ଅଭିନେତା ପିଣ୍ଟୁଙ୍କୁ ସାହାଯ୍ୟ କଲେ ଓଡ଼ିଆ କଳାକାର ମନେ l

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଣ୍ଟୁ ନନ୍ଦ ଙ୍କୁ ଓଡିଶା ଆସୋସେସନ କଳାକାର ମାନେ ସାହାଯ୍ୟ କରିଛନ୍ତି । ଏବଂ ବର୍ତମାନ ସମୟ ରେ ବଡ ଖବର ସାମ୍ନାକୁ ଆସିଛି । ବର୍ତମାନ ସମୟ ରେ ବର୍ତମାନ ସମୟ ରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟା ପର୍ଣ୍ଣ ହୋଇ ପଡିଛି । ପିଣ୍ଟୁ ନନ୍ଦ ବର୍ତମାନ ସମୟ ରେ ଭୁବନେଶ୍ୱରର ଘୋରଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତମାନ ଗୁରୁତ୍ୱର ରହିଛି ।

ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ଆଉ ସେ ପଟେ ଅର୍ଥ ସାଜିଛି ବାଧକ । ସେପଟେ ଚିକିତ୍ସା ଅଭାବ ରୁ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ ଅଟେ । ଜାହା ପିଣ୍ଟୁ ନନ୍ଦ ଙ୍କ ସାମର୍ଥ୍ୟ ବାହାରେ ଏବଂ ଏପଟେ ଚିକିତ୍ସା ପାଇଁ ସୋସିଆଲ ମିଡିଆ ରେ କେମ୍ପେନିଂ ବି ଆରମ୍ଭ ହୋଇଛି ।

Pintu

ପିଣ୍ଟୁ ନନ୍ଦ ଭୁବନେଶ୍ୱର ରୁ ଦିଲ୍ଲୀ ଜାଇ ଚିକିତ୍ସିତ ହେବେ । ଦୃତ ଆରୋଗ୍ୟ କାମନା କରିବା ସହିତ ତାଙ୍କୁ ସହାୟତା ର ହାତ ବଢାନ୍ତୁ ବୋଲି ବର୍ତମାନ ସୋସିଆଲ ମିଡିଆ ରେ ଘୂରି ବୁଲୁଛି । ଏ ମୋବାଇଲ ରୁ ସେ ମୋବାଇଲ ଆଉ ଏତିକି ବେଳେ ପିଣ୍ଟୁ ନନ୍ଦ ଙ୍କୁ ଆର୍ଥିକ ସହାୟତା ର ହାତ ବଢାଇଛନ୍ତି ।

ଆପଣ ମାନଙ୍କୁ କହି ଦେବୁ ଯେ ଏହି ନିକଟ ଅତିତ ରେ ରୁଦ୍ରାଣି ଫିଲ୍ମ ରେ ନଜର ଆସିଥିଲେ ଝିଲ୍ଲୀକ ଙ୍କ ସହିତ । ଆଉ ଏହା ପରେ ଜି ସାର୍ଥକ ର ଦିଦି ନମସ୍କାର ସିରିଏର ରେ ବି ନଜର ଆସିଥିଲେ । ଆଉ ଏତିକି ବେଳେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ୟ ଅବସ୍ଥା ଅଧିକ ଗୁରୁତ୍ୱର ହେଉଛି ସେତେ ବେଳେ ପିଣ୍ଟୁ ନନ୍ଦ ଙ୍କ ଫେନ୍ସ ମାନଙ୍କୁ ଗଭୀର ଆଘାତ ଲାଗୁଛି । ଏହି ସବୁ ମଧ୍ୟରେ ପିଣ୍ଟୁ ନନ୍ଦ କେମିତି ସୁସ୍ଥ ହୋଇ କଳା ଜଗତ କୁ ଫେରିବେ ତାହା ହିଁ ସମସ୍ତଙ୍କର ଇଚ୍ଛା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *