ନଣନ୍ଦଙ୍କୁ ବିବାହ କଲେ ଭାଉଜ , ସ୍ତ୍ରୀଙ୍କ ନିଷ୍ପତ୍ତିରେ ସ୍ୱାମୀ ଏକମତ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନଣନ୍ଦଙ୍କୁ ବିବାହ କଲେ ଭାଉଜ , ଏହି ନିଷ୍ପତ୍ତିରେ ଏକମତ ସ୍ୱାମୀ , ଦୁହିଁଙ୍କର ଶତୃ ସାଜିଲେ ବଡ଼ ଭଉଣୀ । ତେବେ ବନ୍ଧୁଗଣ କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ହିଁ ସତ୍ୟ । ଏମିତି ଏକ ଖବର ସୁଣି ଆପଣ ମଧ୍ୟ ବିଶ୍ୱାସ କରି ପାରୁ ନଥିବେ ଭାବୁଥିବେ ସତରେ କଣ ଏମିତି ଘଟିଛି । ଆଜ୍ଞ୍ୟା ହଁ ଏମିତି ଏକ ଘଟଣା ବିହାର ରେ ଦେଖିବାକୁ ମିଳିଛି ।

ପ୍ରେମ କେତେବେଳେ ଯେ କାହା ସହିତ ହୋଇଯିବ ସେ କଥା କିଏ ଅବା କହି ପାରିବ । ବିହାର ସମେସ୍ତପୁର ଜିଲ୍ଲାରେ ଭାଉଜ ଏବଂ ନଣନ୍ଦ ର ପ୍ରେମ ଆଶ୍ଚର୍ଯ୍ୟ ଜନକ କାହାଣି ଦେଖିବାକୁ ମିଳିଛି । ଏହି ମାମଲା ରସାଳ ପୋଲିସ୍ ଷ୍ଟେସନ ଅନ୍ତରଗତ ଥାରା ଗ୍ରାମ ବୋଲି ଜଣା ପଡିଛି । ଏଠାରେ ଭାଉଜ ତାଙ୍କର ସାନ ନଣନ୍ଦକୁ ଭଲ ପାଉଥିଲେ ଦୁହେଁ ସ୍ୱାମୀ ଏବଂ ସ୍ତ୍ରୀ ପରି ଜୀବନ ଜାପନ ଆରମ୍ଭ କରିଥିଲେ ।

bhauja

ତେବେ ମହିଳାଙ୍କ ସ୍ୱାମୀ ତାଙ୍କର ଦୁଇ ପିଲା ମଧ୍ୟ ଏକାଠି ରହୁଥିଲେ । ମହିଳା ଜଣଙ୍କ ନାମ ହେଉଛି ସୁକ୍ଲା ସେ ହିନ୍ଦୁ ରତିନିତି ସହିତ 2013 ରେ ପ୍ରମଦ କୁ ବିବାହ କରିଥିଲେ । ବିବାହ ପରେ ପ୍ରମଦ ଏବଂ ସୁକ୍ଲା ଜୀବନ ବହୁତ ଭଲରେ ଚାଲିଥିଲେ ଏବଂ ଉଭଙ୍କ ଦୁଇଟି ସନ୍ତାନ ମଧ୍ୟ ଥିଲେ । ଏହି ସମୟରେ ସୁକ୍ଲା ତାଙ୍କର 18 ବର୍ଷିୟ ନଣନ୍ଦ ସୁନିଦେବୀ ଙ୍କୁ ପ୍ରେମ କରିଥିଲେ । ସୁକ୍ଲା ମଧ୍ୟ ତାଙ୍କ ନଣନ୍ଦ ସୁନି କୁ ପାଞ୍ଚ ମାସ ପୂର୍ବରୁ ବିବାହ କରିଥିଲେ ଏବଂ ଉଭୟ ଦମ୍ପତୀ ଜୀବନ ଜାପନ ଆରମ୍ଭ କରିଥିଲେ ।

ତାଙ୍କ ସ୍ୱାମୀ ପ୍ରମଦ ମଧ୍ୟ ସୁକ୍ଲା ନିଜ ନଣନ୍ଦ ଙ୍କୁ ବିବାହ କରିବା ବିଷରେ ଜାଣିଥିଲେ ଯାହା ପରେ ସେ ଉଭୟଙ୍କ ସହମତି ହେତୁ କିଛି କହିପାରି ନଥିଲେ । ନଣନ୍ଦଙ୍କ ସହିତ ଭାଉଜଙ୍କ ବିବାହରେ ତାଙ୍କ ସ୍ୱାମୀ ପ୍ରମଦ ଙ୍କ କୋଣସି ଆପତି ମଧ୍ୟ ନଥିଲା । ଅନ୍ୟ ପଟେ ଘଟଣା ପରେ ତାଙ୍କର ବଡ଼ ନଣନ୍ଦ ଉଷାଦେବୀ ଦଶ ରୁ ପନ୍ଦର ଜଣ ଲୋକଙ୍କ ସହିତ ତାଙ୍କ ଘରେ ପହଁଞ୍ଚି ସୁନିଦେବୀ ଙ୍କୁ ସାଙ୍ଗରେ ନେଇଯାଇଥିଲେ ।

ଏହା ପରେ ବଡ଼ ନଣନ୍ଦ ଉଷାଦେବୀ ଙ୍କ ନାମରେ ଥାନାରେ ଅପହରଣ କରିଥିବା ଅଭିଯୋଗ ଆଣିଲେ ଭାଉଜ ତାଙ୍କ ପତ୍ନୀ ସୁନି ଙ୍କ ଅପହରଣ କରିଥିବା ସେ ଅଭିଯୋଗ କରିଥିଲେ । ଏହି ମାମଲାରେ ଥାନା ଅଧିକାରୀ କହିଛନ୍ତି ଯେ ସୁକ୍ଲା ନାମକ ଜଣେ ମହିଳା ପୋଲିସ୍ ଷ୍ଟେସନ ରେ ଆବେଦନ କରିଛନ୍ତି ଏବଂ ତାଙ୍କର ପତ୍ନୀ ସୁନି ଙ୍କୁ ଅପହରଣ ବିଷୟରେ କହିଛନ୍ତି ,ତେବେ ଘଟଣାର ଅନୁସନ୍ଧାନ ପରେ ଅଧିକ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *