ଦିଲ୍ଲୀରୁ ଆସିଲା ବଡ଼ ଦୁଃଖ ଖବର । ପିଣ୍ଟୁ ନନ୍ଦଙ୍କୁ ଫେରାଇ ଦେଲେ ଡ଼ାକ୍ତର…

Pintu Nanda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ ଯେ ପିଣ୍ଟୁ ନନ୍ଦ କିଛି ଦିନ ହେଲା ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଜିବନ ମୃ-ତ୍ୟୁ ସହିତ ସଂଘର୍ଷ କରୁଥିବା ବେଳେ ସେ ଦିଲ୍ଲୀ ମେଡିକାଲ ରେ ଚିକିତ୍ସିତ ହେଉଥିଲେ । ବର୍ତମାନ ସମୟ ରେ ଏକ ବଡ ଖବର ସାମ୍ନାକୁ ଆସିଛି । ଦର୍ଶକ ମାନଙ୍କ ମନୋରଂଞୀନ କରେଇଥିବା ଅଭିନେତା ଆଜି ଚିକିତ୍ସିତ ହେଉଛନ୍ତି ତାହାବି ପୁଣି ଦିଲ୍ଲୀରେ ।

ଆମ ଓଡିଆ ଇଣ୍ଡଷ୍ଟ୍ରୀ ର କିଛି ଅଭିନେତା ମାନେ ଏକାଠି ହୋଇ ପିଣ୍ଟୁ ନନ୍ଦ ଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । ସିଦ୍ଧାନ୍ତ , ସିରୁତୋମ ଭଳି ଅଭିନେତା ମାନେ ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରୁଛନ୍ତି । ଯେତେ ଟଙ୍କା ଲାଗୁ ପଛେ ଦିଆଯିବ ବୋଲି ମତ ରଖୁଛନ୍ତି । ଅଭିନେତା ଜଣଙ୍କ ଯେତେ ବି ଚରିତ୍ର ରହିଛି ସବୁ ଚରିତ୍ର ରେ ଅଭିନୟ କରିବାରେ ବହୁତ ପାରଙ୍ଗମ ।

Pintu Nanda

ତାଙ୍କର ସବୁ ଚରିତ୍ର କୁ ଦର୍ଶକ ମାନେ ଦେଖି ବହୁତ ମନରଂଞୀନ କରେଇଥାନ୍ତି । ବର୍ତମାନ ସମୟ ରେ ଅଭିନେତା ପିଣ୍ଟୁ ନନ୍ଦ ଦିଲ୍ଲୀରେ ଚିକିତ୍ସା ଧୀନ ରହିଛନ୍ତି । ଏବଂ ତାଙ୍କର ଚିକିତ୍ସା ରେ ପ୍ରତ୍ୟୋକ ଦିନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ତେବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ ଅବସ୍ଥା ଏବେବି ଗୁରୁତ୍ୱର ରହିଛି ।

ଦିଲ୍ଲୀର ଏକ ବସରକାରୀ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦ ଙ୍କୁ ହାଇଦ୍ରାବଦ କିମ୍ବା ଚେନ୍ନାଇ ସ୍ଥାନାନ୍ତରଣ କରାଯିବ ଲିଭର ସିରୋସିସ୍ ରେ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା । ତେବେ ଏହିଥି ପାଇଁ କୈଣସି ଡୋନର ମିଳୁ ନାହିଁ । ଏହା ସହିତ ଅର୍ଥ ର ଅଭାବ ରହିଛି ବୋଲି ପିଣ୍ଟୁ ନନ୍ଦ ଙ୍କ ଭାଇ ସୂଚନା ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *