ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହୋଇ ପଡିଛି । ତାଙ୍କୁ ଦୁଇ ଦିନ ତଳେ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସା କରାଯାଉଛି । ହଠାତ କିଛି ଦିନ ହେଲା ସେ ଗୋଟିଏ ଘୋରଇ ହସ୍ପିଟାଲ ରେ ଟ୍ରିଟ ମେଣ୍ଟ ହୋଇ ଆସିଥିଲେ । ହେଲେ ଆଜି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ରୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ରହିଛି ।
ହଁ ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ଆଉ ସେ ପଟେ ଅର୍ଥ ସାଜିଛି ବାଧକ । ସେପଟେ ଚିକିତ୍ସା ଅଭାବ ରୁ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ ଅଟେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆ ରେ କେମ୍ପେନିଂ ବି ହେଉଥିବାର ଦେଖିବା ପାଇଁ ମିଳିଛି ।
ସେହି ପରି ଅନ୍ୟ ପଟେ ପିଣ୍ଟୁ ନନ୍ଦ ଙ୍କ ଘନିଷ୍ଟ ବନ୍ଧୁ ଶ୍ରୀତମ ଦାସ ପିଣ୍ଟୁ ନନ୍ଦ ଙ୍କୁ ଦେଖା କରିବାକୁ ଜାଇଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ବି ଜାଣିଥିବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ବହୁତ ବର୍ଷରୁ ଓଲିଉଡ ରେ ସକ୍ରିୟ ରହିଛନ୍ତି । ଦର୍ଶକ ମାନେ ପିଣ୍ଟୁ ନନ୍ଦ ଙ୍କୁ କେତେ ବେଳେ ଖଳନାୟକ ତ ଆଉ କେତେ ବେଳେ ସହ ନାୟକ ପୁଣି କେତେ ବେଳେ କମେଡିଆନ ଚରିତ୍ର ରେ ଦେଖିଛନ୍ତି ସେହିଥି ମଧ୍ୟରୁ ତାଙ୍କର ଅଭିନିତ ଆଲବମ ଏବଂ ଏ ଗୈରା ତାଙ୍କୁ ପ୍ରାରମ୍ଭିକ ସମୟ ରେ ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା ।
ତେବେ ବର୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ରୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ରହିଛି । ହଁ ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ତେବେ ସେ ଲିଭର ସିରୋସିସ ରୋଗରେ ପୀଡିତ ରହିଛନ୍ତି ।
ତେବେ ସେ କିଛି ଦିନ ତଳେ ଡାକ୍ତର ଖାନା ରେ ଭର୍ତ୍ତି ହୋଇଥିଲେ । ଏବେ ତାଙ୍କୁ ପଟିଆ ସ୍ଥିତ ଏକ ଘୋରଇ ହସ୍ପିଟାଲ ରେ ତାଙ୍କୁ ଭର୍ତି କରାଜାଇଛି । ଏବଂ ସେହି ପରି ଅନ୍ୟ ପଟେ ପିଣ୍ଟୁ ନନ୍ଦ ଙ୍କ ଘନିଷ୍ଟ ବନ୍ଧୁ ଶ୍ରୀତମ ଦାସ ପିଣ୍ଟୁ ନନ୍ଦ ଙ୍କୁ ଦେଖା କରିବାକୁ ଜାଇଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।