କ୍ୟାନ୍ସର ସହ ଜୀବନ ମୃ-ତ୍ୟୁ ସହ ସଂଘର୍ଷ କରୁଛନ୍ତି ଏହି ହିରୋ l

hero

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କ୍ୟାନସର ରେ ପୀଡିତ ହୋଇ ଏହି ଟିଭି ଷ୍ଟାର କଲେ ଗୁହାରୀ ତେବେ କ୍ୟାନସର ରେ ପୀଡିତ ହୋଇଛନ୍ତି ଏହି ଲୋକ ପ୍ରିୟ ଅଭିନେତା । ତେବେ ସେ ଦିର୍ଘ ସମୟ ଧରି କର୍କଟ ରୋଗରେ ପୀଡିତ ରହିଛନ୍ତି । ସେ ଏବେ ଫର୍ଥ ଷ୍ଟେଜ୍ ରେ ଥିବା ନେଇ ଜଣା ପଡିଛି । ପ୍ରତିଦିନ ଜିବନ ମୃ-ତ୍ୟୁ ପାଇଁ ସଂଗ୍ରାମ କରୁଛନ୍ତି ।

ସେମାନଙ୍କ ପାଖରେ ଚିକିତ୍ସା ପାଇଁ ଟଙ୍କା ନାହିଁ । ତେବେ ସେ ସାହାଯ୍ୟ ଲଡିଛନ୍ତି । ଏହି ସମୟ ରେ ଆର୍ଥିକ ସାହାଯ୍ୟ ପାଇଁ ପରିବାର ଲୋକବି ହତାସ ହୋଇଜାଇଛନ୍ତି । ଏହି ଭଳି ପରିସ୍ଥିତି ରେ ଟିଭି ତାରକା ମାନେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସୋସିଆଲ ମିଡିଆ ରେ ଅଭିନେତା ଙ୍କ ଜଣେ ସାଙ୍ଗ ଲେଖିଛନ୍ତି ଯେ ଆମେ ଆମର ବନ୍ଧୁ ଙ୍କ ଚିକିତ୍ସା ଲାଗି ଟଙ୍କା ସଂଗ୍ରହ କରିବାକୁ ଚେଷ୍ଟା କରୁଛୁ ।

ସେ ଆହୁରି ମଧ୍ୟ କହିଛନ୍ତି ସେ ଏକ ଭିନ୍ନ ପ୍ରକାରର କର୍କଟ ରୋଗ ସହିତ ଲଢୁଛନ୍ତି । ଗତ ବର୍ଷ ତାଙ୍କୁ ଫର୍ଥ ଷ୍ଟେଜ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଆମେ ମଧ୍ୟ ଚକିତ ହୋଇଜାଇ ଥିଲୁ । ତେବେ ଏମିତି ଆମେ ବିଭୁ ଙ୍କ ଫୋଟ ସୋସିଆଲ ମିଡିଆ ରେ ସେୟାର କରିବା ସହିତ ସାହାଯ୍ୟ ପାଇଁ ନିବେଦନ କରିଥିଲୁ ।

hero

ବିଭୁ ଗତ ବର୍ଷ ଇନଷ୍ଟାଗ୍ରାମ ରେ ଏକ ଭିଡ଼ିଓ ସେୟାର କରି ତାଙ୍କ କର୍କଟ ବିଷୟ ରେ କହିଥିଲେ । ଡାକ୍ତର ଖାନାରୁ ତାଙ୍କର କିଛି ଫୋଟ ଗ୍ରାଫ୍ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବହୁତ ଦୂର୍ବଳ ଦେଖା ଯାଉଛନ୍ତି । ଜାହା ଏବେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ନିଶା ଏବଂ ଅନୁସ୍କା କଜନ୍ସ ରେ ନଜର ଆସିଥିବା ବୈଭବ ରାଘବ ଏବେ ଏକ କଷ୍ଟ ସମୟ ଦେଇ ଗତି କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *