ବଦଳିଯିବ ଟିମ୍ ଇଣ୍ଡିଆର ଜର୍ସି!! | ଏହି ଲୋକପ୍ରିୟ ବ୍ରାଣ୍ଡ ହେବ କିଟ୍ ସ୍ପନସର !!

Jersey

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଦଳିଯିବ ଟିମ୍ ଇଣ୍ଡିଆର ଜର୍ସି ବଦଳିଯିବ ଭାରତ ର କିଟ୍ ସ୍ପନସର । ଭାରତୀୟ କ୍ରିକେଟ ଟିମ୍ ର ଜର୍ସି ରେ ହେବ ବଡ ପରିବର୍ତନ । ଟିମ୍ ଇଣ୍ଡିଆ ର କିଟ୍ ସ୍ପନସର ଏବେ ଭାରତ ର ହାତ ଛାଡିବାକୁ ଯାଉଛି । ଏଣିକି କିଲ୍ଲର ଜାଗାରେ ଭାରତ କୁ ସ୍ପୋନସର କରିବ ଆଉ ଏକ କମ୍ପାନୀ ।

ଏହି ନେଇ ଭାରତୀୟ ବୋର୍ଡ ବା BCCI ଚୁକ୍ତି କରିସାରିଛି । ଖୁବ ଶୀଘ୍ର କିଲ୍ଲର କୁ ଏହି କମ୍ପାନୀ ରିପ୍ଲେସ କରିବ ବୋଲି କୁହାଯାଉଛି । ପୂର୍ବରୁ ସ୍ପୋନସର ଥିବା MPL ଜାଗାରେ ଟିମ୍ ଇଣ୍ଡିଆ ର କିଟ୍ ସ୍ପନସର ପାଇଁ BCCIର ଚୁକ୍ତି କରିଥିଲା ଏହି କମ୍ପାନୀ । ହେଲେ ଏହାର କିଛି ସପ୍ତାହ ପରେ କିଲ୍ଲର ମଧ୍ୟ ଭାରତ ର ହାତ ଛାଡିବ ବୋଲି ଜଣା ପଡିଛି ।

Jersey 1

ଆଉ ଏହା ପରେ ସ୍ପୋର୍ଟ କମ୍ପାନୀ ଆଦି ଦାସ କିଲ୍ଲର ସ୍ଥାନରେ BCCI ସହିତ ଚୁକ୍ତି କରି ସାରିଛି । ଆସନ୍ତା ଜୁନ ମାସରୁ କିଲ୍ଲର ସ୍ଥାନରେ ଆଦି ଦାସ ଲୋଗ ର ଜର୍ସି ପିନ୍ଧିବେ ଇଣ୍ଡିଆନ ପ୍ଲେୟାର । BCCI ଆଦି ଦାସ ସହିତ 5 ବର୍ଷିଆ ଚୁକ୍ତି କରିଥିବାର ଜାଣିବାକୁ ମିଳିଛି ।

ତେବେ ଏହି ପକ୍ରିୟା କୁ ଚୁଡାନ୍ତ ରୂପ ଦିଆ ଯାଉ ଥିବା ନେଇ କହିଛନ୍ତି BCCI ର ଜଣେ ଅଧିକାରୀ । ତେବେ ଆପଣ ମାନଙ୍କୁ ଟିମ୍ ଇଣ୍ଡିଆ ର ନୂଆ ଜର୍ସି କେମିତି ଲାଗୁଛି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *