ଏମିତି କଣ ପାଇଁ କହିଲେ ରାନୀ । ଦେଖନ୍ତୁ ପୁରା ଭିଡିଓ

rani

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଏକ ସାକ୍ଷାତ କାର ରେ ରାନୀ ପ୍ରିୟଦର୍ଶନୀ କହିଛନ୍ତି ଯେ ରାନୀ ପ୍ରିୟଦର୍ଶିନୀ ସାହୁ ଗୋଟେ ଯାତ୍ରା ଆଇଟମ୍ ଡେନ୍ସର ଅଶ୍ଲୀଳ ନୃତ୍ୟୁ କିଏ କରୁଛି । ଆଉ ଯେଉଁମାନେ ରହୁଛନ୍ତି ଆଇଟମ୍ ଡେନ୍ ସ ଗୋଟେ ଅ-ଶ୍ଲୀ-ଳ ନୃତ୍ୟୁ ବୋଲି ତେବେ ସେମାନେ ନିଶ୍ଚିତ ଭାବେ ହକି ୱାର୍ଡ କପ୍ ରେ ଦିସା ପାଟାନୀ ଙ୍କୁ ଆଣି ଡେନ୍ସ କରେଇଲେ ଆଇଟମ୍ ଡେନ୍ସ ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଗଲା । ହେଲେ ଓଡିଶା ର ପ୍ରତିଭା ମାନଙ୍କୁ ସୁଯୋଗ ମିଳିଲା ନାହିଁ । ଏହା କେତେ ଠିକ୍ ଅଟେ ।

ଓଡିଶା ରେ ଏମିତି କିଛି ଲୋକ ରହିଛନ୍ତି ଯେଉଁ ମାନଙ୍କ ପାଇଁ ଓଡିଶା ର ଆର୍ଟିଷ୍ଟ ମାନଙ୍କୁ ଭଲ ଭଲ ବ୍ରେକ୍ ଦିଆଯାଉ ନାହିଁ । ହକି ବିଶ୍ୱକପ୍‌ରେ ଅଧା ଡ୍ରେସ୍‌ ପିନ୍ଧି ଦିଶା ପଟାନୀ ନାଚି ପାରିଲେ । କିନ୍ତୁ ଆମକୁ ଖଣ୍ଡଗିରି ରେ ଆଇଟମ୍‌ ଡ୍ୟାନ୍ସ କାହିଁକି ମନା ? ଅ-ଶ୍ଲୀ-ଳ ନୃତ୍ୟର ସଂଜ୍ଞା ମତେ ଆଗ ସମସ୍ତେ ବୁଝାନ୍ତୁ । ଆଉ ମୁଁ କେଉଁଠି ଆଗ ପଛ ଖୋଲି ଡେନ୍ସ କଲି ସେମାନେ ମତେ ଟିକେ ବୁଝେଇ ଦେଉ ନାହାଁନ୍ତି ।

rani p

ଆଉ ଯେଉଁଥି ପାଇଁ ପଇସା ନେଉଛି ଆଉ ଗୀତ ର ଏକ୍ସପ୍ରେସନ କୁ ନେଇ ଆମେ ଡେନ୍ସ କରିବୁ ନାଁ ମନ ଇଚ୍ଛା ଆମେ ନାଚିବୁ । ଆମେ ଆମ କାମ କରି ଚାଲିଛୁ । ଆଉ କୋଉଟା ଲୋକ ମାନଙ୍କୁ ପସନ୍ଦ ଲାଗିବ କୋଉଟା ପସନ୍ଦ ଲାଗିବନି ତାହା ଆମେ ତ କହି ପାରିବୁନି । ଆଉ ମୁଁ ଯଦି ଅ-ଶ୍ଲୀ-ଳ ନୃତ୍ୟ କରୁଥାନ୍ତି ତେବେ ମତେ ଆଉ ସୁଯୋଗ ମିଳନ୍ତାନି ହେଲେ ମୁଁ ରାତି ପାହିଲେ ପଗ୍ରାମ କରୁଛି ।

ଯେଉଁ ମାନେ ଏହି ପରି କହୁଛନ୍ତି ସେମାନଙ୍କ ଆଖିରେ ଅନ୍ଧ ପୁଟୁଳି ବାଜିଛି ସେମାନେ ଦେଖି ପାରୁନାହାଁନ୍ତି ମୁଁ କଣ କରୁଛି । ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ସମାରୋହରେ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀଙ୍କୁ ଡ୍ୟାନ୍ସ କରିବା ଲାଗି ସୁଯୋଗ ଦିଆଗଲା । ସେ କି ଡ୍ୟାନ୍ସ କରିଥିଲେ? କେଉଁ ଡ୍ୟାନ୍ସ କରିଥିଲେ? ଯେଉଁମାନେ ଖଣ୍ଡଗିରିରେ ବ୍ୟାନ୍‌ କଲେ ସେମାନଙ୍କୁ କଣ ସେହି ଡ୍ୟାନ୍ସ ଦେଖାଗଲା ନାହିଁ ।

ସେ ପରା ଅଧା ଅଧା ଡ୍ରେସ୍‌ ପିନ୍ଧି ନାଚୁଥିଲେ । ଓଡ଼ିଶା ବାହାରୁ କଳାକାର ଆସି ଏଠାରେ ଅ-ଶ୍ଲୀ-ଳ ଡ୍ୟାନ୍ସ କରିପାରିବେ । କିନ୍ତୁ ଓଡ଼ିଶାର କଳାକାର ଓଡ଼ିଶାରେ ଆଇଟମ୍‌ ଡ୍ୟାନ୍ସ କରିପାରିବେ ନାହିଁ । ଏହା କି ପ୍ରକାର ଭେଦଭାବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *