ସରକାର କଲେ ବଡ଼ ଘୋଷଣା – ମାଟ୍ରିକ ପରୀକ୍ଷା ପିଲା ନିଶ୍ଚୟ ପଢନ୍ତୁ ଏହି ଖବର

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଡୁଥିବା ମେଟ୍ରିକ ଛାତ୍ରଛାତ୍ରୀ ଙ୍କ ଲାଗି ପରିକ୍ଷା ତାରିଖ ହୋଇଜାଇଛି ଘୋଷଣା । ହେଲେ ପରିକ୍ଷା ଢାଞ୍ଚା ରେ ହେବାକୁ ଥିବା ପରିବର୍ତନ ଏବଂ କେତେ ମାର୍କରେ ହେବ ପରିକ୍ଷା ଏହା ସହିତ କେଉଁ ତାରିଖ ରୁ କେଉଁ ତାରିଖ ପର୍ଯ୍ୟନ୍ତ ହେବ ପରିକ୍ଷା ଆସନ୍ତୁ ସଂମ୍ପୂର୍ଣ୍ଣ ଅପଡେଟ ଜାଣିନେବା ଆପଣ ମାନେ କେବଳ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ ।

ମାଧ୍ୟମିକ ଶିକ୍ଷା ପରିଶଦ ବୋର୍ଡ ପକ୍ଷରୁ ମାର୍ଚ୍ଚ 10 ତାରିଖ ରୁ ମେଟ୍ରିକ ମାଧ୍ୟମା ପରିକ୍ଷା ଆରମ୍ଭ ହୋଇ ମାର୍ଚ୍ଚ 20 ତାରିଖ ରେ ଶେଷ ହେବ । ଏହିଥି ପାଇଁ ବୋର୍ଡ ପକ୍ଷରୁ ପରିକ୍ଷା କାର୍ଯ୍ୟ ସୂଚି ପ୍ରକାଶ ପାଇଛି । ତେବେ ପରିକ୍ଷା ସକାଳ 8 ଟା ରୁ ଆରମ୍ଭ ହୋଇ ସକାଳ 10.00 ଟା ରେ ସରିବ ଭୋକେସନାଲ ଟ୍ରେଡ ବ୍ୟତିତ ଅନ୍ୟ ସବୁ ବିଷୟ ରେ 80 ନମ୍ବର ରେ ପରିକ୍ଷା କରାଯିବ ।

school

ଏହିଥିରେ 50 ନମ୍ବର ସଂଙ୍ଖିପ୍ତ ଉତ୍ତର ମୂଳକ ରହିବ ଜାହାର ଉତ୍ତର କୁ OMR ସିଟ୍ ରେ ପୂରଣ କରାଯିବ । ଆଉ ଏହାର ଉତ୍ତର ପ୍ରଶ୍ନ ପତ୍ର ବୁକ୍ ଲେଟ ରେ ଲେଖାଯିବ । ଗଣିତ ବିଷୟ ଛାତ୍ରଛାତ୍ରୀ ଙ୍କୁ ଅତିରିକ୍ତ 15 ମିନିଟ ସମୟ ମିଳିବ । ଅର୍ଥାତ ଗଣିତ ଅବଦ୍ଧି 2.15 ମିନିଟ ସମୟ ରହିବ ।

ତେବେ ବୋର୍ଡ କାର୍ଯ୍ୟ ସୂଚି ଅନୁସାରେ ମାର୍ଚ୍ଚ 10 ତାରିଖ ଶୁକ୍ରବାର ଦିନ ପ୍ରଥମ ଭାଷା 13 ତାରିଖ ସୋମବାର ଦ୍ୱୀତିୟ ଭାଷା 14 ତାରିଖ ମଙ୍ଗଳବାର ତୃତୀୟ ଭାଷା 16 ତାରିଖ ଗୁରୁବାର ସାଧାରଣ ବିଜ୍ଞାନ 18 ତାରିଖ ଶନିବାର ସାମାଜିକ ବିଜ୍ଞାନ ଏବଂ 20 ତାରିଖ ସୋମବାର ଗଣିତ ପରିକ୍ଷା ଅନୁଷ୍ଟିତ ହେବ । ତେବେ ଭୋକେସନାଲ ଟ୍ରେଡ ପ୍ରାକ୍ଟିକାଲ ପରିକ୍ଷା ନିଜ ନିଜ ଟ୍ରେଡ ରେ ଫେବ଼ୃଆରୀ 15 ରୁ 18 ତାରିଖ ମଧ୍ୟରେ ଅନୁଷ୍ଟିତ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *