10 ମ ପିଲାଙ୍କ ପାଇଁ ସରକାର କରିଦେଲେ ବଡ ଘୋଷଣା । ଏବେ ହିଁ ଦେଖନ୍ତୁ…

Matric Exam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମେଟ୍ରିକ ଛାତ୍ରଛାତ୍ରୀ ଙ୍କ ଲାଗି ଆସିଜାଇଛି କିଛି ବଡ ଘୋଷଣା । ପରିକ୍ଷା କୁ ନେଇ ଜାରି ହେଲା ନୂଆ ବିଜ୍ଞ୍ୟପ୍ତି ଏହି ମାନେ ମଧ୍ୟ ଦେଇ ପାରିବେ ନାହିଁ ପରିକ୍ଷା । ଓଡିଶା ମାଧ୍ୟମିକ ଶିକ୍ଷା ପରିଶଦ ବୋର୍ଡ ପକ୍ଷରୁ ଚଳିତ ବର୍ଷ 10 ମ ଶ୍ରେଣୀ ସମେଟିଭ 2 ପରକ୍ଷା ନିମନ୍ତେ ବୁଧବାର ଏକ ବିଜ୍ଞ୍ୟପ୍ତି ପ୍ରକାଶ ପାଇଛି ।

ତେବେ ଯେଉଁ ପରିକ୍ଷାର୍ଥି ସମେଟିଭ ୱାନ ପରିକ୍ଷା ରେ କପି କରି ଧରା ପଡିଥିବା ପରିକ୍ଷାର୍ଥି । ସେମାନେ 10 ମ ଶ୍ରେଣୀ ସମେଟିଭ 2 ପରକ୍ଷା ଦେଇ ପାରିବେ ନାହିଁ । ଏହିଥି ପାଇଁ ସେମାନଙ୍କୁ 10 ମ ଶ୍ରେଣୀ ସମେଟିଭ 2 ପରକ୍ଷା ପାଇଁ ଫର୍ମ ପୂରଣ କରିବାକୁ ଦିଆଜାଇ ନାହିଁ ।

school

ସେହି ପରି ରାଜ୍ୟ ମୁକ୍ତ ସାର୍ଟିଫିକେଟ ପରିକ୍ଷା 2022 ଦ୍ୱତୀୟ ରେ ଯେଉଁ ବିଷୟ ରେ ପରିକ୍ଷାର୍ଥି କପି କରି ଧରା ପଡିଲେ ସଂମୃକ୍ତ ବିଷୟ ର ମାର୍କ ପ୍ରକାଶ କୁ ବାତିଲ କରାଜାଇ ଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ତେବେ ସୂଚନା ଥାଉ କି ଚଳିତ ବର୍ଷ 5 ଲକ୍ଷ 32 ହଜାର 746 ଜଣ ପରିକ୍ଷାର୍ଥି 10 ମ ଶ୍ରେଣୀ ସମେଟିଭ 1 ପରକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ ।

ସେହି ମଧ୍ୟରୁ 2 ଲକ୍ଷ 65 ହଜାର 632 ଜଣ ଛାତ୍ର ଥିବା ବେଳେ 2 ଲକ୍ଷ 67 ହଜାର 114 ଜଣ ଛାତ୍ରୀ ରହିଥିଲେ । ହେଲେ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀ ଙ୍କ ମଧ୍ୟରେ 13 ହଜାର 58 ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସେହି ପରି କପି କରି 143 ଜଣ ଧରା ପଡିଥିଲେ । ତେବେ କପି କରି ଧରା ପଡିଥିବା ଛାତ୍ରଛାତ୍ରୀ ଙ୍କୁ ଫେୂବୃଆରୀ 3 ରୁ 9 ତାରିଖ ପର୍ଯ୍ୟନ୍ତ 10 ମ ଶ୍ରେଣୀ ସମେଟିଭ 2 ପରକ୍ଷା ର ଫର୍ମ ପୂରଣ ରୁ ବଞ୍ଚିତ କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *