ସରକାର କଲେ ବଡ଼ ଘୋଷଣା – ମାଟ୍ରିକ ପରୀକ୍ଷା ରେ ହେବ ଏହି ସବୁ ପରିବର୍ତ୍ତନ

Matric Exam

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ମେଟ୍ରିକ ପରିକ୍ଷା ରେ ହୋଇଛି ବଡ ପରିବର୍ତନ । ଏହି ନେଇ ବୋର୍ଡ ପକ୍ଷ ରୁ ଜାରି ହୋଇଛି କିଛି ନୂଆ ବିଜ୍ଞ୍ୟପ୍ତି । ତେବେ ମାଧ୍ୟମିକ ଶିକ୍ଷା ପରିଶଦ ବୋର୍ଡ ଦ୍ୱାରା ପରିଟଳିତ ମେଟ୍ରିକ ସମେଟିଭ ଆସସୋସ ମେଣ୍ଟ ପରିକ୍ଷା ମାର୍ଚ୍ଚ 10 ରୁ ଆରମ୍ଭ ହୋଇ 17 ତାରିଖ ଯାଏ ଚାଲିବ ତେବେ ଏହି ମଧ୍ୟରେ ଜାରି ହୋଇଛି ଆଉ କିଛି ନୂଆ ସୂଚନା । ଜାଣିବା ପୋଷ୍ଟ କୁ ଆପଣ ମାନେ ଶେଷ ଯାଏ ପଢନ୍ତୁ ।

ତେବେ ସମେଟିଭ ଆସୋସ ମେଣ୍ଟ ପରିକ୍ଷା ରେ ଜାହା ସବୁ ବ୍ୟବସ୍ଥା ଥିଲା ସମେଟିଭ ଆସୋସମେଣ୍ଟ 2 ରୁ ତାହା ଅପରିବର୍ତିତ ରହିବ ବୋଲି ବୋର୍ଡ କତୃପକ୍ଷ ନିସ୍ପତି ନେଇଥିଲେ । ତେବେ ପରିକ୍ଷାର୍ଥି ରୋଲ ନଂ ସମେତ ପରିକ୍ଷା କେନ୍ଦ୍ର ସେଣ୍ଟର ଆଦି ପୂର୍ବରୁ ବଜାଇ ରହିବ । ମାତ୍ର ଏସେ ୱାନ ରେ ପରିକ୍ଷାର୍ଥି ଙ୍କର ଯେଉଁ ସେଣ୍ଟର ଥିଲା ସେହିଥିରୁ ସମେଟିଭ ଆସୋସମେଣ୍ଟ 2 ରେ କେତେକ ଜିଲ୍ଲାରେ କିଛି ସେଣ୍ଟର ପରିବର୍ତନ ହେବାକୁ ଯାଉଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ସୂଚନା ଦିଆଜାଇଛି ।

school

ତେବେ କେଉଁଠି ଗମନା ଗମନ ସୁବିଧା ତ ଆଉ କେଉଁଠି ଆଇନ ଶୃଙ୍ଖଳା ସ୍ଥିତି ଆଦି ସମସ୍ୟା କୁ ନେଇ ସେଣ୍ଟର ପରିବର୍ତନ କରାଯିବା ଲାଗି ଜିଲ୍ଲା ପାଳ ମାନଙ୍କ ପ୍ରସ୍ତାବ ପଠେଇବା ପରେ ବୋର୍ଡ ସେଥିରେ ପରିବର୍ତନ କରିବା ପାଇଁ ଯାଉଛି । ତେବେ ଯେଉଁ ବିଦ୍ୟାଳୟ ସେଣ୍ଟର ପରିବର୍ତନ କରାଯିବ ସେମାନଙ୍କ ଆଡମିଟ କାର୍ଡ ବି ପରିବର୍ତନ କରାଜାଇ ନୂତନ ସେଣ୍ଟର ମାନ ପରିଲକ୍ଷିତ ରହିବ ।

ତେବେ ଏହି ସେଣ୍ଟର ପରିର୍ତନ ଜିଲ୍ଲା ସ୍ଥରରୁ ଆସିଥିବା ନିସ୍ପତି ଆଧାରରେ ହେଉଛି ବୋଲି ବୋର୍ଡ ର ଜଣେ ଅଧିକାରୀ କହିଛନ୍ତି । ତେବେ କେତଟି ହାତ ଗଣତି ସେଣ୍ଟର କୁ ଛାଡିଦେଲେ । ରାଜ୍ୟରେ 30 ଜାକ ଜିଲ୍ଲାରେ ପୂର୍ବ ସେଣ୍ଟରରେ ଜାହା ଥିଲା ସେଇ ଆଧାରରେ ପରିକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଜାଇଛି । ତେବେ ଏସେ ୱାନ ପରିକ୍ଷା ଲାଗି ବୋର୍ଡ ପକ୍ଷରୁ 3 ହଜାର 29 ଟି ସେଣ୍ଟର ସ୍ଥିର ହୋଇଥିବା ବେଳେ ଏସେ 2 ପରିକ୍ଷାରେ ଆଉ ଦୁଇଟି ସେଣ୍ଟର ବୃଦ୍ଧି କରାଯିବାକୁ ଯୋଜନା ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *