ପକେଟରେ 15ପୃଷ୍ଠା ଜାଣିପାରିଲାନି ପୋଲିସ , ଟାଙ୍କି ଭିତରେ କାଗଜ ହୋଇଥିଲା ଲାମିନେସନ !

paper

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଷଣ୍ଢ କୁ ଭାଗବତ ମିଛ ମିଛ ଢାହା ମିଛ । ହଁ ବନ୍ଧୁଗଣ ଏହି କଥା ଆମ କହୁ ନାହୁଁ ସାଧାରଣ ଲୋକ କହୁଛନ୍ତି । ଯେତେ ବେଳେ ରାତି ଅନିଦ୍ରା ହୋଇ ପୋଲିସ ଟାଙ୍କି ଭିତରୁ କାଗଜ ପାଉଛି । କାଗଜ ମଳିଆ ରେ ଭିଜି ସାରିବା ପରେ ସେହିଥିରେ କଣ ଲେଖା ଅଛି ପୋଲିସ ଜାଣି ପାରୁଛି । ଆଉ କିଛି କାଳେ ଲିଭି ଜାଇଛି ଜାହାକୁ ପାଇବା ପାଇଁ ଫରେନ୍ସିକ୍ ଲେବ୍ରଟୋରୀ କୁ ପଠେଇଛି ।

ଆଉ ଏବେ ସୁଣିବାକୁ ମିଳିଛି ବହିସ୍କୃତ ASI ଗୋପାଳ ଦାସ । ସିଏ କହୁଛି ଯେତେ ବେଳେ ସେ ନବ ଦାସ ଙ୍କୁ ହ-ତ୍ୟା କଲା ସେତେ ବେଳେ କୁଆଡେ ପୋଲିସ ତାଙ୍କୁ ଏନକାଉଣ୍ଟର କରି ଦେଇଥାନ୍ତା । ସାଧାରଣ ଲୋକ ତାକୁ କୁଆଡେ ପିଟି ପିଟି ମାରି ଦେଇଥାନ୍ତେ । ସେହିଥି ପାଇଁ କୁଆଡେ ସେ ନିଜର ମନର କଥାକୁ କାଗଜ ରେ ଲେଖି ଦେଇଥିଲା । ଆଉ ସେହି କାଗଜ କୁ ଟାଙ୍କି ଭିତରେ ପକେଇ ଦେଇଥିଲା ।

gopal 1

ବନ୍ଧୁଗଣ ଗୋଟିଏ କଥା ସାଧାରଣ ଲୋକ ପଚାରୁଛନ୍ତି ଯେତେ ବେଳେ ପୋଲିସ ଗୋପାଳ କୁ କାବୁ କଲା ସେତେ ବେଳେ ଗୋପାଳ ପ୍ୟାକେଟ ରେ ଥିବା ମୋବାଇଲ କୁ ପୋଲିସ ନେଲା ତା ପ୍ୟକେଟ ରେ ଥିବା ପର୍ସ କୁ ପୋଲିସ ନେଲା ଗୋପାଳ ଅଣ୍ଟାରେ ଥିବା ରିଭଲବଲ ଏବଂ ମ୍ୟାଗାଜିନ ବି ପୋଲିସ ନେଲା ହେଲେ ପ୍ୟାକେଟ ରେ ଥିବା 15 ପୃଷ୍ଟା ର କାଗଜ କୁ ପୋଲିସ ନେଲା ନାହିଁ । କି ତା ପ୍ୟାକେଟ ରେ ରହିଛି ବୋଲି ବି ଜାଣି ପାରିଲା ନାହିଁ ।

ଏହି କଥା ଆମେ ନୁହେଁ ଲୋକ କହୁଛନ୍ତି । ତେବେ ବନ୍ଧୁଗଣ ଏବେ ଗୋପାଳ କହୁଛି ମୁଁ ସେ କାଗଜ ରେ ସବୁ ଲେଖିଥିଲି କାହିଁକି ନବ ବାବୁ ଙ୍କୁ ହତ୍ୟା କଲି । ତେବେ ଲୋକ ପଚାରୁଛନ୍ତି ଯଦି ଗୋପାଳ ସବୁ କିଛି ସେହି କାଗଜ ରେ ଲେଖି ଦେଇଥିଲା କଣ ପାଇଁ ହ-ତ୍ୟା କଲା ତେବେ ଏବେ କଣ ପାଇଁ କହିବା ପାଇଁ ଡରୁଛି ।

ଆଉ ସବୁଠୁ ବଡ କଥା ହେଲା କି ଦୁଇ ରୁ ଚାରି ଦିନ କାଗଜ ମଇଳା ରେ ବୁଡି ରହିବା ପରେ କାଗଜ ଭେଦି ଯାଉଛି ତଥାପି କାଗଜ ଭିତରେ ଲେଖା ଲିଭୁ ନାହିଁ । ଆଉ କିଛି ଆଂଶିକ ଭାବେ ଲିଭି ଜାଇଛି ଜାହା ଫରେନସିକ ଲେବ୍ରୋଟରି ରୁ ଜଣା ପଡିବ । ଏହାକୁ ସୁଣିବା ପରେ ଲୋକ କହୁଛନ୍ତି ଷଣ୍ଢ କୁ ଭାଗବତ ରେ ମିଛ ମିଛ ଢାହା ମିଛ ରେ । ଏ କଥା ଆମେ ନୁହେଁ ଲୋକ କହୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *