ଶ୍ରୀ ଅନ୍ନ ଯୋଜନା ଆରମ୍ଭ ହେଲା | ଚାଷୀ ମାନେ ହେବେ ମାଲମାଲ…

Anna Yojana

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ କିଛି ଦିନ ପୂର୍ବରୁ ନୂଆ ଆର୍ଥିକ ବଜେଟ ଅର୍ଥାତ 2023/24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ଏହି ବଜେଟ ରେ ଶ୍ରୀ ଅର୍ଣ୍ଣ ଯୋଜନା ର ଶୁଭାରମ୍ଭ କରିଛନ୍ତି । ତେବେ 2024 ସାଧାରଣ ନିର୍ବାଚନ ପୂର୍ବରୁ ଏହା ନରେନ୍ଦ୍ର ମୋଦି ସରକାର ଙ୍କ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ ଏହି ଅବସର ରେ ଅର୍ଥମନ୍ତ୍ରୀ କୃଷି କ୍ଷେତ୍ର ପାଇଁ ବହୁତ ବଡ ଘୋଷଣା କରିଛନ୍ତି ।

ତେବେ ଆସନ୍ତୁ ଜାଣିନେବା ଶ୍ରୀ ଅର୍ଣ୍ଣ ଯୋଜନା କଣ ରହିଛି କେମିତି ମଧ୍ୟ ଆପଣ ମାନେ ଏହାର ଫାଇଦା ଉଠେଇ ପାରିବେ । ସରକାର ଚଳିତ ବର୍ଷ କୃଷକ ଙ୍କୁ 20 ଲକ୍ଷ କୋଟି ଟଙ୍କାର ଋଣ ବାଣ୍ଟିବାକୁ ଲକ୍ଷ ରଖିଛନ୍ତି । ଏତଦ ବ୍ୟତିତ ମିଲ୍ଟନ କୁ ପ୍ରତ୍ସହନ ଦେବା ପାଇଁ । ଶ୍ରୀ ଅର୍ଣ୍ଣ ଯୋଜନା ର ଶୁଭାରମ୍ଭ ହୋଇଛି । ଅର୍ଥ ମନ୍ତ୍ର କହିଛନ୍ତି ଯେ ମିଲେଟ କୁ ପ୍ରତ୍ସହନ ଦେବା ଲାଗି ଶ୍ରୀ ଅର୍ଣ୍ଣ ଯୋଜନା ର ଶୁଭାରମ୍ଭ କରାଜାଇଛି ।

pm

ମିଲେଟ ପ୍ପତ୍ସହନ ଭାରତ ର 1 ନମ୍ବର ଉତ୍ପାଦନ ହୋଇଛି । ଏବଂ ରପ୍ତାନୀ ରେ ଦୁଇ ନମ୍ବର ଦେଶ ପାଲଟିଛି । ତେବେ କୃଷକ ଙ୍କ ସରକାର ଋଣ ବଢେଇଛନ୍ତି । ଚଳିତ ବର୍ଷ ସରକାର 20 ଲକ୍ଷ କୋଟି କୃଷକଙ୍କୁ କିଷାନ କ୍ରେଡିଟ୍ କାର୍ଡ ଜରିଆରେ ଋଣ ଦେବା ପାଇଁ ଲକ୍ଷ୍ୟ ରଖୁଛନ୍ତି । କୃଷକଙ୍କ ପାଇଁ ଏବେ କିଷାନ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚର ପ୍ଲାଟଫର୍ମ ତିଆରି କରାଯିବ ।

କୃଷି କ୍ଷେତ୍ରରେ ଅଧିକ ରୁ ଅଧିକ ଷ୍ଟାର୍ଟଅପ୍ ତିଆରି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ କୃଷକଙ୍କ ପାଇଁ କିଷାନ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚର ପ୍ଲାଟଫର୍ମ ତିଆରି କରାଯିବ । କୃଷି କ୍ଷେତ୍ରରେ ଅଧିକ ରୁ ଅଧିକ ଷ୍ଟାଟପ୍ ତିଆରି ପାଇଁ ସରକାର ଲକ୍ଷ ରଖିଛନ୍ତି । ତେବେ ମତ୍ସ ସଂମ୍ପଦ ପାଇଁ 6 ହଜାର କୋଟି ନିବେଶ କରାଯିବ । ଏହା ଦ୍ୱାରା ମତ୍ସଜିବି ମାନଙ୍କୁ ବିମା , ଆର୍ଥିକ ସହାୟତା , ଏବଂ କିଶାନ କ୍ରେ଼ଡିଟ କାର୍ଡ ର ସୁବିଧା ମିଳିବ । ତେବେ କୃଷି ଜମି ଗୁଡିକ ଡିଜିଟାଲି କରଣ ମଧ୍ୟ କରାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *