ପୁଣି ଆସିଲା ଦୁଃଖ ଖବର । ଏହି କଳାକାର ଙ୍କ ହସ୍ପିଟାଲରେ ଚାଲିଗଲା ଜୀବନ

Actor

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସିନେମା ଜଗତ ରେ ଜାହା ଗୋଟେ ଦୁଃଖ ଦାୟକ ଖବର ସାମ୍ନକୁ ଆସିଛି । ଆଜି ଏହି ପ୍ରସିଦ୍ଧ କଳାକାର ଙ୍କ ମୃ-ତ୍ୟୁ ରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏବଂ ସିନେମା ଜଗତ ରେ ଶୋକର ଲହରୀ ଖେଳିଜାଇଛି । ଆମ ଦେଶ ହେଉଛି କଳା ଏବଂ ସଂସ୍କୃତି ର ଦେଶ । ଏଠାରେ ଅକେ କଳାକାର ମାନେ ରହିଛନ୍ତି ନାଚ ହେଉ କିମ୍ବା ଗୀତ ଭାରତ ସବୁଠାରୁ ଆଗରେ ।

ପୁଣି କଳା ଜଗତ ପାଇଁ ଆସିଲା ବଡ ଦୁଃଖଦ ଖବର ଆଖି ବୁଜିଲେ ଏହି ପ୍ରସିଦ୍ଧ କଳାକାର ସେ ସେ ନିଜର ବାସ ଭବନ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଦେହାନ୍ତ ଖବର କୁ ନେଇ ଚଳଚିତ୍ର ଜଗତ ରେ ଶୋକ ର ଛାୟା ଖେଳି ଜାଇଛି । ଏହି ଲୋକ ପ୍ରିୟ ଷ୍ଟାର ବହୁତ ଟେଲେଣ୍ଟ ଥିଲେ ଅଭିନୟ ହେଉ କିମ୍ବା ଡେନ୍ସ ସେ ସବୁ ଥିଲେ ମାହୀର ଥିଲେ ।

ମଣିପୁରୀ କ୍ଲାସିକ୍ ଡେନ୍ସ ଫର୍ମ ରେ ସେ ମହାରତ ହାସଲ କରିଥିଲେ । 21 ବର୍ଷ ବୟସ ରେ ସେ ବେଲା ଚଳଚିତ୍ର ରେ ଡେଭ୍ୟୁ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ସୈତଲା ଭାଈ ଅଭିନିତ ଗୁରୁ ଦତ୍ତା ଙ୍କ ସହିତ ସ୍କ୍ରିନ୍ ସେୟାର କରିଥିଲେ । ଏବଂ ଫିଲ୍ମ ଟି 1962 ମସିହା ରେ ରିଲିଜ୍ ହୋଇଥିଲା । ଏହା ପରେ ଫିଲ୍ମ ମେନେ ମେ ହୁ ରେ ବେଲା ବସ୍ ଙ୍କୁ ଡେନ୍ସ କରିବାର ସୁଯୋଗ ଦେଇଥିଲେ ।

Actor

ବଲିଉଡ ସୋ ମେନ୍ ରାଜ କୋପୁର 1954 ମସିହା ରେ ପରଦା କୁ ଆସିଥିବା ଏହି ଫିଲ୍ମ ବୋଲ ଙ୍କ କେରିୟର ରେ ଥିଲା ବଡ ବ୍ରେକ୍ ପରଲୋକ ରେ ଭର୍ସିଆଲ ଅଭିନେତା ବେଲା ବୋସ୍ ତାଙ୍କର ପରଲୋକ ରେ ଅନେକ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି । ଏବଂ ବଲିଉଡ ସିନେମା ଜଗତ ରେ ଶୋକ ର ଲହରୀ ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *