ନବ ଦାସଙ୍କ ମୃ-ତ୍ୟୁରେ ଅନେକ MLA ସାମିଲି ଅଛନ୍ତି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସତମୟ ରେ ଗୋଟେ ବହୁତ ବଡ କଥା ସୁଣିବାକୁ ମିଳିଛି ଯେ ନବଙ୍କ ହ-ତ୍ୟା କାଣ଼୍ଡରେ ଓଡିଶା ର ଅନେକ MLA ସାମିଲ ରହିଛନ୍ତି ବୋଲି । ତେବେ କଣ କଥା ରହିଛି ଏହାର ଏଙ୍ଗେଲ କଣ କଣ ହୋଇ ପାରିବ ଆପଣ ମାନେ ବିଝିବା ପାଇଁ ଚେଶ୍ଟା କରନ୍ତୁ । ତେବେ ଆପଣ ମାନେ ଜାଣିଥିବେ ନବ ଦାସ ଙ୍କ ମୃ-ତ୍ୟୁ କୁ 23 ଦିନ ହୋଇଗଲାଣି । ଏହା ଉପରେ କ୍ରାଇମ ବ୍ରାଞ୍ଚ ବହୁତ ସାରା ଇନଭେଷ୍ଟିକେସନ କରି ସାରିଲେଣି ।

ବର୍ତମାନ ଗୋପାଳ ଏବେ ଚୈଦୁଆର ଜେଲ ରେ ରହିଛନ୍ତି । ହେଲେ ଓଡିଶା ଯେଉଁ ଇଗର ଲିପ୍ ରେ ଅନେଇକି ବସିଥିଲା । କିଛି ଏବେ ବଡ କେସ୍ ହୋଇଜାଇଛି ଗୋଟେ କେବିନେଟ ମନ୍ତ୍ରୀ ଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି ମରା ହୋଇଛି । ତାହାର ରେଜଲ୍ଟ ଲୋକ ମାନେ ଜାଣିବା ପାଇଁ ନାଁ କ୍ରାଇମ ବ୍ରାଞ୍ଚ ର ଟିମ୍ ଇନଭେଷ୍ଟିକେଶନ କରୁଛନ୍ତି ସେମାନେ କିଛି ଇନଫର୍ମ ମେଶନ ମିଡିଆ କୁ ଦେଉଛନ୍ତି । ନାଁ ଆମେ ଡିଜିପି ସୁନିଲ ବଂନ୍ସଲ ସେ ପ୍ରଥମ ରୁ ଏହା ଉପରେ କିଛି ମତ ରଖିଛନ୍ତି ।

Naba Das

ଓଡିଶା ଲୋକ ଏହି କଥା ବର୍ତମାନ ସମୟ ରେ ଚାହୁଁଛନ୍ତି ତେବେ କଥାଟି କଣ ନାଁ ଜନତା ହିସାବରେ କଣ ଆମର ରାଇଟ୍ସ ନାହିଁ ଏତେ ବଡ କଥା ହୋଇଜାଇଛି ଯେତେ ବେଳେ ସେହି କଥା ଆମକୁ ଜାଣିବାରେ । ଯଦି ତା ଅପୋଜିତ୍ ରେ ଆମେ କଥା କହିବା ବିଜୟ ମହାପାତ୍ର କହି ସାରିଛନ୍ତି । ଏହା ଗୋପାଳ ମାରିଥିବା କଥା ନୁହେଁ ବରଂ ଏଟା ଗୋଟେ ଏରେଞ୍ଜ ମର୍ଡର । ନରସିଂହା ମିଶ୍ର ଆଗରୁ ମଧ୍ୟ କହି ଦେଇଛନ୍ତି । କି ବହୁତ ବଡ କନଫ୍ରେନ୍ସି ଏହା ମଧ୍ୟରେ ରହିଛି ବହୁତ ବଡ ଜିନିଷ ଏହା ମଧ୍ୟରେ ରହିଛି ।

ତେବେ ଯଦି ସତରେ ଇନଭେଷ୍ଟିକେଶନ କରାଯାଏ । ତେବେ କ୍ରାଇମ ବ୍ରାଞ୍ଚ କେଉଁଠି ନାଁ କେଉଁଠି ବଡ କଥାକୁ କ୍ରାଇମ୍ ବ୍ରାଞ୍ଚ ଖୋଳିକି ବାହାର କରି ପାରିବ । ହେଲେ ଏଠାରେ କ୍ରାଇମ୍ ବ୍ରାଞ୍ଚ ଚାହୁଁ ନାହିଁ ବାହାର କରିବା ପାଇଁ ଏହା ଉପରେ ଜୟ ନାରାୟଣ ମିଶ୍ର ବି ସେହି କଥା କହିଛନ୍ତି ଯେ ଯେଉଁ ସେଶନ ଆରମ୍ଭ ହେବ ଏବେ ଏହିଥିରେ ସେ ବହୁତ ବଡ ଜିନିଷ ଖୋଲିଛନ୍ତି । ସେହି ପରି ଆପଣ ମାନେ ଜାଣିଥିବେ ଯେଉଁଦିନ ନବିନ ପଟ୍ଟନାୟକ ନବଦାସ ଙ୍କ ଦଶା କୁ ଜାଇଥିଲେ ସେହି ଦିନ ସେଠାରେ ବିିଭିନ୍ନ ପ୍ରକାରର ଡିଟେକ୍ଟିଭ ରିପୋର୍ଟର ବୁଲୁଥିଲେ ।

ତେବେ ସେମାନେ ବିଭିନ୍ନ ବଡ ବଡ ସଂସ୍ଥା ଦ୍ୱାରା ଦିଲ୍ଲୀ ର ବିଭିନ୍ନ ରଜନୀତିକ ନେତା ଙ୍କ ଦ୍ୱାରା ପଠାଜାଇଥିଲା କି ସେମାନେ ସେଠାରେ ଜାଇ ଇନଭେଷ୍ଟିକେଶନ କରିବେ କଣ ଡିଟେଲ୍ସ ରହିଛି । ତ ସେମାନଙ୍କ କହିବା କଥା ଯେ ବହୁତ ବଡ ବଡ MLA ଙ୍କ ଏହିଥିରେ ଇନଭଲ୍ବମେଣ୍ଟ ରହିଛି । ଆଉ ସମୟ ଅନୁସାରେ ବହୁତ ଜିନିଷ ଆସିବ ବାହାର କୁ ଆଉ ଆମକୁ ଟିକେ ଅପେକ୍ଷା କରିବାକୁ ପଡିବ ହଁ ନିଶ୍ଚିତ ଭାବେ ସରକାର ବି ଟିକେ ରେସପନ୍ସ ବୁଲ ହେବା ଉଚିତ । ତେବେ ଜାଇ ସବୁ ତଥ୍ୟ ସାମ୍ନାକୁ ଆସିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *