ଦେଖନ୍ତୁ କେମିତି ପପୁଙ୍କ ଉପରକୁ ହୋଇଥିଲା ପଥର ମାଡ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପପୁ ପମ୍ ପମ୍ ଙ୍କୁ ପଥର ମାଡ କଲେ ଲୋକେ ପ୍ରାଣ ବିକଳ ରେ ଦୈଡିଲେ ପପୁ । ତେବେ ବନ୍ଧୁଗଣ ହାସ୍ୟ ଅଭିନେତା ପପୁ ପମ୍ ପମ୍ ଙ୍କ ଉପର କୁ ହୋଇଛି ପଥର ମାଡ । ତେବେ ବନ୍ଧୁଗଣ ଆପଣ ମାନେ ଓଡିଆ ହାସ୍ୟ ଅଭିନେତା ପପୁ ପମ୍ ପମ୍ ଙ୍କୁ ତ ବହୁତ ଭଲ ଭାବେ ଜାଣିଥିବେ ।

ତେବେ ବନ୍ଧୁଗଣ ବିଗତ ଦିନରେ ପପୁ ପମ୍ ପମ୍ ନିଜର ଏକ ପଗ୍ରାମ୍ ପାଇଁ ଗଞ଼୍ଜାମ୍ ଜିଲ୍ଲା ଝିଙ୍କିରି ବ୍ଲକ୍ ଶୋରଳ ଗ୍ରାମ ରେ ଗତ କାଲି ରାତିରେ ଜାଗର ଯାତ୍ରା ଅବସର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅତିଥି ହୋଇ ଆସିଥିବା ପପୁ ପମ୍ ପମ୍ ଙ୍କ ମଞ୍ଚ ଉପର କୁ ହୋଇଛି ପଥର ମାଡ ।

papu

ତେବେ ସୂଚନା ଅନୁସାରେ ପପୁ ପମ୍ ପମ୍ ସେଠାରେ ରାତି 9.00 ରେ ପହଁଚି ଥିଲେ ବି 11.00 ରେ ମଞ୍ଚ ଉପର କୁ ଆସି ଥିବାରୁ ଦର୍ଶକମାନେ ବାଧ୍ୟ ହୋଇ ଏହି ପରି କାଣ୍ଡ ଘଟେଇ ଥିବାର ଜଣା ପଡିଛି । ତେବେ ବନ୍ଧୁଗଣ ପପୁ ଙ୍କ ଦେହରେ ପଥର ବାଜି ନଥିବା ବେଳେ ପଛପଟେ ଥିବା ଡିଜିଟାଲ ଡିସପ୍ଲେ ରେ ପଥର ବାଜିଥିବା କୁହାଜାଇଛି ।

ଫଳରେ ସୁରକ୍ଷା ଦୃଷ୍ଟି ରୁ ପପୁ ପମ୍ ପମ୍ କାର୍ଯ୍ୟକ୍ରମ ଅଧାରୁ ପଳେଇ ଥିବା ଜଣା ପଡିଛି । ତେବେ ଏମିତି ରେ ଅନେକ ସମୟ ରେ କଳାକାର ମାନଙ୍କ ଉପରେ ଏହି ପରି ଭାବେ ପଥର ମାଡ ଆଦି ହୋଇଥାଏ । ଜାହା ସେମାନଙ୍କୁ ସହି କରି କାର୍ଯ୍ୟକ୍ରମ କୁ ଆଗକୁ ବଢେଇ ଥିବାର ଦେଖାଜାଇ ଥାଏ । ତେବେ ବର୍ତମାନ ସମୟ ରେ ସେମିତି କିଛି ଘଟିଛି ପପୁ ପମ୍ ପମ୍ ଙ୍କ ସହିତ । ଜାହାର ଭିଡ଼ିଓ ସୋସିଆଲ ମିଡଆ ରେ ଭାଇରଲ ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *