ଡ଼ାକ୍ତର କହିଦେଲେ ଏମିତି ସବୁ ସେଇ ଭଗବାନଙ୍କ ହାତରେ…

Pintu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେଲା ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡତ ରହିଛନ୍ତି । ଏବଂ ବର୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ଦିଲ୍ଲୀ ମେଡିକାଲ ରେ ହେଉଛି । ଅନେକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ପିଣ୍ଟୁ ନନ୍ଦ ଙ୍କ କ୍ଷେତ୍ରରେ ଲାଗି ପଡିଛନ୍ତି । ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସ ଏବେ ଚାଲିଥିବା ବେଳେ ପ୍ରତ୍ୟୋକ ଦିନ 1 ରୁ 1.5 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

ପିଣ୍ଟୁ ନନ୍ଦ ଙ୍କୁ ବର୍ତମାନ ସୁଧା ଲିଭର ଡୋନର ମିଳି ନାହାଁନ୍ତି । ଘଟଣା ର ପୂର୍ଣ୍ଣ ପଦକ୍ଷେପ ହୋଇଥିବା ବେଳେ ଏହା ହୋଇ ପାରି ନାହିଁ । ପିଣ୍ଟୁ ନନ୍ଦ ଙ୍କ ଲିଭର ଡୋନର ପାଇଁ ଯାଞ୍ଚ ଜାରି ରହିଛି । ଏହି ଲିଭର ଡୋନର ପକ୍ରିୟା ଯାଞ୍ଚ କ୍ଷେତ୍ରରେ ଅନେକ ସାମିଲ ହେବା ସହିତ ସର୍ଟିନ ଲିଭର ଡୋନଲ ପକ୍ରିୟା ଶେଷ ହୋଇ ପାରି ନାହିଁ ।

Pintu Nanda 1

ପ୍ରତ୍ୟୋକ ଦିନ ଅନେକ ଟଙ୍କା ଖର୍ଚ୍ଚ ହେଉଛି । ପିଣ୍ଟୁ ନନ୍ଦ ଙ୍କ ଏହି ବିପଦ ସମୟ ରେ ଲୋକ ମାନେ ଠିଆ ହେବା ଦ୍ୱାରା ଲୋକ ମାନଙ୍କ ମଧ୍ୟରେ ମାନବିକତା ଭାବ ଦେଖା ଦେଇଥିବା ବେଳେ ଓଡିଆ ଇଣ୍ଡଷ୍ଟ୍ରୀ ମଧ୍ୟ ଅଣ୍ଟା ଭିଡିଛନ୍ତି । ଦିଲ୍ଲୀ ରୁ ଆସିଥିବା ଖବର ରୁ ଜାହା ସୁଣିବାକୁ ମିଳିଛି ପିଣ୍ଟୁ ନନ୍ଦ ଙ୍କ ଦେହରୁ 2 ଲିଟର ପାଣି ବାହାର ହୋଇଛି ।

ବାହାର କରିବା ପରେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧିରେ ଧିରେ ଠିକ୍ ହେବାରେ ଲାଗିଛି । ଏବଂ ଏବେ ପିଣ୍ଟୁ ନନ୍ଦ ଆକ୍ଟିବ୍ ରହିଛନ୍ତି । ଆଗାମୀ ଦିନରେ ଯଦି ପିଣ୍ଟୁ ନନ୍ଦ ଙ୍କୁ ଲିଭର ଡୋନର ମିଳିଯାଏ ତେବେ ପିଣ୍ଟୁ ନନ୍ଦ ଚିକିତ୍ସା ସମ୍ଭବ ହୋଇ ପାରିବ । ସୁସ୍ଥ ହେବା ପରେ ସେ ପୁଣି ଥରେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଫେରି ଆସିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *