ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନାରେ ଆସିଲା ନୁଆ ଲିଷ୍ଟ । ଏହି ତାରିଖରେ ହେବ ଘର ବଣ୍ଟନ

Awas Yojana

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଖନ୍ତୁ ଏବେ ଏବେ ଆଉ କିଛି ବଡ ଆପଡେଟ ଆସୁଛି PM ଆୱାସ ଯୋଜନା ଗ୍ରାମିଣ ଧାରୀ । ଚଳିତ ମାସ 14 ତାରିଖ ରେ ଓଡିଶା ରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ । ତେବେ ଆପଣ ମାନେ ବି ଚାହିଁ ବସିଛନ୍ତି କେବେ ସୁଧା ପ୍ରସ୍ତୁତ ହେବ ୱାର୍କଡ ଏବଂ କେତେ ସୁଧା ଆବଣ୍ଟିତ ହେବ ଘର ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ଜାହା ଆପଣ ମାନଙ୍କ ମଧ୍ୟରୁ ବହୁତ ସାରା କମେଣ୍ଟ ଆସୁଛି କେବେ ସୁଧା ଘର ଆବଣ୍ଟିତ କୁ ନେଇ । ଜାଣିବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ଘର ନର୍ମାଣ ପାଇଁ ଖୁବ ଶୀଘ୍ର ମିଳିବ ୱାର୍କଡ । ପ୍ରଧାନ ମନ୍ତ୍ରୀ ଆୱସ ଯୋଜନା ରେ ମୋଟ ରାଜ୍ୟକୁ 9 ଲକ୍ଷ 68 ହଜାର ଘର ମଞୁରୀ ହୋଇଛି । ଏହିଥିରୁ ସ୍ୱତନ୍ତ୍ର ଭାବେ ଫନି ପ୍ରଭାବିତ 14 ଜିଲ୍ଲା ପାଇଁ 1 ଲକ୍ଷ 42 ହଜାର ଘର ମଞ୍ଜୁରୀ ହୋଇଛି । ତେବେ ଯୋଗ୍ୟ ହୀତାଧିକାରୀ ମାନଙ୍କୁ ବହୁତ ଶୀଘ୍ର ବଣ୍ଟନ କରିବେ ଘର ଏହି ନେଇ ସ୍ୱସ୍ଥତା ରଖିବାକୁ କହିଛି ପଞ୍ଚାୟତ ରାଜ ବିଭାଗ ।

pm

ଚଳିତ ମାସ ଫେବୃଆରୀ ମାସରେ ଓଡିଶା କୁ ରିପୋର୍ଟ ଦାଖଲ କରିବାକୁ ନିଦ୍ଦେଶ ଦେଇଛି କେନ୍ଦ୍ର । ରାଜ୍ୟରେ ନିର୍ମାଣ ହୋଇ ନାହିଁ 9 ଲକ୍ଷ 80 ହଜାର 819 ଆୱାସ । ତେବେ PM ଆୱାସ ଯୋଜନା ଗ୍ରାମିଣ ଧାରୀ ମାନେ ଯଦି 4 ମାସ ରେ ଗୃହ ନିର୍ମାଣ ଶେଷ କରୁଛନ୍ତି ତେବେ 20 ହଜାର ଟଙ୍କା ଏବଂ 6 ମାସ ମଧ୍ୟରେ ସଂମ୍ପର୍ଣ୍ଣ କଲେ 10 ହଜାର ଟଙ୍କା ରାଜ୍ୟ ସରକାର ନିଜ ପାଣ୍ଠି ରୁ ପ୍ରଦାନ କରିବେ ।

ବର୍ତମାନ ସମୟ ରେ 12 ଲକ୍ଷ ଲୋକ ମାନେ ପକ୍କାଘର ପାଇବା ପାଇଁ ଥିବା ବେଳେ ମୋଟ ରାଜ୍ୟକୁ 9 ଲକ୍ଷ 68 ହଜାର ଘର ମଞୁରୀ ହୋଇଛି । ତେବେ ଆପଣ ମାନେ ଏହାର ଲିଷ୍ଟ ଅପ଼ଡେଟ ଜାଣିବା ପାଇଁ ଚାହୁଁଥିଲେ ଆପଣ ମାନଙ୍କୁ ଆମେ ଏହାର ଲିଷ୍ଟ ଅପଡେଟ ଲିଙ୍କ୍ ତଳେ ଦେଇଛୁ ଦେଖି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *