ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଲିଭର ଦାନ କରିବେ ଏହି ହିରୋ l

pintu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱସ୍ଥ୍ୟ ଅବସ୍ଥା ବର୍ତମାନ ସମୟ ରେ ସଂଙ୍କଟା ପର୍ଣ୍ଣ ରହିଛି । ତେବେ ଲିଭର ସିରୋସିସ୍ ରୋଗ ରେ ପଡିତ ହୋଇ ପିଣ୍ଟୁ ନନ୍ଦ ଜିବନ ମୃ-ତ୍ୟୁ ସହିତ ସଂଙ୍ଘର୍ଷ କରୁଛନ୍ତି । ପିଣ୍ଟୁ ନନ୍ଦ ଙ୍କ ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲା ପଠାଜାଇଛି । ହଁ ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ଆଉ ସେ ପଟେ ଅର୍ଥ ସାଜିଛି ବାଧକ ।

ସେପଟେ ଚିକିତ୍ସା ଅଭାବ ରୁ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ ଅଟେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆ ରେ କେମ୍ପେନିଂ ବି ହେଉଥିବାର ଦେଖିବା ପାଇଁ ମିଳିଛି । ତେବେ ବନ୍ଧୁଗଣ ଆପଣ ମାନେ ବି ଜାଣିଥିବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ବହୁତ ବର୍ଷରୁ ଓଲିଉଡ ରେ ସକ୍ରିୟ ରହିଛନ୍ତି ।

pintu 3

ଦର୍ଶକ ମାନେ ପିଣ୍ଟୁ ନନ୍ଦ ଙ୍କୁ କେତେ ବେଳେ ଖଳନାୟକ ତ ଆଉ କେତେ ବେଳେ ସହ ନାୟକ ପୁଣି କେତେ ବେଳେ କମେଡିଆନ ଚରିତ୍ର ରେ ଦେଖିଛନ୍ତି ସେହିଥି ମଧ୍ୟରୁ ତାଙ୍କର ଅଭିନିତ ଆଲବମ ଏବଂ ଏ ଗୈରା ତାଙ୍କୁ ପ୍ରାରମ୍ଭିକ ସମୟ ରେ ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା । ତେବେ ଅଭିନେତା ପିଣ୍ଟୁ ନନ୍ଦ କିଏ ଲିଭର ଡୋନେଟ କରିବ ତାହାକୁ ନେଇ ଏବେ ସସପେନ୍ସ ଲାଗି ରହିଛି ।

ତେବେ କଣ ସେହି ବଡ ଖବର ଆସନ୍ତୁ ଜାଣିନେବା । ଏହି ଦିନ ରେ ସାମାଜିକ ଗଣ ମାଧ୍ୟମ ରେ ଜ୍ୟୋତି ନିଜର ମତ ରଖିଥିଲେ ଯେ ବହୁତ ବଡ ବଡ କଳାକାର ଙ୍କୁ ହରେଇ ସାରିଲେଣି । ତେବେ ପିଣ୍ଟୁ ନନ୍ଦ ଙ୍କୁ ହରେଇ ଦେଲେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଭାଙ୍ଗିଯିବ । ତେଣୁ ତାଙ୍କର ରହିବା ନିହାତି ଆବଶ୍ୟକ ଅଟେ ।

jyoti

ହିରୋ ଜ୍ୟୋତି ଦାଦା ଙ୍କୁ କହିଲେ ଦାଦା ତୁମେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେର । ଆଉ ତା ପରେ ପିଣ୍ଟୁ ନନ୍ଦ କହିଥିଲେ ତୁ ତୋ ଲିଭର ଦେଇ ଦେ ତେବେ ମୁଁ ଜଲ୍ଗି ଫେରି ଆସିବି । ଜ୍ୟୋତିବି କହିଲେ ମୁଁ ଲିଭର ଦେଇ ଦେବି ହେଲେ ଆଉ ଥରେ ଯେମିତି ଲିଭର ନଷ୍ଟ କରିବନି ଏମିତି ହସିକି କହିଲେ । ହେଲ ପିଣ୍ଟୁ ନନ୍ଦ ଙ୍କୁ ମେଚ୍ କରିବା ଭଳି ଲିଭର ଏବେ ସେଟ୍ ହେଉ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *