ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ସିନେମା ଜଗତ ପାଇଁ ଯାହା ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି । ଏହି ପ୍ରସିଦ୍ଧ ଅଭିନେତାଙ୍କ ମେଡିକାଲରେ ହଠାତ୍ ମୃ-ତ୍ୟୁ ଘଟିଛି ।
ଏହି ଲୋକପ୍ରିୟ ଅଭିନେତା ଅନେକ ସିନେମାରେ କାମ କରି ନିଜର ଛାପ ଛାଡି ଯାଇଛନ୍ତି । ଆଉ ଚିକିତ୍ସିତ ଅବସ୍ଥାରେ ଅଭିନେତାଙ୍କ ମୃ-ତ୍ୟୁ ହୋଇଥିବା ନେଇ ପରିବାର ତରଫରୁ ସୂଚନା ମିଳିଛି । ଏହି ଲୋକପ୍ରିୟ ଅଭିନେତା କେତେବେଳେ ସହ ଅଭିନେତା ତ ଆଉ କେତେବେଳେ କମେଡିଆନ୍ ଭାବରେ ନିଜର ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି ।
ସେପଟେ ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମା ର ସଦଗତି ନିମନ୍ତେ କାମନା କରିଛନ୍ତି । ତାଙ୍କ ଛାତିର ଯନ୍ତ୍ରଣା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଘରକୁ ଫେରିଥିଲେ କିନ୍ତୁ ଘରେ ପୁଣିଥରେ ହାର୍ଟାଟାକ୍ ହୋଇଥିଲା ଯେଉଁଥିରେ ତାଙ୍କର ମୃ-ତ୍ୟୁ ହୋଇଥିଲା ।
ଏହି ଲୋକପ୍ରିୟ ଅଭିନେତା ୩୦୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଥିଏଟରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ମନ୍ଦିପ ୧୯୮୧ରେ ମନସାଓଟା ଫିଲ୍ମରେ ବେଙ୍ଗ ଚରିତ୍ରରେ ସିନେମା ଜଗତରେ ଏଣ୍ଟ୍ରି କରିଥିଲେ । ଅଭିନେତା ତଥା ନିର୍ଦ୍ଦେଶକ ଭେଙ୍କଟ ଭରଦ୍ୱାଜ କହିଛନ୍ତି ମନ୍ଦୀପ ଜଣେ ହେଉଛନ୍ତି ପ୍ରକୃତରେ ଜଣେ ବଙ୍ଗାଳୀ ଏବଂ କାନଡା ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପରଠାରୁ ବେଙ୍ଗୋଲୁର ରେ ରହୁଥିଲେ ।
ତେବେ ଭେଟରାନ କମେଡିଆନ୍ ତଥା କାନଡା ଅଭିନେତା ମନ୍ଦିପ ରାୟଙ୍କ ପରଲୋକ ହୋଇଛି । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶୋକେର ଲହରୀ ଖେଳି ଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।