କୀର୍ତ୍ତନ କରୁ କରୁ ଘଟିଲା କିଛି ଏମିତି…

Kirtan

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ କୀର୍ତ୍ତନ କରୁ କରୁ ଘଟିଲା ଏମିତି ହରେ କୃଷ ହରେ ରାମ ଗାଉ ଗାଉ ଚାଲିଗଲା ଜିବନ । ତେବେ ମୃ-ତ୍ୟୁ କେତେ ବେଳେ ଆସିବ ତାହା କେହିବି କହି ପାରିବେ ନାହିଁ । କିଏ ଜାଣି ନଥିଲା ଯେ ଭଗବାନ ଙ୍କ ନାମ ଜପୁ ଜପୁ କିଛି ସମୟ ମଧ୍ୟରେ ମଣିଷ ଟିଏ ଆର ପାରିକୁ ଚାଲିଯିବ । କିଏ ଜାଣି ଥିଲା ଏହି ଗୀତ ତାଙ୍କ ଜିବନ ର ଶେଷ ଗୀତ ହେବ ।

ସତସଙ୍ଗ କାର୍ଯ୍ୟକ୍ରମ ରେ ରାମ ନାମ ଜପୁଥିବା ବେଳେ ଜଣେ ପୂଜକ ଙ୍କ ଏପରି ଜିବନ ଚାଲିଯିବ ବୋଲି ପୂଜକ ଜଣଙ୍କ ହେଲେ ଗୋପାଳ ଜିଉ ମନ୍ଦିର ର କୈଳାଶ ଚକ୍ର ପଣ୍ଡା । ବୟସ 71 ସେ ସୁବର୍ଣ୍ଣ ପୁର ଜିଲ୍ଲା ବିନିକା ଥାନା ଇନ୍ଦ୍ରପୁର ଗାଁ ର ବୋଲି ଜଣା ପଡିଛି ।

Kirtan

ସୂଚନା ଅନୁସାରେ ଗତ କାଲି ବରଗତ ଜିଲ୍ଲା ଟୁକୁରା ରେ ସତସଙ୍ଗ କାର୍ଯ୍ୟକ୍ରମ ପୂଜକ କୈଳାଶ ଚନ୍ଦ୍ର ଯୋଗ ଦେଇଥିଲେ । ମୃଦଙ୍ଗର ତାଳେ ତାଳେ ଗିନି ବଜେଇ ପୂରା ପରିବେଶ କମ୍ପି ଉଠୁଥିଲା । ହେଲେ ଗୀତ ଗାଉ ଗାଉ ହଠାତ କୈଳାଶ ତଳେ ପଡି ଜାଇଥିଲେ ।

ଆଉ ତା ପରେ ସବୁ ଦିନ ପାଇଁ ସେ ଚାଲି ଜାଇଥିଲେ ଆର ପାରିକୁ ପୂଜକ ଙ୍କ ଏପରି ମୃ-ତ୍ୟୁ ଦେଖି ସ୍ତବ୍ଧ ହୋଇଜାଇଥିଲେ ଉପସ୍ଥିତ ଲୋକେ ଆଉ ପୂଜକ କୈଳାଶ ଙ୍କ ମୃ-ତ୍ୟୁ ଖବର ଜଣା ପଡିବା ପରେ ପୂରା ସିନ୍ଦୁର ପୁର ଗାଁ ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇ ଜାଇଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *