ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଣ୍ଡ ସାରଥୀ ସହିତ ଗୋପାଳ କୁ ତୁଳନା କରିବା ତୁମର ସବୁଠୁ ବଡ ଭୁଲ । କେଉଁଠି ସେ ଭଣ୍ଡ ସାରଥୀ ଯିଏ ମାଆ ବୋହୁ ଏବଂ ଝିଅ ବୋହୁ ଙ୍କ ଇଜ୍ଜତ ନେଉଥିଲା । ଯିଏ ଦୁଇ ଲକ୍ଷ ଟଙ୍କା ବେଲ ରେ ବାହାରେ ଏବେ ଜାମିନ ରେ ରହିଛି । ଆଉ କେଉଁଠି ମୁଁ ଗୋପାଳ ଯେଉଁଠି ମନ୍ତ୍ରୀ ନବ ଦାସ ଙ୍କୁ ହ-ତ୍ୟା କରିଛି । କମ୍ପାରିଜନ କରିବାର ରହିଛି ତେବେ ମୋର ସମାଜ ସ୍କନ୍ଦ ଲୋକ ମାନଙ୍କ ସହିତ କର ।
ଗୋପାଳ ସେହି ଜେଲ ରେ ରହିଛି ଯେଉଁ ସେଲ ରେ ଦିନେ ସାରଥୀ ରହୁଥିଲେ । ହେଲେ ଗୋପାଳ କୁ ସାରଥୀ ସହିତ ତୁଳନା କରିବା କେବଳ ପାଗଳ ର ପ୍ରଳାପ ହିଁ ଅଟେ । କାରଣ ଗୋପାଳ କୁ ରହିଛି ଜନ ସମର୍ଥନ । ଗୋପାଳ କୁ ସମସ୍ତେ ପ୍ରଶଂସା କରୁଛନ୍ତି । ଗୋପାଳ ଭୁଲ କାମ କରିଛନ୍ତି ସେ ଜଣେ ମଣିଷ ମରା ଜଣେ ମନ୍ତ୍ରୀ ଙ୍କ ହ-ତ୍ୟା-କାରୀ । ଗୋପାଳ ର ରହିଛି ଆମେଜିଙ୍ଗ୍ ଫେନ ଫୋଲଇଂ ଯଦି ସେ ଏବେ ଟୁଇଟର ଏକାଉଣ୍ଟ ଖୋଲିବ ତେବେ ତାର ସାଙ୍ଗେ ସାଙ୍ଗେ ଫୋଲଇଂ ମିଲିୟନ ହୋଇଯିବ ।
ଅପର ପକ୍ଷରେ ସାରଥୀ ବାପା ଯେଉଁ ସାରଥୀ ନାମରେ ଆସିଥିଲା ଦୁସ୍କର୍ମ ର ଅଭିଯୋଗ । ସେହିଥି ପାଇଁ ଲୋକ କହୁଛନ୍ତି ଟିକେ ଔକାତ ଦେଖି କର କାହିଁ ରାମଚନ୍ଦ୍ର , କାହିଁ ରାନିଆ ଭଣ୍ଡାରୀ । କାରଣ ଗୋପାଳ ଏବେ ଅନେକ ଙ୍କ ପାଇଁ ହିରୋ ପାଲଟିଜାଇଛି । ଯଦିଓ ସେ ଚୈଦ୍ୱାର ର ସ୍ପେସାଲ ସେଲ 3 ନଂ ରେ ରହିଛି । ଆଉ ଯେଉଁଠାରେ ତାକୁ ଯଗି ରହିଛନ୍ତି 3 ୱାର୍ଡର ପ୍ରତି ମୂହୁର୍ତ୍ୱରେ । ଗୋପାଳ ସତରେ ସାରଥୀ ଠାରୁ ଆହୁରି ଭୟଙ୍କର ତାର ପ୍ରଫାଇଲ ଆହୁରୀ ବି ତଗ଼ଡା ଥିବା କଥା କହୁଛନ୍ତି ଗୋପାଳ ର ଫେନ୍ସ ସୋସିଆଲ ମିଡିଆ ରେ ।
ତେବେ ଗୋପାଳ ର ନାର୍କୋ ଟେଷ୍ଟ ସରିବା ପରେ 164 ରେ ବୟାନ ରେକର୍ଡ ହୋଇ କଟକ ଚୈଦ୍ୱାର ଜେଲ କୁ ଅଣା ଜାଇ ଥିଲା । ତେବେ ଗୋପାଳ ଏଥି ପାଇଁ ଅଣା ଜାଇ ଥିଲା କାରଣ ଗୋପାଳ କହିଥିଲା ଝାଡସୁଗୁଡା ଜେଲ ରେ ତାକୁ ମାରିଦେବେ ବୋଲି । ଯେଉଁଥି ପାଇଁ ଗୋପାଳ ଭୟରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଯିବାକୁ କ୍ରାଇମ ବ୍ରାଞ୍ଚ କୁ କହିଥିଲା । ଜାହା ପରେ କ୍ରାଇମ ବ୍ରାଞ୍ଚ ଗୋପାଳ କୁ ଝାଡସୁଗୁଡା ରୁ କଟକ ଚୈଦ୍ୱାର ଜେଲ ରେ ନେଇ ରଖିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।