ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସରକାର ଙ୍କ ନିୟମ ଅନୁସାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗେଇବା ହୋଇଛି ବାଧ୍ୟତା ମୂଳକ । ଏହି ନେଇ ଏବେବି ବହୁତ ଲୋକ ମାନେ ଲଗେଇ ସାରିଥିବା ବେଳେ ବି ଏବେବି ବହୁତ ଲୋକ ମାନେ ବାକି ରହିଛନ୍ତି । ତେବେ ଏହାର ଫାଇନ କୁ ନେଇ ଏବେ ଏବେ ଆସି ଜାଇଛି ଆଉ କିଛି ବଡ ଅପଡେଟ । କି ଆପଣ ମାନଙ୍କୁ ପୁଣି ଲାଗିବାକୁ ଯାଉଛି ଫାଇନ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବଷୟରେ ଜାଣିବା ତା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ବର୍ତମାନ ସୁଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗେଇ ନାହାଁନ୍ତି ଯଦି ଯଥା ଶୀଘ୍ର ଆବେଦନ କରି ଦିଅନ୍ତୁ । ନହେଲେ ଆପଣ ମାନଙ୍କୁ 5000 ହଜାର ଟଙ୍କା ଜୋରିମାନା ପଡିଯିବ । କାରଣ ସମ୍ବଲପୁର ଜିଲ୍ଲା ର HSRP ଯାଞ୍ଚ ପକ୍ରିୟା କଡା କଡି ଭାବେ ଆରମ୍ଭ ହୋଇ ସାରିଛି । HSRP ପ୍ଲେଟ ନଥିବା 17 ତାରିଖ ସୁଧା 131 ଟି ଗାଡି ମାଲିକ ଙ୍କୁ ଜୋରିମାନା କରାଜାଇ ଥିବା ସମ୍ବଲପୁର RTO ପକ୍ଷରୁ ସୂଚନା ପ୍ରଦାନ କରାଜାଇଛି ବୋଲି ରାମ ଦାସ ଟୁଡୁ ସୂଚନା ଦେଇଛନ୍ତି ।
ତେବେ ସୂଚନା ଯୋଗ୍ୟଯେ ରେଜିଷ୍ଟେସନ ନମ୍ବର ସଂଖ୍ୟା 1,2,3,4,5, ଏବଂ 6 ଥିବା ପୁରୁଣା ଗା଼ଡି ଗୁଡିକ ର HSP ସଂଲଗ୍ନ କରିବାର ସମୟ ସୀମା 2022 ଡିସେମ୍ବର 31 ତାରିଖ ହୋଇଥିଲା । ସେହି ପରି 7 ଏବଂ 8 ଥିବା ସମୟ ସୀମା 2023 ଜାନୁଆରୀ 31 ରେ ସଂଲଗ୍ନ ହୋଇଥିବା ବେଳେ 6 ଏବଂ 0 ଥିବା ଶେଷ ସଂଖ୍ୟା ଗାଡିର HSRP ସଂଲଗ୍ନ କରିବାର ଶେଷ ତାରିଖ । 2023 ଫେବ଼ୃଆରୀ 28 ରହିଛି ।
ତେବେ ଜାନୁଆରୀ ରେ ମଟର ଜାନ ର ଉଲଙ୍ଘନ କରିଥିବା ଗାଡି ଚାଳକ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି କୁହାଜାଇଛି । ତେବେ HSRP ନମ୍ବର ପ୍ଲେଟ୍ ଆବେଦନ କରିନଥିବା ବା ଲଗେଇ ନଥିବା ମାଲିକ ମାନଙ୍କୁ 5000 ହଜାର ଲେଖାଏଁ ଜୋରିମନା କରାଯିବ ବୋଲି ସୂଚନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।