ନିଜ ମାଉସୀକୁ ପାଖରେ ଦେଖି ଭୋ ଭୋ ହୋଇ କାନ୍ଦି ପକେଇଲେ ପିଣ୍ଟୁ ନନ୍ଦ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଲିଭର ଜନିତ ରୋଗ ରେ ପଡି ଛଟପଟ ହେଉଛନ୍ତି ପିଣ୍ଟୁନନ୍ଦ । ଏବେ କେବଳ ଗୋଟିଏ ବାଟ ଲିଭର ଟ୍ରାନ୍ସପ୍ଲାଣ୍ଟ ହେଲେ ଦରକାର ଅଛି ଲକ୍ଷାଧିକ ଟଙ୍କା । ଆଉ ଏହି ସମୟ ରେ ନିଜର ମାଉସୀ କୁ ପାଖରେ ଦେଖି କାନ୍ଦି ପକେଇଲେ ପିଣ୍ଟୁ । ମାଉସୀ ମୁଣ଼୍ଡକୁ ଅଣ଼୍ଡାଳି କହୁଛନ୍ତି ଚିନ୍ତା କର ନାହିଁ ସବୁ ଠିକ୍ ହୋଇଯିବ । ହେଲେ ପିଣ୍ଟୁ ଙ୍କ ଆଖିରୁ ଝରି ପଡୁଛି ଲୁହ କାରଣ ପିଣ୍ଟୁ ନନ୍ଦ ନିଜେ ଜାଣି ସାରିଲେଣି ଯେ କେଉଁ ଅବସ୍ଥାରେ ସେ ରହିଛନ୍ତି ।

ଅପରେସନ ପାଇଁ କେତେ ଟଙ୍କା ଆବଶ୍ୟକ ରହିଛି ମେଡିକାଲ ବେଡ ରେ ଶୋଇ ଥିଲେ ପିଣ୍ଟୁ । ଆଉ ଏପଟୁ ଦେଖିବାକୁ ଆସିଥିଲେ ମାଉସୀ ଆଉ ମାଉସୀ ଙ୍କୁ ପାଖରୁ ଦେଖି ପିଣ୍ଟୁ ଙ୍କ ଆଖିରୁ ଏମିତି ଧାର ଧାର ହୋଇ ଲୁହ ଝରି ପଡୁଥିଲା । ପିଣ୍ଟୁ ଙ୍କ ଆଖିକୁ ଚୁମି ଦେଇ ମାଉସୀ ମନ ମାନୁ ନଥିଲା ଆଖିରୁ ଝରି ପଡୁଥିଲା ଲୁହ ଏହି ଦୃଶ୍ୟ ଦେଖିଲେ କାହାର ବି ଆଖିରୁ ଲୁହ ଆସିଯିବ ।

Pintu Nanda

ଯିଏ ଦିନେ ହୃଷ୍ଟ ପୃଷ୍ଟ ହୋଇ ଅଭିନୟ ଯାଦୁ ରେ ଦର୍ଶକ ଙ୍କ ମନ ଜିତି ନେଉଥିଲା । ଆଜି ମେଡିକାଲ ବେଡ ରେ ଏମିତି ଅସହାୟ ଭାବେ ହୋଇ ଛଟପଟ ହେଉଛି । ତେବେ ପିଣ୍ଟୁ ନିଜେ ବି ଅନୁରୋଧ କରିଛନ୍ତି ଯଦି ତାଙ୍କୁ କିଛି ପରିମାଣ ରେ ଆର୍ଥିକ ସହାୟତା ମିଳେ ତେବେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ସହଜ ରେ ହୋଇପାରିବ । ତେବେ ଏଠାରେ କହି ରଖିବାକୁ ଚାହିଁବୁ କି ଗତ ଫେବୃଆରୀ 1 ତାରିଖ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ପିଣ୍ଟୁ ନନ୍ଦ । ହେଲେ ଆଜି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ରୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ରହିଛି ।

ହଁ ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ଆଉ ସେ ପଟେ ଅର୍ଥ ସାଜିଛି ବାଧକ । ସେପଟେ ଚିକିତ୍ସା ଅଭାବ ରୁ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ ଅଟେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆ ରେ କେମ୍ପେନିଂ ବି ହେଉଥିବାର ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *