୭ଜଣ ପତ୍ନୀଙ୍କ ସହ ଏକାଠି ରହୁଛନ୍ତି ଏହି ବ୍ୟକ୍ତି, ତାଙ୍କର ୯ଜଣ ସନ୍ତାନ..

7wife

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ବ୍ୟକ୍ତିଙ୍କର ସାତ ଜଣ ପତ୍ନୀ ସମସ୍ତେ ଏକାଠୀ ରୁହନ୍ତି ସମୁଦାୟ 9 ଜଣ ସନ୍ତାନ ହସ ଖୁସୀରେ ଚାଲେ ସଂସାର ବିବାହ ଜିବନ ରେ ଥରେ ହୁଏ କୈଣସି ସମସ୍ୟା କିମ୍ବା ବିବହା ବିଚ୍ଛେଦ ପରେ ଲୋକେ ଦ୍ୱିତୀୟ ବିବାହ କରିବା କଥା ଚିନ୍ତା କରନ୍ତି । ହେଲେ ଜଣେ ବ୍ୟକ୍ତିଙ୍କର ସାତ ଜଣ ପତ୍ନୀ ସମସ୍ତେ ଏକାଠି ରୁହନ୍ତି ।

ଗୋଟିଏ ଛାତ ତଳେ ହସ ଖୁସୀର ସଂସାର ତେବେ ସେ ଏମିତି କଣ ପାଇଁ ଅନେକ ବିବାହ କରିଛନ୍ତି ସେ ନିଜର କାରଣ ଗଣ ମାଧ୍ୟମ ର ପ୍ରକାଶ କରିଛନ୍ତି । ସାତ ଜଣ ପତ୍ନୀ ଙ୍କ ସ୍ୱାମୀ ନଟାପଙ୍ଗୁ ଛେବ୍ଲେମ୍ ବୃତ୍ତିରେ ସେ ଜଣେ ସେଲ୍ସ ମ୍ୟାନ । ନଟାପଙ୍ଗୁ ଙ୍କ କହିବା ଅନୁସାରେ ତାଙ୍କର ଭଲ ପାଇବା ଏତେ ଆକର୍ଷଣ ରହିଛି ଯେ ତାଙ୍କ ପ୍ରତି ମହିଳା ସହଜ ରେ ଆକର୍ଷିତ ହୋଇଥାନ୍ତି ।

7wife

ତେବେ ସେ ନିଜର ପତ୍ନୀ ମାନଙ୍କ ସହିତ ଭିନ୍ନ ଭିନ୍ନ ଉପାୟ ରେ ଦେଖା ହୋଇଥିଲେ କାହାକୁ ବନ୍ଧୁ ଙ୍କ ଜରିଆରେ , କାହାକୁ ବିବାହ ସୋମାରୋହ ରେ ତ ଆଉ କାହାକୁ ସୋସିଆଲ ମିଡିଆ ସାଇଡ ରେ ମିଳିଥିବା ବେଳେ ସେ ସମସ୍ତ ଙ୍କୁ ଏବେ ବିବାହ କରି ସାରିଛନ୍ତି । ନଟାପଙ୍ଗୁ ଙ୍କର ସମୁଦାୟ 9 ଜଣ ପିଲା ରହିଛନ୍ତି । ସେ ନିଜର ପରିବାର ସହିତ ଥାଇଲାଣ୍ଡ ର ଲଖମ୍ ରେ ରୁହନ୍ତି ।

ତାଙ୍କର କହିବା ହେଲା ମୁଁ ସମସ୍ତ ଙ୍କ ସହିତ ଫ୍ଲଟ୍ କରେ ମତେ ଲୁଚେଇବା ପସନ୍ଦ ନୁହେଁ ମୋ ପାଖରେ ଏପରି କିଛି ରହିଛି ଯେ ମହିଳା ମାନେ ସହଜ ରେ ଆକର୍ଷିତ ହୋଇଥାନ୍ତି । ମୁଁ ବିଭିନ୍ନ ମହିଳା ଙ୍କ ସହିତ ଲୁଚି ଲୁଚି ସଂ-ମ୍ପର୍କ ରଖେ ନାହିଁ । ମୁଁ ସତ କହେ ମତେ ମିଛ କହିବା ମୋଟେ ବି ପସନ୍ଦ ନୁହେଁ ସେହିଥି ପାଇଁ ମୁଁ ସମସ୍ତ ଙ୍କୁ ଗୋଟିଏ ଜାଗାରେ ରଖିଛି । ପତ୍ନୀ ଙ୍କ ସହିତ ଭଲ ବ୍ୟବହାର କରନ୍ତି ନଟାପଙ୍ଗୁ । ଜାହା ସମସ୍ତ ଙ୍କୁ ଭଲ ଲାଗେ ସେହିଥି ପାଇଁ ସମସ୍ତେ ତାଙ୍କୁ ଭଲ ପାଉଥିବା କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *