ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ଲୋକପ୍ରିୟ ୟୁଟ୍ୟୁବର ମି ପୁଚ୍ ପୁଚ୍ ଙ୍କୁ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ମି ପୁଚ୍ ପୁଚ୍ ୟୁଟ୍ୟୁବରେ ବହୁତ ମଜାଦାର ଭିଡିଓ ଅପଲୋଡ କରନ୍ତି ଯାହାକୁ ଦେଖି ଦର୍ଶକ ମାନେ ଖୁବ ହସନ୍ତି । ହେଲେ ଗତ କିଛି ଦିନ ହେବ ମି ପୁଚ୍ ପୁଚ୍ ନିଜ ଭାଇରାଲ ଭିଡିଓ ପାଇଁ ନୁହେଁ ନିଜ ବିବାହ ପାଇଁ ଚର୍ଚ୍ଚାରେ ରହିଛନ୍ତି ।
ମି ପୁଚ୍ ପୁଚ୍ ଙ୍କ ବିବାହ ଏହି ଦିନରେ ଶେଷ ହୋଇଥିବା ବେଳେ ବର୍ତମାନ ସମୟ ରେ ମି ପୁଚ୍ ପୁଚ୍ ନିଜର ଶାଶୁ ଘରେ ରହିଛନ୍ତି । ଏବଂ ଏହି ନିକଟରେ ତାଙ୍କର ରିସେପ୍ସନ ପାର୍ଟି ର ବି ଆୟୋଜନ ହୋଇଜାଇ ଥିବାର ଦେଖିବା ପାଇଁ ମିଳିଛି । ତେବେ ବିବାହ ରେ ବହୁତ ବଡ ବଡ ଓଲିଉଡ ଏବଂ ଜଲିଉଡ ର କଳାକାର ମାନେ ଯୋଗ ଦେଇଥିବାର ଦେଖିବା ପାଇଁ ମିଳିଥିଲେ ।
ତେବେ ସେମିତି ମଧ୍ୟରେ ବନ୍ଧୁଗଣ ମି ପୁଚ୍ ପୁଚ୍ ଙ୍କ ରିସେପ୍ସନ ପାର୍ଟି ରେ ଅପରାଜିତା ମହାନ୍ତି ଙ୍କ ସହିତ ବିବାଦିୟ ଅଭିନେତ୍ରୀ ରାନୀ ପଣ୍ଡା ବି ଦେଖା ଜାଇ ଥିବା ଏବଂ ଏକା ସାଙ୍ଗରେ ବସି ଖାଦ୍ୟ ଖାଉ ଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲେ । ତେବେ ଜାହାର ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉଥିବାର ଦେଖିବା ପାଇଁ ମିଳିଛି ।
ତେବେ ବନ୍ଧୁଗଣ ମି ପୁଚ୍ ପୁଚ୍ ଙ୍କ ବିବାହ ଏହି ଦିନରେ ଶେଷ ହୋଇଥିବା ବେଳେ ବର୍ତମାନ ସମୟ ରେ ମି ପୁଚ୍ ପୁଚ୍ ନିଜର ଶାଶୁ ଘରେ ବହୁତ ଖୁସୀ ରେ ରହିଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ମି ପୁଚ୍ ପୁଚ୍ ଆପଣ ମାନଙ୍କୁ କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।