+2 ପରୀକ୍ଷାକୁ ନେଇ ସରକାର କରିଦେଲେ ବଡ଼ ଘୋଷଣା ।

Exam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଏଥର +2 ପରିକ୍ଷା ର ହୋଇଛି ବଡ ପରିବର୍ତନ । ଏହି ନେଇ ସରକାର ଙ୍କ ପକ୍ଷରୁ ଜାରି ହୋଇଛି କିଛି ବଡ ଘୋଷଣା । ଏବଂ ପରିକ୍ଷା ଖାତା କୁ ନେଇ ହୋଇଛି ସାମାନ୍ୟ ପରିବର୍ତନ । ତେବେ ମାର୍ଚ୍ଚ ପହିଲା ରୁ ଆରମ୍ଭ ହେବାକୁ ଥିବା +2 ପରିକ୍ଷା ପାଇଁ ଏଥର ଉତ୍ତର ଖାତାରେ ସାମାନ୍ୟ ପରିବର୍ତନ ହୋଇଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ ଦ୍ୱାରା ପରିଚାଳିତ ଏହି ପରିକ୍ଷା ଦେବାକୁ ଥିବା ରେଗୁଲାର ତଥା 2021 ରେ ପଞୀକରଣ କରିଥିବା ଛାତ୍ରଛାତ୍ରୀ ଙ୍କୁ 30 ପୃଷ୍ଟାର ଉତ୍ତର ଖାତା ପ୍ରଦାନ କରାଯିବ । ତେବେ 2020 ପୂର୍ବରୁ ପଞୀକରଣ କରିଥିବା ଏକ୍ସ ରେଗୁଲାର ପରିକ୍ଷାର୍ଥି ଙ୍କୁ 28 ପୃଷ୍ଟାର ଉତ୍ତର ଖାତା ଦିଆଯିବ । କୈଣସି ବି ପରିସ୍ଥିତି ରେ ପରିକ୍ଷାର୍ଥି ଙ୍କୁ ଅତିରିକ୍ତ ଉତ୍ତର ଖାତା ଦିଆଯିବ ନାହିଁ ।

school

ତେବେ ଥିୟୁରି ପରିକ୍ଷା ଲାଗି ଉଧିଷ୍ଟ ଉତ୍ତର ଖାତା କୁ କୈଣସି ବି ପରିକ୍ଷ କେନ୍ଦ୍ର ପ୍ରାକ୍ଟିକାଲ ପରିକ୍ଷାରେ ବ୍ୟବହୃତ କରି ପାରିବେ ନାହିଁ । ଏହି ନେଇ ପରିଶଦ ଅଧିନସ୍ଥ ସମସ୍ତ ଉଚ୍ଚ ମାଧ୍ୟମିକ ଶିକ୍ଷା ର ଅଦକ୍ଷ ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପରିଶଦ ପରିକ୍ଷା ନିୟନ୍ତଣ ଦାୟୁତ୍ୱ ଦିଆଜାଇଛି । ତେବେ ଏଥର ବି ଦୁଇଟି ହବ୍ ରେ ପରିକ୍ଷା ପରିଚାଳନା କୁ ନେଇ ପ୍ରଶ୍ନ ପତ୍ର ପଠାଯିବ ।

ମାର୍ଚ୍ଚ 1 ରୁ 18 ତାରିଖ ମଧ୍ୟରେ ହେବାକୁ ଥିବା ବିଷୟ ଗୁଡିକର ପରିକ୍ଷା ଲାଗି । ଫେବୃଆରୀ 22 ରୁ 26 ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ 18 ପରେ ହେବାକୁ ଥିବା ପରିକ୍ଷା ଲାଗି ମାର୍ଚ୍ଚ 18 ରେ ଦ୍ୱିତୀୟ ପର୍ଯ୍ୟାୟ ର ପ୍ରଶ୍ନ ପତ୍ର ପଠାଯିବ । ତେବେ ଜାହାକି ବଡ ଅପଡେଟ ମୁତାବକ ଏଥର 30 ପୃଷ୍ଟାରେ ହେବ ଉତ୍ତର ଖାତା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *