01 ମାର୍ଚରୁ ବନ୍ଦ ହୋଇଯିବ ଏହି 12 ଟି ଜିନିଷ । ବଡ ଖବର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,

ତେବେ ପ୍ରଥମ ବଡ ଖବର ଟି ହେଲା ବାଇକ୍ , ସ୍କୁଟର ଚାଳକ ଜାଣି ନିଅନ୍ତୁ ଏହି ନିୟମ ନହେଲେ ସିଧା କଟିବ 20 ହଜାର ଚାଲାଣ । ନିକଟ ରେ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ୍ ୱେ ଆରମ୍ଭ ହୋଇଛି ଏହା ଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ୍ ୱେ ଅଟେ ହେଲେ ଏଠାରେ ବାଇକ୍ , ସ୍କୁଟର ଦୁଇ ଚକିଆ ଯାନ ସଂମ୍ପର୍ଣ୍ଣ ନିଶେଧ ଅଟେ ।

baek

ତେବେ ଏହା କେବଳ ଏକୁଟିଆ ଏକ୍ସପ୍ରେସ୍ ୱେ ନୁହେଁ ଯେଉଁଠାରେ ଦୁଇ ଚକିଆ ଯାନ ସଂମ୍ପର୍ଣ୍ଣ ନିଶେଧ ହୋଇଛି । ତେବେ ଯଦି ଆପଣ ଦିଲ୍ଲୀ ମେରେଟ ୱେ ରେ ଦୁଇ ଚକିଆ ଯାନ ଚଳାଉଛନ୍ତି ତେବେ 20 ହଜାର ଟଙ୍କାର ସିଧା ଚାଲାଣ କଟାଯିବ । ନେସନାଲ ହାଇୱେ ଅଥୁରିଟି ଅଫ ଇଣ୍ଡିଆ NHAI ବିଶ୍ୱାସ କରେ ଯେ ଡ୍ରାଇଭର ମାନଙ୍କ ସୁରକ୍ଷା ପାଇଁ ଏହି ଭଳି ପଦକ୍ଷେପ ନିଆଜାଇଛି ।

ପରବର୍ତି ଖବର ଟି ହେଲା ଆଜିହିଁ କିଣି ଆଣନ୍ତୁ ଶସ୍ତା ସୁନା 2,900 ଟଙ୍କା ପାଖା ପାଖି ଶସ୍ତା ହେଲା ସୁନା 10 ଗ୍ରାମ ର ମୂଲ୍ୟ ସୁଣିଲେ ହୋଇଯିବେ ଖୁସୀ ଯଦି ଆପଣ ମାନେ ସୁନା ବର୍ତମାନ ସମୟ ରେ କିଣିବାକୁ ଯୋଜନା କରୁଛନ୍ତି ତେବେ ଏହା ଆପଣ ମାନଙ୍କ ପାଇଁ ଏକ ଖୁସୀ ଖବର । ଏହି ସପ୍ତାହ ରେ ସୁନା ମୂଲ୍ୟ ରେ ବଡ ହ୍ରାସ ଦେଖିବାକୁ ମିଳିଛି ।

ଏହା ସହିତ ରୂପା ମଧ୍ୟରେ 1300 ଟଙ୍କାରୁ ଅଧିକ ଶସ୍ତା ହୋଇଥିବାର ଦେଖିବାକୁ ମିଳିଛି । ତେବେ ଏହି ଭଳି ପରିସ୍ଥିତି ରେ ଆପଣ ମାନଙ୍କ ପଖରେ ଭଲ ସୁନା କିଣିବାର ସୁଯୋଗ ରହିଛି । ଏହି ସମୟ ରେ 2,900 ଟଙ୍କାରୁ ଅଧିକ ସୁନା ଶସ୍ତା ହୋଇଛି । ଏହି ମାସରେ ଶସ୍ତା ସୁନା କିଣିବାର ଏକ ଭଲ ସୁଯୋଗ ରହିଛି ।

golds

ତେବେ ଇଣ୍ଡିଆନ ବୁଲିୟନ ଏବଂ ଜୁୟେଲାରୀ ଆସୋସେସନ ଅନୁଯାୟୀ ଫେବୃଆରୀ 20 ର ସୁନା ମୂଲ୍ୟ 10 ଗ୍ରାମ ପିଛା 56,578 ଟଙ୍କା ସ୍ଥରରେ ରହିଛି । ଅନ୍ୟ ପକ୍ଷରେ ଫବୃଆରୀ 25 ରେ ସେ ସୁନା ମୂଲ୍ୟ 10 ଗ୍ରାମ ପିଛା 55 ହଜାର 957 ଟଙ୍କା ସ୍ଥରରେ ରହିଥିଲା ତେଣୁ ଏହି ଅନୁଯାୟୀ ସମଗ୍ର ସପ୍ତାହରେ 600 ଟଙ୍କା ସୁନା ମୂଲ୍ୟରେ ଶସ୍ତା ହୋଇଥିବା ର ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *