ସରକାର କଲେ ବଡ଼ ଘୋଷଣା । ରାସନ କାର୍ଡ ଥିଲେ ଏବେ ହିଁ ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା , ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ପଢ଼ନ୍ତୁ ଜାଣି ପାରିବେ ।

ତେବେ ପ୍ରଥମ ବଡ ଖବର ଟି ହେଲା ଗ୍ରାହାକ ଙ୍କୁ ମହଙ୍ଗା ମାଡ ଲିଟର ପିଛା ପୁଣି ବୃଦ୍ଧି ହେଲା ଅମୁଲ କ୍ଷୀରର ଦାମ୍ । ନୂଆ ତାଲିକା ହେଲା ଜାରି ଗୁଜୁରାଟ କମ୍ପାନୀ ଅମୁଲ ପୁଣି ଥରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । ଏହି କ୍ଷୀରର ଲିଟର ପିଛା 3 ଟଙ୍କା ବୃଦ୍ଧି କରାଜାଇଛି ।

Amul milk

ଏହା ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ ହେବ ଏହି ବୃଦ୍ଧି ଉପରେ ଅମୁଲ ଗୋର୍ଲ ଲିଟର ପିଛା 66 ଟଙ୍କା ଅମୁଲ ତାଜା ପିଛା 54 ଟଙ୍କା ଅମୁଲ ଗାର୍ଲ କ୍ଷୀର ଲିଟର ପିଛା 56 ଟଙ୍କା ଏବଂ ଅମୁଲ ମଇଁଷୀ କ୍ଷୀର ଲିଟର ପିଛା 70 ଟଙ୍କା ହୋଇଛି । ଅମୁଲ ଚଳିତ ବର୍ଷ ପ୍ରଥମ ଥର ପାଇଁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । ଡିସେମ୍ବର ମାସରେ ମଦର ଡେରି MCR ରେ ଲିଟର ପିଛା 2 ଟଙ୍କା ବୃଦ୍ଧି କରିଥିଲା ।

ପରବର୍ତି ଖବର ଟି ହେଲା ଓଡିଆ ଛାତ୍ରଛାତ୍ରୀ ମାନଙ୍କୁ ସିଭିଲ କୋଚିଂ ଦେବେ ସରକାର । ଫେବୃଆରୀ 26 ରେ ହେବ ପ୍ରବେଶିକା ପରିକ୍ଷା । ରାଜ୍ୟର ସିଭିଲ ସର୍ଭିସ ଆଶାୟି ମାନଙ୍କ ପାଇଁ ଏକ ଖୁସୀ ଖବର ଆସିଛି ପୁଣି ଆରମ୍ଭ ହେବାକୁ ଯାଉଛି UPSE କୋଚିଂ । ଛାତ୍ରଛାତ୍ରୀ ମାନଙ୍କୁ ସିଭିଲ ସର୍ଭିସ କୋଚିଂ ଦେବା ଲାଗି ଉଚ୍ଛ ଶିକ୍ଷା ପକ୍ଷରୁ ଆହ୍ୱାନ ହୋଇଛି ।

ଏହି ନେଇ ଫେବୃଆରୀ 26 ରେ ପ୍ରବେଶିକା ପରିକ୍ଷା ହେବ ଆଉ ଥରେ ପ୍ରବେଶିକା ପରିକ୍ଷା ଦେବାକୁ ଉଚ୍ଛ ଶିକ୍ଷା ବିଭାଗ ନିସ୍ପତି ନେଇଛି । ଉଚ୍ଛ ଶିକ୍ଷା ମାଧ୍ୟମ ରେ 200 ଆଶାୟି ମାନଙ୍କୁ କୋଚିଂ ମିଳିବ ତେବେ ସୂଚନା ମୁତାବକ ସାମ୍ସ ପୋର୍ଟାଲ ମୋରଲ୍ଡ ଡେଭଲ୍ପ କରିବାକୁ OCAC ଙ୍କୁ ଚିଠି ଲେଖା ଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *