ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଜିବନ ମୃ-ତ୍ୟୁ ସହିତ ସଂଘର୍ଷ କରୁଛନ୍ତି । ଅପେସନ ର ସମୟ ସରି ସରି ଆସୁଥିବା ବେଳେ ପିଣ୍ଟୁ ନନ୍ଦ ଙ୍କ ଅବସ୍ତା ଏବେ ଗୁରୁତ୍ୱ ପୂର୍ଣ୍ଣ ରହିଛି । ସେ ବର୍ତମାନ ସମୟ ରେ ଦିଲ୍ଲୀର ଏକ ବଡ ଘୋରଇ ହସ୍ପିଟାଲ ରେ ଆଡମିଟ୍ ହୋଇଥିବା ବେଳେ ଏବେ ଯାଏ ସେ ଅପରେସନ ହୋଇ ନଥିବା ବେଳେ । ସବୁଠୁ ବଡ କଥା ହେଲାକି ଏବେ ଯାଏ ପିଣ୍ଟୁ ନନ୍ଦ ଙ୍କ ପାଇଁ ମିଳି ପାରୁନାହାଁନ୍ତି ଲିଭର ଡୋନର ।
ତାଙ୍କ ପାଇଁ କିଏ ଲିଭର ଦାନ କରିବ ତା ସହିତ ତାଙ୍କର ବ୍ଲଡ ଗୃପ୍ ସହ ମ୍ୟାଚ କରୁଥିବାର ଆବଶ୍ୟକତା ରହିଛି । ତେବେ ଏହି ପରି ଘଡି ସନ୍ଧି ମୂହୁର୍ତ୍ୱ ରେ ଦିନ କୁ ଦିନ ତାଙ୍କର ଅବସ୍ଥା ଗମ୍ଭାର ହେବାରେ ଲାଗିଛି । ପିଣ୍ଟୁ ନନ୍ଦ ଙ୍କ ଆଖି ହଳଦିଆ ପଡିଥିବା ବେଳେ ତାଙ୍କୁ ଜଣ୍ଡିସ ରୋଗ ମଧ୍ୟ ହୋଇ ସାରିଛି । ତେବେ ଏହି ପରି ସ୍ଥଳରେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ବସ୍ଥା ଧିରେ ଧିରେ ଗୁରୁତ୍ୱର ହେଉଥିବା ବେଳେ ତାଙ୍କ ପାଇଁ ଆବଶ୍ୟକ ଜଣେ ଲିଭର ଡୋନର ର ।
ତାଙ୍କ ପରିବାର ବର୍ଗ ଙ୍କ ତରଫ ରୁ ବା ଆଉ କେହି ବ୍ୟକ୍ତି ଜାହାଙ୍କ ବ୍ଲଡ ଗୃପ୍ ପିଣ୍ଟୁ ନନ୍ଦ ଙ୍କ ସହିତ ମେଚ୍ କରୁଥିବ ଏହି ଭଳି ବ୍ୟକ୍ତି ଙ୍କ ଠାରୁ ପିଣ୍ଟୁ ନନ୍ଦ ଙ୍କୁ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ । ଅନ୍ୟ ପଟେ ପିଣ୍ଟୁ ନନ୍ଦ ଙ୍କ ପାଇଁ ଚାଲିଛି କ୍ରାଉଡ ଫୋଣ୍ଡିଂ । ଯିଏ ଜାହା ସାକ୍ଷକ୍ରମେ ପିଣ୍ଟୁ ନନ୍ଦ ଙ୍କ ପାଇଁ ସାହାଯ୍ୟ କରୁଛନ୍ତି । ହେଲେ ଜାହା ବର୍ତମାନ ସମୟ ରେ ବଡ ସମସ୍ୟା ରହିଛି ପିଣ୍ଟୁ ନନ୍ଦ ଙ୍କ ପାଇଁ କେହି ଡୋନର ମିଳୁ ନାହାଁନ୍ତି ।
ତାଙ୍କ ପାଇଁ ଲିଭର କିଏ କିଏ ଦାନ କରିବ ଏହା ସହିତ ପିଣ୍ଟୁ ଙ୍କ ବ୍ଲଡ ଗୃପ୍ ସହିତ ତାଙ୍କର ବ୍ଲଡ ଗୃପ୍ ବି ମ୍ୟାଚ କରୁଥିବାର ଆବଶ୍ୟକତା ରହିଛି । ତେବେ ଏହି ପରି ଘଡି ସନ୍ଧି ମୂହୁର୍ତ୍ୱ ରେ ପିଣ୍ଟୁ ନନ୍ଦ ଙ୍କ ଅବସ୍ଥା ସଂଙ୍କଟାପର୍ଣ୍ଣ ରହିଛି । ବର୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଜଣ୍ଡିସ ରୋଗରେ ପୀଡିତ ମଧ୍ୟ ରହିଛନ୍ତି । ଜାହା ଫଳ ରେ ତାଙ୍କର ଆଖି ହଳଦିଆ ଦେଖା ଯାଉଛି ।
ଏହି ପରି ସ୍ଥଳେ ପିଣ୍ଟୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟା ପର୍ଣ୍ଣ ରହିଛି । ତେବେ ପିଣ୍ଟୁ ନନ୍ଦ ଙ୍କ ପାଇଁ ଆବଶ୍ୟକ ରହିଛି ଲିଭର ଡୋନର । ତେବେ ବହୁତ ଜଲ୍ଦି ପିଣ୍ଟୁ ନନ୍ଦ ଭଲ ହୋଇଜାଆନ୍ତୁ ଏହା ଓଡିଶା ବାସୀ ଙ୍କ ତରଫ ରୁ ପ୍ରର୍ଥନା କରୁଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।