ବର୍ଷାଙ୍କ ନାମରେ ଥିବା ଦୁଇଟି ମାମଲାରେ ପଡ଼ିଛି ପୂର୍ଣ୍ଣଛେଦ,ଏବେ ଶାନ୍ତିରେ ନିଶ୍ୱାସ ମାରିବେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହାଇକୋର୍ଟ କହିଲେ ବର୍ଷା ଙ୍କ ଉପରେ ହୋଇଥିବା ଅଭିଯୋଗର ତଦନ୍ତ ଭୁବନେଶ୍ୱର ଡିସିପି କରିବେ ବୋଲି । ଆଉ ମଙ୍ଗଳବାର ବର୍ଷା ଙ୍କୁ ହାଇକୋର୍ଟ ରୁ ମିଳିଛି ଆସ୍ୱସ୍ତି । ଭୁବନେଶ୍ୱର ଡିସିପି ଗୋଟି ଗୋଟି ତଦନ୍ତ କରି ହାଇକୋର୍ଟ କୁ ରିପୋର୍ଟ ଦାଖଲ କରିଛନ୍ତି । ଯେଉଁ ରିପୋର୍ଟ ରେ ବର୍ଷା ସଂମ୍ପର୍ଣ୍ଣ ନିର୍ଦ୍ଧୋଶ ବୋଲି ଜଣା ପଡିଛି । ବର୍ଷା ଙ୍କା ନାମରେ ଯେଉଁ ଅଭିଯୋଗ ସବୁ ହୋଇଥିଲା ତାହା ସବୁ ଭିତ୍ତିହୀନ ବୋଲି ଡିସିପି କହିଛନ୍ତି ।

ଦିର୍ଘ ଦିନ ପରେ ବର୍ଷା ଏବେ ଟିକେ ଶାନ୍ତି ରେ ନିଶ୍ୱାସ ମାରିବେ । କାରଣ ହାଇ କୋର୍ଟ ରୁ ବର୍ଷା ଙ୍କୁ ମିଳିଛି ଆଶ୍ୱସ୍ତି । ବର୍ଷା ଙ୍କ ନାମ ରେ ହୋଇଥିବା ଦୁଇଟି ମାମଲା ରେ ପଡିଛି ପୂର୍ଣ୍ଣଛେଦ । ସହିଦ ନଗର ଏବଂ ଚନ୍ଦ୍ର ଶେଖର ପୁର ଥାନାରେ ହୋଇଥିବା ମାମଲା ର କୈଣସି ସତ୍ୟାଲତ୍ୟ ନାହିଁ ବୋଲି ଡିସିପି ହାଇକୋର୍ଟ କୁ କହିଛନ୍ତି ।

barsha 1

ପରକ୍ଷ ଇଙ୍ଗିତ ରେ ଉଭୟ ଙ୍କ ଅଭିଯୋଗ ହୋଇଥିବା ନେଇ ରିପୋର୍ଟ ରେ ଉଲ୍ଲେଖ ରହିଥିବା ସୂଚନା । ଯଦି ଦେଖିବା ବର୍ଷା ଙ୍କୁ ନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା କି ବର୍ଷା କୁଆଡେ ଚାକିରୀ କରେଇ ଦେବାକୁ ନେଇ ଜଣେ ମହିଳା ଙ୍କ ଠାରୁ ଟଙ୍କା ଠକି ନେଇଥିଲେ । ସେହି ପରି ଚନ୍ଦ୍ର ଶେଖର ପୁର ଥାନା ରେ ବର୍ଷା ଙ୍କ ନାମରେ ଜାତିଆନା ଆକ୍ଷେପ ର ଅଭିଯୋଗ ହୋଇଥିଲା ।

ଜାହାକୁ ନେଇ ହାଇକୋର୍ଟ କହିଥିଲେ କି ବର୍ଷା ଙ୍କ ଉପରେ ଲାଗିଥିବା ଏହି ଦୁଇ ଅଭିଯୋଗ ର ତଦନ୍ତ ଡିସିପି କରିବେ । ଜାହା ପରେ ଡିସିପି କହିଛନ୍ତି ବର୍ଷା ନିର୍ଦ୍ଦୋଶ ବୋଲି ସେହି ପରି ଭବିଷ୍ୟତ ରେ ବର୍ଷା ଙ୍କ ନାମରେ ଏହି ପରି ଯେମିତି ପୂନରାବୃତି ନଘିଟିବ ସେହି ନେଇ କୋର୍ଟ କୁ ଅନୁରୋଧ କରିଛନ୍ତି ଆଇନ ଜୀବି । ତେବେ ଆପଣ ମାନଙ୍କର ଏହାକୁ ନେଇ ମତାମତ କଣ ରହିବ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *