ୍ର ସ୍ଥାନ ହାସଲ କରି ପାରିଛନ୍ତି ।

ତେବେ ଏହାରି ମଧ୍ୟରେ ସୂଚନା ରହିଛି କି ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ ଅବସ୍ଥା ଗୁରତ୍ୱ ରହିଛି ଠିକ୍ ସେତିକି ବେଳେ ହାଇଦ୍ରାବଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *