ଗୋପାଳ ଦାସ ବିଷୟରେ Osrtc ବସ ଡ୍ରାଇଭର ରୋହିତ କୁମାର ପ୍ରଧାନଙ୍କୁ ପଚାର ଉଚରା କଲା ପୋଲିସ

bus driver

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା ମାମଲା ରେ ଏବେ ଗୋପାଳ ଙ୍କ ଘରେ ଛାନବିନ୍ କରୁଛି କ୍ରାଇମ ବ୍ରାଞ୍ଚ । ତେବେ ଗଞାମ୍ ଜାଇ ଜଳେଶ୍ୱରରେ ରହିଥିବା ଜଳେଶ୍ୱର ଖଣ୍ଡି ଗୋପାଳ ଙ୍କ ଘରେ ଏହା ସହିତ ଗୋପାଳ ଙ୍କ ଯିଏ ଭାଇ ରହିଛି ତାଙ୍କୁ ମଧ୍ୟ ଉଠେଇ ନେଇଛି କ୍ରାଇମ ବ୍ରାଞ୍ଚ । ଏବଂ ଭାଇ କୁ ପଚରା ଉଚୁରା କରାଜାଉ ଥିବା କୁହାଜାଉଛି । ତେବେ କାହିଁଁକି ମାରିଥିଲେ କଣ ପାଇଁ ଏଭଳି ନିସ୍ପତି ନେଇଥିଲେ ଗୋପାଳ ଦାସ ।

ତେବେ ଏହି ସବୁ କଥା କୁ ନେଇ କ୍ରାଇମ ବ୍ରାଞ୍ଚ ଏବେ ଏକ୍ଟିଭ ମୋଡ କୁ ଆସିଜାଇଛି । ତେବେ ବନ୍ଧୁଗଣ ଗତ 29 ତାରିଖରେ ASI ଗୋପାଳ ଦାସ ନବ ଦାସ ଉପରକୁ ଗୁଳି ଚଳାଇଥିଲେ । ତେବେ ସନ୍ଦେହ ର ବିଷୟ ହେଉଛି କି ଯଦି ନବ ଦାସ ଙ୍କ ଉପରକୁ ଗୁଳି କରିଥିଲେ ଗୋପାଳ ତାହେଲେ କେମେରା ରେ କଣ ପାଇଁ ଭିଜୁଆଲ ହେଉନି । ତାହା ସହିତ ନବ ଦାସ ଙ୍କୁ ଗୁଳି କରିଛନ୍ତି ବୋଲି କୋଉଠି ପ୍ରମାଣ ମଧ୍ୟ ନାହିଁ ମାତ୍ର ନବ ଦାସ କହୁଛନ୍ତି କି ସେ ଗୁଳି କରିଛନ୍ତି ବୋଲି ।

gopal 1

 

ଏପଟେ କୁହାଯାଉଛି କି ଘଟଣା ପଛରେ ପ୍ରକୃତ ରେ ନବ ଦାସ ଅଛନ୍ତି ନା ଆଉ କିଏ ରହିଛି ଆଉ ନବ ଦାସ ଙ୍କୁ ଇଙ୍ଗିତ କରି ନିଶାଣ ଚଲାଉଛି ବୋଲି ପ୍ରଶ୍ନ ଉଠିଛି | ଆଉ ସେପଟେ ଦେଖିବାକୁ ମିଳିଥିଲା କି ନବ ଦାସ ଙ୍କର ମୃ-ତ୍ୟୁ କୁ ନେଇକି ଗୋପାଳ ଙ୍କର ସ୍ତ୍ରୀ କହିଥିଲେ କି ନବ ଙ୍କ ସହିତ କୌଣସି ଦୁଷ୍ମନି ଵା ସମ୍ପର୍କ ଗୋପାଳ ଙ୍କର ଆଗରୁ ନ ଥିଲା । ତାହା ସହିତ ଗୋପାଳ ଜଣେ ମାନସିକ ରୋଗୀ ଆଉ ଯିଏ କି ଡାକ୍ତର ଙ୍କ ପାଖରେ ଚିକିତ୍ସିତ ହେଉଥିଲେ ଆଉ ଔଷଧ ମଧ୍ୟ ଖାଉଥିଲେ ।

ତେବେ ଏହି କଥା କୁ ନେଇ ପ୍ରଶ୍ନ ଉଠିଛି କି ଯଦି ସେ ଜଣେ ମାନସିକ ରୋଗୀ ତାହେଲେ ପୋଲିସ ଅଧିକାରୀ ମାନେ ଜାଣି ନାହାନ୍ତି କାହିଁକି । ତାହା ବ୍ୟତୀତ ମାନସିକ ରୋଗୀ ଙ୍କ ହାତରେ ପୋଲିସ ଅଧିକାରୀ ବନ୍ଧୁକ ଦେଇଥିଲେ କଣ ପାଇଁ । ଆଉ ଏହି ସମସ୍ତ ଘଟଣା ର ତଦନ୍ତ କରିବା ସହିତ ପୋଲିସ ସତ୍ୟ ନାରାୟଣ ଦାସ ଙ୍କୁ ମଧ୍ୟ ଉଠାଇ ନେଇ ପଚରା ଉଚରା କରୁଛି ।

man

ଏହା ସହିତ କ୍ରାଇମ ବ୍ରାଞ୍ଚ ଏହି ଘଟଣା ରେ ତନ୍ନ ଚନ୍ନ ଭାବେ ଚାରିଆଡେ ପଚରା ଉଚୁରା କରୁଥିବା ବେଳେ ଆଜି ଗୋପାଳ ଦାସ ବିଷୟରେ Osrtc ବସ ଡ୍ରାଇଭର ରୋହିତ କୁମାର ପ୍ରଧାନଙ୍କୁ ପଚାର ଉଚରା କରିଥିବାର ମଧ୍ୟ ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *