ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଖିରୁ ଲୁହ ସୁଖି ଜାଇ ଥିବା ବେଳେ ମନରୁ ଭାବନା ଲିଭି ଜାଇ ଥିବା ବେଳେ ହଠାତ ଆସି ଘରେ ପହଁଚିଲେ କ୍ରାଇମ ବ୍ରାଞ୍ଚ ଟିମ୍ । ହଁ ଆମେ କହୁଛି ମୃ-ତ ମୋଡେଲ ସୈମ୍ୟରଂଞୀନ ଙ୍କ କଥା ଆମେ କହୁଛୁ ସିଙ୍ଗର ସୋନାଲୀ ଙ୍କ କଥା । ହଁ ଦିନେ ସୈମ୍ୟରଂଞୀନ ଏବଂ ସୋନାଲୀ ପ୍ରେମ ଦୁନିଆଁ ରେ ଉଡି ବୁଲୁଥିଲେ । ଆଉ ହଠାତ କଣ ହେଲା କେଜାଣି ସୈମ୍ୟ ଙ୍କ ମୃ-ତ ଦେହ ମିଳିଲା ।
ଆଉ ଖବର ଆସିଲା ସୋନାଲୀ କୁଆଡେ ସେଲିବ୍ରେଟି ଜିବନ ବଞ୍ଚିବାକୁ ଚାହୁଁଥିଲା । ସୋନାଲୀ କୁଆଡେ ଦାମୀ ଗାଡି ଚଢିବାକୁ ଚାହୁଁଥିଲା । ସୋନାଲୀ କୁଆଡେ ରାତା ରାତି ବଡ ଲୋକ ହେବାକୁ ଚାହୁଁଥିଲା । ଆଉ ସେହିଥି ପାଇଁ ସୈମ୍ୟ କୁ କୁଆଡେ ସବୁ ବେଳେ ଟର୍ଚର କରୁଥିଲା । ଆଉ ତାହାକୁ ସହି ପାରୁ ନଥିଲା ସୈମ୍ୟ ଏବଂ ଶେଷରେ ନିଜର ଜିବନ କୁଆ଼ଡେ ହାରିଦେଲା ।
ଆଉ ଏହି ଅଭିଯୋଗ ସେତେ ବେଳେ ଆସିଥିଲା ଯେତେ ବେଳେ ସୈମ୍ୟ ର ମୃ-ତ୍ୟୁ ହୋଇ ସାରିଥିଲା । ଆଉ ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ ଆଉ ଏହା ପରେ ଥାନା ଅଧିକାରୀ ମାମଲା ରୁଜୁ କରିଥିଲେ ସତ କିନ୍ତୁ ତଦନ୍ତ କରି ନଥିଲେ । ଖବର ପାଇ ପହଁଚି ଥିଲା ହାଇକୋର୍ଟ ରେ ଏବଂ ଖବର ଆସିବା ପରେ ଏହି ଘଟଣା ଡିସିପି ବୁଝୁଥିଲେ ଆଉ ଏବେ ଏବେ ଏହି ଘଟଣା ର ତଦନ୍ତ କରୁଛି କ୍ରାଇମ ବ୍ରାଞ୍ଚ୍ ।
ଏହାରି ମଧ୍ୟରେ ମୃ-ତ ସୈମ୍ୟ ଙ୍କ ଘରେ ପହଁଚିଛି କ୍ରାଇମ ବ୍ରାଞ୍ଚ ଟିମ୍ । ଆଉ କ୍ରାଇମ ବ୍ରାଞ୍ଚ ଟିମ୍ କୁ ଘରେ ଦେଖିବା ପରେ ଆଖିରୁ ଲୁହ ପୋଛିଛନ୍ତି ସୈମ୍ୟ ଙ୍କ ମାଆ । ଆଉ କୁଆଡେ କହିଛନ୍ତି ମୋ ମଲା ପୁଅର ଆତ୍ମା ଏବେ ଶାନ୍ତି ପାଇବ ।
ହଁ ବନ୍ଧୁଗଣ ତଦନ୍ତ ରେ ଶୀଥିଳତା ପଡିଜାଇ ଥିବା ତଦନ୍ତ ଏବେ ପୁଣି ଥରେ ସାମ୍ନାକୁ ଆସୁଛି । ଏବଂ ଏବେ ପୁଣି ଥରେ ସରଗରମ ହୋଇଛି ତଦନ୍ତ । ତେବେ ଦେଖିବାକୁ ବାକି ରହିଲା କେମିତି ଏବଂ କେଉଁ ଭଳି ତଦନ୍ତ କରି ସୈମ୍ୟ ର ମୃ-ତ୍ୟୁ ର ରହସ୍ୟ କେମିତି ଭେଦୁଛି । ଆଉ ସୈମ୍ୟ ଙ୍କ ମାଆ ଙ୍କୁ କେମିତି ନ୍ୟାୟ ଦେଉଛି କ୍ରାଇମ ବ୍ରାଞ୍ଚ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।