ପିଣ୍ଟୁ ନନ୍ଦଙ୍କୁ ନେଇ ଦିଲ୍ଲୀରୁ ଆସିଲା ବଡ଼ ଦୁଃଖ ଖବର…

pintu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏଇ କିଛି ଦିନ ହେଲା ତାଙ୍କୁ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସା କରାଯାଉ ଥିଲା । ଓଡିଆ ଅଭିନେତା ପିଣ୍ଟୁ ନନ୍ଦ କିଛି ଦିନ ହେବ ଲିଭର ସିରୋସିସ୍ ରୋଗରେ ପୀଡିତ ରହିଛନ୍ତି । ଏବଂ ଏବେ ସେ ଜିବନ ମୃ-ତ୍ୟୁ ସହିତ ସଂଘର୍ଷ କରୁଛନ୍ତି । ତାଙ୍କର ଚିକିତ୍ସା ନିମନ୍ତେ ଭୁବନେଶ୍ୱର ର ଏମ୍ସ ରେ ଭର୍ତ୍ତି କରାଜାଇ ଥିଲା । ବର୍ତମାନ ଅଭିନେତା ପିଣ୍ଟୁ ନନ୍ଦ ଦିଲ୍ଲୀରେ ଅଛନ୍ତି ।

ତାଙ୍କର ଅପରେସନ ପାଇଁ 50 ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ସେହିଥି ପାଇଁ ସେ ସାରା ଓଡିଶା ବାସୀ ଙ୍କୁ ସାହାଯ୍ୟ ମାଗିଥିଲେ । ତେବେ ତାଙ୍କର ରିପୋର୍ଟ ରେ ଆସିଥିଲା ଯେ ତାଙ୍କର ଲିଭର ସଂମ୍ପର୍ଣ୍ଣ ଖରାପ ହୋଇଜାଇଛି । ପିଣ୍ଟୁ ନନ୍ଦ ଙ୍କ ଏମିତି ଅବସ୍ଥାରେ ତାଙ୍କୁ ଦିଲ୍ଲୀ ପଠାଜାଇଛି ଏବଂ ତାଙ୍କର ସେଠାରେ ବହୁତ ଜଲ୍ଦି ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ ।

Pintu Nanda 1

ତେବେ ଏହି ପରି ଘଡି ସନ୍ଧି ମୂହୁର୍ତ୍ୱ ରେ ପିଣ୍ଟୁ ନନ୍ଦ ଙ୍କ ଅବସ୍ଥା ସଂଙ୍କଟାପର୍ଣ୍ଣ ରହିଛି । ବର୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଜଣ୍ଡିସ ରୋଗରେ ପୀଡିତ ମଧ୍ୟ ରହିଛନ୍ତି । ଜାହା ଫଳ ରେ ତାଙ୍କର ଆଖି ହଳଦିଆ ଦେଖା ଯାଉଛି ।

ଏହି ପରି ସ୍ଥଳେ ପିଣ୍ଟୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟା ପର୍ଣ୍ଣ ରହିଛି । ତେବେ ପିଣ୍ଟୁ ନନ୍ଦ ଙ୍କ ପାଇଁ ଆବଶ୍ୟକ ରହିଛି ଲିଭର ଡୋନର । ତେବେ ବହୁତ ଜଲ୍ଦି ପିଣ୍ଟୁ ନନ୍ଦ ଭଲ ହୋଇଜାଆନ୍ତୁ ଏହା ଓଡିଶା ବାସୀ ଙ୍କ ତରଫ ରୁ ପ୍ରର୍ଥନା କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *